Browsing Category
ଦେଶ ବିଦେଶ
ରାତାରାତି ବ୍ୟାନ ହେଲା ଭାରତ ବିରୋଧୀ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ୍, ପ୍ରଥମ ଥର ପାଇଁ ସରକାର ବ୍ୟବହାର କଲେ ସ୍ପେଶାଲ୍ ପାୱାର୍
ନୂଆଦିଲ୍ଲୀ: ଭାରତ ସରକାର ଦେଶ ବିରୋଧୀ ପ୍ରଚାର ପ୍ରସାର କରୁଥିବା ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ସୋମବାର ଦିନ ବ୍ୟାନ୍ ଲଗାଇଛନ୍ତି । ପ୍ରଥମ ଥର ପାଇଁ ଆଇଟି ଆକ୍ଟ ଅଧୀନରେ ନିକଟରେ ସାମିଲ କରାଯାଇଥିବା ଗାଇଡଲାଇନ୍…
ଗାବ୍ରିଏଲ୍ ବୋରିକ୍ ହେଲେ ଚିଲିର ସର୍ବକନିଷ୍ଠ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଚିଲିର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି ବାମପନ୍ଥୀ ନେତା ଗାବ୍ରିଏଲ ବୋରିକ୍ । ବୋରିକ୍ ଚଳିତ ନିର୍ବାଚନରେ ୫୬ ପ୍ରତିଶତ ମତ ହାସଲ କରିବା ସହ ଦକ୍ଷିଣପନ୍ଥୀ ନେତା ଜୋସ ଏନ୍ତୋନିୟୋଙ୍କୁ ମାତ୍…
୨୧ ବର୍ଷରୁ କମ୍ ବୟସର ପୁଅ ବିବାହ କରିପାରିବେନି, କିନ୍ତୁ ଲିଭ୍-ଇନରେ ରହିପାରିବେ: ହାଇକୋର୍ଟ
ନୂଆଦିଲ୍ଲୀ: ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସକୁ ବଢ଼ାଯିବା ପରେ ବିବାଦ ଲାଗି ରହିଛି । ଏହା ଭିତରେ ପଞ୍ଜାବ-ହରିୟାଣା ହାଇକୋର୍ଟ ନିକଟରେ ଏକ ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ, ୨୧ ବର୍ଷରୁ କମ୍ ବୟସର…
ବ୍ରିଟେନରେ ୧୨ ଓମିକ୍ରନ୍ ସଂକ୍ରମିତ ମୃତ, କ୍ରିସମସ୍ ପରେ ଦେଶବ୍ୟାପୀ ଲାଗିପାରେ ଲକଡାଉନ୍
ଲଣ୍ଡନ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ଏବେସୁଦ୍ଧା ୯୨ଟି ଦେଶରେ ବ୍ୟାପିଯାଇଛି । ୟୁରୋପର ଅଧିକାଂଶ ଦେଶରେ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ରୋଗୀ ରହିଛନ୍ତି । ଅନ୍ୟପଟେ ବ୍ରିଟେନ୍ ରେ ଓମିକ୍ରନ୍…
ସାପ ଘଉଡ଼ାଇବା ଘର ମାଲିକଙ୍କୁ ପଡ଼ିଲା ମହଙ୍ଗା, ଅଜବ ନିଷ୍ପତ୍ତି ଯୋଗୁ ଜଳିଗଲା ୭ କୋଟିର ଘର
ୱାଶିଂଟନ୍: ସାପକୁ ସମସ୍ତେ ଭୟ କରନ୍ତି । ଏହି ଜୀବ ଯଦି ଘରେ ପଶିଯାଏ ତେବେ ତାକୁ ଘଉଡାଇବା ପାଇଁ ମଣିଷ ସବୁ ଚେଷ୍ଟା ଆପଣାଇଥାଏ । ଅଧିକାଂଶ ଲୋକ ସାପକୁ ଏଡାଇବା ପାଇଁ ଉଦ୍ଧାରକାରୀ ଦଳ କିମ୍ବା ବନ ବିଭାଗ…
ମାତ୍ର ୧୫ ଟଙ୍କାରେ ମିଳିବ ଓପୋର ୪ଜି ସ୍ମାର୍ଟଫୋନ୍, ଜାଣନ୍ତୁ କେମିତି କିଣି ପାରିବେ….
ନୂଆଦିଲ୍ଲୀ: ଦେଶର ଏକ ପ୍ରମୁଖ ଅନ୍ଲାଇନ୍ ସପିଂ ପ୍ଲାଟଫର୍ମ ମଧ୍ୟରୁ ଫ୍ଲିପକାର୍ଟ ୧୬ ଡିସେମ୍ବରରୁ ବିଗ୍ ସେଭିଙ୍ଗ୍ ଡେ ବିକ୍ରୟ ଆରମ୍ଭ କରିଛି । ଯେଉଁଥିରେ ଆପଣ ସମସ୍ତ ପ୍ରକାରର ସାମଗ୍ରୀ କିଣି ପାରିବେ । ଏହି ସେଲର…
ଓମିକ୍ରନ୍ ପ୍ରଭାବ: ଗୁଜରାଟରେ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁହେଲା ନାଇଟ୍ କର୍ଫ୍ୟୁ, ମୁମ୍ବାଇରେ ୧୪୪ ଧାରା ଜାରି
ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ଅନେକ ରାଜ୍ୟର ସରକାର ଆଲର୍ଟ ଜାରି କରିଛନ୍ତି । ଲୋକମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି ।…
ମୋହଲା କ୍ଲିନିକରେ ବଡ଼ ଅଘଟଣ: କଫ ସିରପ୍ ପିଇ ୩ ଶିଶୁ ମୃତ, ୧୩ ଗୁରୁତର
ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଗଠନ କରିଥିବା ମୋହଲା କ୍ଲିନିକରେ ବଡ଼ ଅଘଟଣ ଘଟିଛି । ଏଠାରୁ କଫ ସିରପ ପିଇ ୩ ଜଣ ଶିଶୁ ପ୍ରାଣ ହରାଇଥିବା ବେଳେ ୧୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ମୋହଲା କ୍ଲିନିକରେ କଫ ସିରପ ଖାଇବା ପରେ…
ସଂକ୍ରମିକକୁ ନେଇ ଭୟ ଭିତ ହୁଅନି, ଓମିକ୍ରନ୍ ମୁକାବିଲା ପାଇଁ ଦିଲ୍ଲୀ ପ୍ରସ୍ତୁତ: କେଜ୍ରିୱାଲ
ନୂଆଦିଲ୍ଲୀ: କରୋନାର ନୂଆ ରୂପ ଓମିକ୍ରନ୍ ଭ୍ୟାରିଆଣ୍ଟକୁ ମୁକାବିଲା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ । ସୋମବାର ଏପରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଓମିକ୍ରନ୍ ମାମଲା ବଢ଼ୁଥିବାରୁ ଏଥିରେ…
୮୫,୦୦୦ କୋଟି ଟଙ୍କା ଟ୍ୟାକ୍ସ ଦେଇ ଇତିହାସ ରଚିବେ ଏଲନ୍ ମସ୍କ, ସର୍ବାଧିକ ଟିକସ ଦେଇ କରିବେ ରେକର୍ଡ
ନୂଆଦିଲ୍ଲୀ: ସ୍ପେସ୍ ଏକ୍ସ ଏବଂ ଟେସଲା କମ୍ପାନୀର ପ୍ରତିଷ୍ଠାତା ବିଲିୟନେୟାର ଏଲନ୍ ମସ୍କ ସୋମବାର କହିଛନ୍ତି ଯେ ସେ ଚଳିତ ବର୍ଷ ୧୧ ବିଲିୟନ ଡଲାରରୁ ଅଧିକ (୮୫,୦୦୦ କୋଟି ଟଙ୍କା) ଟିକସ ଦେବେ। ଆମେରିକାର ସିନେଟର…