Browsing Category

ଦେଶ ବିଦେଶ

୨ ଘଣ୍ଟାରେ ଆସିବ ଓମିକ୍ରନ୍ ଟେଷ୍ଟ ରେଜଲ୍ଟ, ICMR ତିଆରି କଲା ସ୍ୱତନ୍ତ୍ର RT-PCR କିଟ୍

ନୂଆଦିଲ୍ଲୀ: ଏଣିକି ଦୁଇ ଘଣ୍ଟାରେ ଜାଣିପାରିବେ ଆପଣ ଓମିକ୍ରନ୍ ସଂକ୍ରମିତ କି ନୁହେଁ । ହଁ ଏହା ସମ୍ପୂର୍ଣ୍ଣ ସତ । ଆସାମର ବୈଜ୍ଞାନିକ ମାନେ ଏକ କିଟ୍ ପ୍ରସ୍ତୁତ କରିଛନ୍ତି ଯାହା ସାହାଯ୍ୟରେ ଆପଣ ମାନେ ସହଜରେ ମାତ୍ର…

୨୪ ଘଣ୍ଟା ଭିତରେ ୧୦ ଥର କରୋନା ଟିକା ଲଗାଇଲେ ଜଣେ ବ୍ୟକ୍ତି, ଆଉ ତା’ପରେ…

ନ୍ୟୁଜିଲ୍ୟାଣ୍ଡ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ବିଶ୍ୱରେ ଚିନ୍ତା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଜଣେ ବ୍ୟକ୍ତି କରୋନା ଟିକାକୁ ନେଇ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ସେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ଥର…

ଆମେରିକାରେ ବାତ୍ୟାର ଭୟଙ୍କର ପରିଣାମ, ବର୍ତ୍ତମାନ ସୁଦ୍ଧା ୮୪ ଜଣଙ୍କର ମୃତ୍ୟୁ

ୱାଶିଂଟନ୍: ଆମେରିକାର କେଣ୍ଟୁକିର ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ଏହି ଭୟଙ୍କର ବାତ୍ୟା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୮୪ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।…

ପିଏମ୍ ମୋଦୀଙ୍କ Twitter ଆକାଉଣ୍ଟ ହ୍ୟାକ୍, Bitcoinକୁ ନେଇ ଏପରି କରାଗଲା ଟ୍ୱିଟ୍

ନୂଆଦିଲ୍ଲୀ: ଭାରତରେ ଏବେ ବି ବିଟକଏନ କିମ୍ପା ଅନ୍ୟ କୌଣସି କ୍ରିପ୍ଟୋକରେନ୍ସିକୁ ସ୍ୱୀକୃତି ଦେଇନାହାନ୍ତି ସରକାର । କିନ୍ତୁ ଏହାରି ମଧ୍ୟରେ ହ୍ୟାକରମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟ…

ସିଡିଏସଙ୍କ ଅସ୍ଥି ବିସର୍ଜନ: ଗଙ୍ଗାର ପଞ୍ଚପ୍ରୟାଗରେ ପିତାମାତାଙ୍କୁ ବିଦାୟ ଦେଲେ ଦୁଇ ଝିଅ

ନୂଆଦିଲ୍ଳୀ: ବାୟୁସେନାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ବିପିନ ରାୱତ ଓ ପତ୍ନୀ ମଧୁଲିକା ରାୱତଙ୍କ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିଛନ୍ତି ଦୁଇ ଝିଅ କ୍ରିତିକା ଓ ତାରିଣୀ । ତାମିଲନାଡୁର କୁନ୍ନୁରରେ…

ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହ, ପିତା କହିଲେ- ପୁଅ ମୋର ଯୋଦ୍ଧା, ଜିତିକି ଆସିବ

ନୂଆଦିଲ୍ଲୀ: ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣା ମାମଲାରେ ଏକ ମାତ୍ର ଜୀବିତ ବ୍ୟକ୍ତି ଗ୍ରୁପ କ୍ୟାପଟେନ୍ ବରୁଣ ସିଂହଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ଜୀବନ ମରଣ ସହ ସଂଘର୍ଷ…

ଫୋନ ହଜିଯାଇଛି କି? ଏମିତି ସୁରକ୍ଷିତ ରଖନ୍ତୁ ନିଜର UPI id

ନୂଆଦିଲ୍ଲୀ: ଆଜିକାଲି ର ନୂତନ ପୀଢ଼ି ପାଇଁ ମୋବାଇଲ ଫୋନ ଏକ ନିହାତି ଆବଶ୍ୟକୀୟ ଜିନିଷ ପାଲଟିଯାଇଛି । ହାତରେ ସ୍ମାର୍ଟ ଫୋନଟେ ନଥିଲେ ଜୀବନ ଅନ୍ଧକାରମୟ ଲାଗିଥାଏ । ଏହା ସହିତ ପୋନରେ ଗୁଗୁଲ ପେ, ଫୋନ ପେ ଓ ପେଟିଏମ…

ନକଲି ମାର୍କସିଟ୍ ଦେଇଥିଲେ: ବିଧାୟକଙ୍କୁ ଗିରଫ କରିନେଲା ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଧାନସଭା ସଦସ୍ୟ ଇନ୍ଦ୍ର ପ୍ରତାପ ଓରଫ ଖବୁ ତିୱାରୀଙ୍କୁ ଏକ ୨୮ ବର୍ଷ ପୁରୁଣା ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ ହୋଇଛି । ଏଥିସହିତ ତାଙ୍କୁ ୮ ହଜାର ଟଙ୍କାର ଜରିମାନା ହୋଇଛି । ପୁନଶ୍ଚ…

ତବଲିଗି ଜମାତ ଉପରେ କଟକଣା ଲଗାଇଲା ସାଉଦି ଆରବ, କହିଲା- ଏହି ସଂଗଠନ ଆତଙ୍କବାଦୀଙ୍କ ପ୍ରବେଶ ଦ୍ଵାର

ନୂଆଦିଲ୍ଲୀ : ସୁନ୍ନି ଇସଲାମି ଅତିବାଦୀ ସଂଗଠନ ତବଲିଗି ଜମାତ ଉପରେ କଟକଣା ଲଗାଇଲା ସାଉଦି ଆରବ। ସରକାର ଏହି ସଂଗଠନକୁ ଆତଙ୍କବାଦୀଙ୍କ ପ୍ରବେଶ ଦ୍ଵାର ବୋଲି କହିଛନ୍ତି। ସାଉଦି ଇସଲାମିକ ମାମଲାର ମନ୍ତ୍ରଣାଳୟ ତବଲିଗି…

BSsupର ଅଧିକାର କ୍ଷେତ୍ର ବୃଦ୍ଧି ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲା ପଞ୍ଜାବ ସରକାର

ନୂଆଦିଲ୍ଲୀ : ସୀମା ସୁରକ୍ଷା ବଳ(ବିଏସଏଫ)ର ଅଧିକାର କ୍ଷେତ୍ର ବୃଦ୍ଧି କରିବା ନେଇ ବିବାଦ ଘନେଇବାରେ ଲାଗିଛି। ମାମଲା ଏବେ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି। ପଞ୍ଜାବ, ପଶ୍ଚିମବଙ୍ଗ ଓ ଆସାମରେ ବିଏସଏଫର ଅଧିକାର…