Browsing Category

ଦେଶ ବିଦେଶ

Civil Service: ସିଲେକ୍ସନ୍ କ୍ଷେତ୍ରରେ କିଏ ଆଗରେ, ପୁଅ ନା ଝିଅ

ନୂଆଦିଲ୍ଲୀ: ସିଭିଲ୍ ସର୍ଭିସରେ ସଫଳତା କ୍ଷେତ୍ରରେ ପୁଅ ଓ ଝିଅଙ୍କୁ ନେଇ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି)ର ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ୨୪-୨୬ ବର୍ଷ ବୟସ୍କଙ୍କ ମଧ୍ୟରେ ୩୧.୩% ପୁଅ ଓ ୩୫.୮% ଝିଅ…

ତାଲିବାନ କଥା ଛାଡ଼ନ୍ତୁ, ଏହି କାରଣ ପାଇଁ ଆଗାମୀ ଦିନରେ ୨୦ କୋଟି ଲୋକ ଦେଶ ଛାଡ଼ିବେ: World Bank Report

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଦେଶର ଅଧିକାଂଶ ଲୋକ ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଉଛନ୍ତି । ବର୍ତ୍ତମାନ ବିଶ୍ୱର ଅଧିକାଂଶ ଦେଶରେ ଆଫଗାନିସ୍ତାନର ନାଗରିକ ଆଶ୍ରୟ ନେଇଛନ୍ତି । ତେବେ ଏହି…

୭୧ ପ୍ରତିଶତ ଶିଶୁଙ୍କଠାରେ ସୃଷ୍ଟି ହୋଇଛି ଆଣ୍ଟିବଡି, କୋଭିଡର ତୃତୀୟ ଲହର ପ୍ରଭାବ ପକାଇ ପାରିବନି: PGIMER ନିର୍ଦ୍ଦେଶକ

ନୂଆଦିଲ୍ଲୀ: ନିକଟରେ ଚଣ୍ଡିଗଡ଼ ସ୍ଥିତ ପୋଷ୍ଟ ଗାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ପିଜିଆଇଏମଇଆର) ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଉକ୍ତ ସର୍ଭେରୁ ସ୍ପଷ୍ଟ ହୋଇଛି ଯେ, ୭୧ ପ୍ରତିଶତ…

କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ନେବାର ଦୁଇରୁ ତିନି ମାସ ପରେ ହ୍ରାସ ପାଉଛି ଆଣ୍ଟିବଡି, ICMR ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କୋଭିଡ୍-୧୯କୁ ହ୍ରାସ କରିବା ନେଇ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୭୫ କୋଟି ଡୋଜ୍ ଲାଗିସାରିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା…

‘ଝିଅ ପଟୁନାହାନ୍ତି, ପ୍ଲିଜ୍ ମୋତେ ପ୍ରେମିକା ଦିଅ’- ବିଧାୟକଙ୍କୁ ଚିଠି ଲେଖି ଦାବି କଲେ ଯୁବକ, ମିଳିଲା ଏପରି ଉତ୍ତର

ଚନ୍ଦ୍ରପୁର: ସାଧାରଣତଃ ଲୋକମାନେ ନିଜର ସମସ୍ୟ ବା ଅଞ୍ଚଳର ସମସ୍ୟା ନେଇ ବିଧାୟକଙ୍କ ପିଖକୁ ଯାଆନ୍ତି । କିନ୍ତୁ ଜଣେ ଯୁବକଙ୍କ ଅଜବ ସମସ୍ୟାକୁ ନେଇ ବିଧାୟକ ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଜଣେ ଯୁବକ ନିଜ ପାଇଁ…

ମେଡିକାଲ ପାଠ୍ୟକ୍ରମ ପାଇଁ ନିଟ୍ ଅନାବଶ୍ୟକ: ବିଲ ଆଣିଲା ଏହି ରାଜ୍ୟ

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ନିଟ ପ୍ରବେଶିକା ପରୀକ୍ଷା ଏଣିକି ବାଧ୍ୟତାମୂଳକ ନୁହେଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଟ ପ୍ରବେଶିକା ବାଧ୍ୟତାମୂଳକ ରଖାଯାଇଥିବା ବେଳେ ଏହା ବିରୋଧରେ ବିଲ…

ନା ଥିଲା ଗର୍ଭଧାରଣ ଲକ୍ଷଣ…ନା ଥିଲା ବେବି ବମ୍ପ, କିନ୍ତୁ ଦୁଇମାସରେ ଜନ୍ମ ହେଲା ଫିଟ୍ ଛୁଆ

ନୂଆଦିଲ୍ଲୀ: ବେଳେବେଳେ ମାନବ ଶରୀର ସହିତ ଜଡିତ ଏଭଳି ଘଟଣା ସାମ୍ନାକୁ ଆସେ, ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଆନ୍ତି । ବ୍ରିଟେନରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳାଙ୍କର…

୭୦ ହଜାର ଟଙ୍କା ଦେଇ ମିନି ବ୍ୟାଗ୍ ଆଣିଲେ, ସାଇଜ୍ ଏତେ ଛୋଟ ଯେ ଟଙ୍କା ବି ଜାଗା ହେଉନି

ନୂଆଦିଲ୍ଲୀ: ଜଣେ ମହିଳା ୭୦ ହଜାର ଟଙ୍କା ଦେଇ ଅନଲାଇନ୍ ରେ ଏକ ମିନି ବ୍ୟାଗ୍ ଅର୍ଡର୍ କରିଥିଲେ । ହେଲେ ଯେତେବେଳେ ଡେଲିଭେରୀ ହେଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବ୍ୟାଗ୍ ଟି ଏତେ ଛୋଟ ଯେ, ସେଥିରେ କିଛି ବି ଆପଣ…

୧୭ ମାସରେ ସୁଜିଲେ ୩ କୋଟି ଟଙ୍କାର କରଜ, ମହିଳା କହିଲେ ଟଙ୍କା ସଞ୍ଚୟର ଉପାୟ

ନୂଆଦିଲ୍ଲୀ: ଆଜିକା ସମୟରେ ଟଙ୍କା ସଞ୍ଚୟ କରିବା ଲୋକ ମାନଙ୍କ ପାଇଁ କାଠିକର ପାଠ ହୋଇଯାଇଛି । ତା ଉପରେ ପୁଣି ଲୋନ୍ ର ଭାର । ଏସବୁ ସୁଜିବା ଖୁବ୍ କଠିନ ହୋଇଯାଉଛି । ହେଲେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଏକ ଦମ୍ପତି…

୧୭୨ ଥର କାମୁଡ଼ିଲା ସାପ, ତଥାପି ଅମର ଏହି ଯୁବକ; ଜାଣନ୍ତୁ କିପରି

ୱାଶିଂଟନ୍: ଆମେରିକାର ଜଣାଶୁଣା ଅନୁସନ୍ଧାନକାରୀ ବିଲ୍ ହାଷ୍ଟ୍ ନିଜର ଅଜବଗଜବ କାମ ପାଇଁ ଦୁନିଆରେ ଖ୍ୟାତି ଅର୍ଜନ କରିଛନ୍ତି । ବିଲ୍ ହାଷ୍ଟ୍ ଗୋଟିଏ ଅନୁସନ୍ଧାନ ପାଇଁ ସାପ ଧରାଳୀ ହୋଇଥିଲେ । କୁହାଯାଉଛି ଯେ, ତାଙ୍କୁ…