Browsing Category
ଦେଶ ବିଦେଶ
କରୋନାକୁ ନେଇ ଚିଡିଆଖାନାରେ ବଢ଼ିଲା ଚିନ୍ତା, ୧୩ ଗରିଲା କୋଭିଡ୍ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ସିଂହମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଗରିଲା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଖବର ମିଳିଛି । ଏହା ଏବେ ଚିନ୍ତାର ବିଷୟ ପାଲଟିଛି । ଜର୍ଜିଆସ୍ଥିତ ଆଟଲାଣ୍ଟା…
ଜିପ୍କୁ ପଛପଟୁ ପିଟିଲା ଟ୍ରକ୍: ୭ ମୃତ, ୫ ଆହତ
ବେଙ୍ଗାଲୁରୁ: ଜିପ୍ କୁ ପଛପଟୁ ଟ୍ରକ୍ ଧକ୍କା ଦେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଚିକ୍କାବାଲାପୁର ଜିଲ୍ଲା ଚିନ୍ତାମଣି ତହସିଲ ଅଧିନ ମେଡିକର କ୍ରସ ନିକଟରେ । ସୂଚନାନୁସାରେ ଏକ…
ଅଜବ ଭକ୍ତ: ୬ ଲକ୍ଷ ଟଙ୍କାରେ କିଣିଲେ ନଡ଼ିଆ
ଲୋକଙ୍କ ଭକ୍ତି ଓ ବିଶ୍ୱାସକୁ ମାପିବା ଅସମ୍ଭବ । ଏହି କ୍ରମରେ କର୍ଣ୍ଣାଟକର ଜଣେ ବ୍ୟକ୍ତି ଏକ ଭାଗ୍ୟଶାଳୀ ନଡ଼ିଆ ପାଇଛନ୍ତି । ବାଗଲକୋଟ ଜିଲ୍ଲାର ଜାମଖଣ୍ଡି ସ୍ଥିତ ଚିକ୍କଲକି ଗ୍ରାମରେ ଅବସ୍ଥିତ ୧୨ଶ ଶତାବ୍ଦୀର…
ଦେଶର ପ୍ରତି ପରିବାର ଉପରେ ଏତିକି ଟଙ୍କାର ଋଣବୋଝ
ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳରେ ପରିବାର ପିଛା ଋଣ ରାଶି ପ୍ରାୟ ୬୦ ହଜାର ଟଙ୍କା ରହିଛି । ଅନ୍ୟପକ୍ଷରେ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପରିବାର ପିଛା ଋଣ ୧ ଲକ୍ଷ ୨୦ ହଜାର ଟଙ୍କା ବୋଲି ଜଣାଯାଇଛି ।…
ଭୁପେନ୍ଦ୍ର ପଟେଲ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭୁପେନ୍ଦ୍ର ପଟେଲ। ବିଜୟ ରୁପାନିଙ୍କ ଇସ୍ତଫାର ଗୋଟିଏ ଦିନ ପରେ ଭୁପେନ୍ଦ୍ରଙ୍କ ନାମ ଘୋସଣା କରିଛି ବିଜେପି। ପେସାରେ ଇଞ୍ଜିନିଅର ଥିବା…
କେବିସି-୧୩ ହଟ୍ ସିଟରେ ନଜର ଆସିବେ ନୀରଜ ଚୋପ୍ରା-ପୀଆର୍ ଶ୍ରୀଧର, ଦେଖନ୍ତୁ ପ୍ରୋମୋ
ମୁମ୍ବାଇ: କୈନ ବନେଗା କରୋଡପତି ୧୩ ତମ ସଂସ୍କରଣରେ ନିକଟରେ ଫାରା ଖାନ୍ ଏବଂ ଦୀପିକା ପାଦୁକୋନ୍ ହଟ୍ ସିଟ୍ ରେ ନଜର ଆସିଥିଲେ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ବିରେନ୍ଦ୍ର…
ଏଠାରେ ଟଫି-ଚକଲେଟ୍ ଦରରେ ମିଳୁଛି ଟାଙ୍କି ଫୁଲ୍ ତେଲ, ପେଟ୍ରୋଲ୍ ଓ ଡିଜେଲ ଏଠି ପୂରା ଶସ୍ତା
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦରକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସହରରେ ଏବେ ତୈଳ ଦର ୧୦୦ ଟପିସାରିଲାଣି । ହେଲେ ଅନ୍ୟପଟେ ଦୁନିଆରେ ପେଟ୍ରୋଲିୟମ୍ ସମ୍ପଦରେ ଭରପୁର ଥିବା ଦେଶ…
ଏବେ ତତେ କିଏ ବଞ୍ଚେଇବ? ଛାତ୍ରୀ ମୁହଁରେ ଜବରଦସ୍ତି କେକ୍ ବୋଳିଲେ ଶିକ୍ଷକ
ବରେଲୀ: ଶିକ୍ଷକଙ୍କୁ ଭଗବାନ ସଦୃଶ ପୂଜା କରାଯାଏ । କିନ୍ତୁ କିଛି ଏମିତି ରହିଛନ୍ତି ଯେଉଁ ମାନେ ଶିକ୍ଷକ ଧର୍ମର ସବୁ ସୀମା ପାର୍ କରିଯାଉଛନ୍ତି । ପିଲା ମାନଙ୍କ ସବୁବେଳେ ଭଲ କଥା ଶିଖାଇବା ବଦଳରେ ସେମାନେ ନିଜେ ବାଟ…
ଗାର୍ଲ୍ସ ହୋଷ୍ଟେଲରେ ବୁର୍କା ପିନ୍ଧିବାର ଫରମାନ ଜାରି, ଛାତ୍ରୀ କହିଲେ- ସରିଆ ଆଇନ ମାନି ପାରିବୁ ନାହିଁ
ଭାଗଲପୁର : ବିହାରର ଭାଗଲପୁର ସ୍ଥିତ ଏକ ଗାର୍ଲ୍ସ ହୋଷ୍ଟେଲରେ ସଂଖ୍ୟାଲଘୁ ସମୁଦାୟର ଛାତ୍ରୀଙ୍କ ପାଇଁ ବୁର୍କା ପିନ୍ଧିବାକୁ ଫରମାନ ଜାରି କରାଯାଇଛି । ଏହାକୁ ନେଇ ହୋଷ୍ଟେଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି।…
ମହିଳାଙ୍କୁ ଦୟା ଦେଖାଉଛି ତାଲିବାନ, ବିଶ୍ୱ ବିଦ୍ୟାଳୟରେ ପଢିବାକୁ ଦେଲା ଅନୁମତି, ହେଲେ ରଖିଲା ଏହି ସବୁ ସର୍ତ୍ତ
ନୂଆଦିଲ୍ଲୀ : ଆଫଗାନିସ୍ତାନରେର ତାଲିବାନ ସରକାରର ଶାସନ ଆରମ୍ଭ ହୋଇ ଯାଇଛି । ହେଲେ କ୍ଷମତା ସମ୍ଭାଳୁ ସମ୍ଭାଳୁ ନିଜର ଅସଲ ରଙ୍ଗା ଦେଖାଇବା ଆରମ୍ଭ କରିଛି ତାଲିବାନ । ଆଜିର ସମୟରେ ଯେଉଁଠି ପ୍ରତିଟି ମଣିଷ ପାଇଁ ପାଠ…