Browsing Category

ଦେଶ ବିଦେଶ

ରାମଦେବ ବାବାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଲେ ଆଇଏମଏ

ନୂଆଦିଲ୍ଲୀ: ଏଲୋପାଥିକ୍ ସଂକ୍ରାନ୍ତରେ ବିବାଦୀୟ ବୟାନ ଦେଇ ଫସିଯାଇଛନ୍ତି ଯୋଗଗୁରୁ ରାମଦେବ ବାବା । ଆଜି ଆଇଏମଏ ପକ୍ଷରୁ ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଆଇଏମଏ ଚିଠି…

ପଶ୍ଚିମବଙ୍ଗରେ କୋଟିଏ ଲୋକ ପ୍ରଭାବିତ, ଭାଙ୍ଗିଛି ୩ ଲକ୍ଷ ଘର: ମମତା

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ୟଶ୍ ଯୋଗୁଁ ପ୍ରାୟ କୋଟିଏ ଲୋକ ପଶ୍ଚିମବଙ୍ଗରେ ପ୍ରଭାବିତ ହୋଇଛନ୍ତି । ସେହିପରି ୩ ଲକ୍ଷ ଘର ଭାଙ୍ଗି ଯାଇଛି ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ଭାଇରାଲ୍ ହେଉଛି ରାମଦେବ ବାବାଙ୍କ ବିବାଦୀୟ ବୟାନ, କହୁଛନ୍ତି, ‘କୋଉ ବାପର ଦମ୍ ନାହିଁ ବାବାଙ୍କୁ ଗିରଫ କରିବ’

ଡେରାଡୁନ: ଯୋଗଗୁରୁ ବାବା ରାମଦେବ ନିକଟରେ ଏଲୋପାଥିକ୍ ମେଡିସିନ୍ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ଯୋଗୁଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ତରଫରୁ ବାବାଙ୍କୁ ମାନହାନୀର ନୋଟିସ୍…

କ୍ୟାଟରପିଲର୍ ଫଙ୍ଗସ୍ ହେଉଛି ଦୁନିଆର ସବୁଠାରୁ ଦାମୀ ଫଙ୍ଗସ୍, ଜାଣନ୍ତୁ ଏ ସର୍ମ୍ପକରେ କିଛି ଅଧିକ

ଓଡିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ ପରେ ଏବେ ବ୍ୟାପୁଛି ଆଉ ଏକ ମହାମାରୀ ବ୍ଲାକ୍ ଫଙ୍ଗସ୍ । ବର୍ତ୍ତମାନ ଏହି ନୁତନ ମହାମାରୀ ଦେଶରେ କୋକୁଆ ଭୟ ସୃଷ୍ଟି କରିଛି । କାରଣ ଏହା କରୋନାରୁ ସୁସ୍ଥ ହେବା ପରେ ଲୋକଙ୍କ…

ଗାଁକୁ ମାଡ଼ି ଆସିଲା ସମୁଦ୍ର ଜଳ, ଧୋଇନେଲା କୁଡ଼ିଆ

ଭୁବନେଶ୍ୱର,ବାଲେଶ୍ୱର(ଓଡ଼ିଶା ଭାସ୍କର): ୟଶ ରଚିଲା ତାଣ୍ଡବ । ୧୫୦ କିମି ବେଗରେ ବୋହିଲା ପବନ । ଭାଙ୍ଗିଦେଲା କେତେ କଚ୍ଚା ଘର। ଗଛ ଡାଳ, ଚାଳ ଆଦି ଉଡ଼ାଇନେଲା । ଖାଲି ସେତିକି ନୁହେଁ ୟଶ ପ୍ରକୋପରେ ଗାଁକୁ ମାଡ଼ି ଆସିଲା…

ଦୁନିଆର ସବୁଠାରୁ ପ୍ରଥମ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପରଲୋକ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ପ୍ରଥମେ କରୋନା ଟିକା ନେଇଥିବା ବ୍ୟକ୍ତି ୱିଲିୟମ୍ ସେକ୍ସପିୟରଙ୍କ ପରଲୋକ ହୋଇଛି । ମଙ୍ଗଳବାର ତାଙ୍କର ୮୧ ବର୍ଷରେ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ କହିବା ମୁତାବକ ସେ ଅନେକ ଗୁଡିଏ…

କରୋନା ପାଇଁ ପରବର୍ତ୍ତୀ ଘୋଷଣା ଯାଏଁ ଜେଇଇ ଆଡଭାନ୍ସ ସ୍ଥଗିତ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ପକ୍ଷରୁ ଜେଇଇ ଆଡଭାନ୍ସ ୨୦୨୧କୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ଘୋଷଣା ଯାଏଁ ଏହି ଏଣ୍ଟ୍ରାନ୍ସ ଏକଜାମ…

ମହିଳାଙ୍କୁ ଗଣଦୁଷ୍କର୍ମ, ଉଲଗ୍ନ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟରେ ଟାଙ୍ଗିଦେଲେ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସାରାଦେଶ ଛଟପଟ ହେଉଥିବାବେଳେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟରେ ଲୋକେ ନୟାନ୍ତ ହୋଇଗଲେଣି। ତେବେ ଏଭଳି ସଂକଟ କାଳରେ ମଧ୍ୟ ଅନେକ ସ୍ଥାନରୁ ବଡ଼ ଅଭାବନୀୟ ଘଟଣା ସମ୍ପର୍କରେ…

ଦେଶରେ ବ୍ଲାକ୍ ଫଙ୍ଗସର ମୋଟ ମାମଲା ୧୧,୭୧୭ ଛୁଇଁଲା

ନୂଆଦିଲ୍ଲୀ : ଦେଶରେ ବ୍ଲାକ୍ ଫଙ୍ଗସ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ବ୍ଲାକ୍ ଫଙ୍ଗସ୍ ର ମୋଟ ମାମଲା ସଂଖ୍ୟା ୧୧ ହଜାର ୭୧୭ ହୋଇଯାଇଛି । ଏହା ଦିନକୁ ଦିନ ଆହୁରି ବଢ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ…

ବାତ୍ୟା କାରଣରୁ ଦୃଶ୍ୟମାନ ହେବନି ସୁପର୍ ବ୍ଲଡ୍ ମୁନ୍, ବାଦଲ ଓ ବର୍ଷାରେ ଢ଼ାଙ୍କି ହୋଇ ରହିବ ଆକାଶ

ନୂଆଦିଲ୍ଲୀ : ମେ ୨୬ ତାରିଖ ଅର୍ଥାତ୍ ଆଜି ସୁପର୍ ବ୍ଲଡ୍ ମୁନ୍ ଆକାଶରେ ଦୃଶ୍ୟମାନ ହେବ । ଆଜି ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳରେଖାରେ ରହିବେ । ତେଣୁ ପୃଥିବବୀର ଲୋକମାନଙ୍କୁ ପୂର୍ଣ୍ଣ ଚନ୍ଦ୍ର ଦୃଶ୍ୟମାନ ହେବ ।…