Browsing Category

ଦେଶ ବିଦେଶ

ଭାରତର ୮୬ଟି ପ୍ରତିଷ୍ଠାନକୁ ପଠାଗଲା ୪୦ ଲକ୍ଷ ବିଦେଶୀ କୋଭିଡ ରିଲିଫ ସାମଗ୍ରୀ

ନୂଆଦିଲ୍ଲୀ,୪ ।୫: କରୋନା ମହାମାରୀର ଦ୍ୱିତୀୟ ଲହର ବଢି ବଢି ଚାଲିଛି । କରୋନା ବିରୋଧରେ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ମିଶି ‘ସମ୍ପୂର୍ଣ୍ଣ ସରକାର’ ନୀତି ସହ ଲଢୁଛନ୍ତି । ଦେଶରେ ଦ୍ରୁତ ଗତିରେ…

ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ N-440K ଅତ୍ୟନ୍ତ ବିପଜ୍ଜନକ, ରହିଛି ୧୦ ଗୁଣ ଅଧିକ ଦ୍ରୁତ ବିସ୍ତାର କରିବାର କ୍ଷମତା

ଭାରତରେ ବ୍ୟାପୁଥିବା କରୋନା ଭାଇରସ ଦୁନିଆରେ ବ୍ୟାପୁଥିବା କରୋନା ଭାଇରସ ତୁଳନାରେ ୧୦ ଗୁଣା ଅଧିକ ଦ୍ରୁତ ଭାବରେ ବ୍ୟାପିବାରେ ଲାଗିଛି ଏବଂ ଏହା ଅଧିକ ଭୟାନକ । ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି…

ସାମସଙ୍ଗର ବଡ ଘୋଷଣା, କରୋନା ସହିତ ଲଢିବା ପାଇଁ ଦେବ ୩୭ କୋଟିର ସହାୟତା

ନୂଆ ଦିଲ୍ଲୀ, ୦୪/୦୫: ଭାରତରେ କରୋନା ଭାଇରସ ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଦେଶରେ ବଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଛି । ଏହି ସମୟରେ ବିଭିନ୍ନ ଟେକ କଂପାନୀମାନେ ସାହଯ୍ୟର ହାତ…

ପିଏମଙ୍କ ଘର ସେଣ୍ଟ୍ରାଲ୍ ଭିଷ୍ଟାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ବଦଳରେ ଲୋକଙ୍କ ଜୀବନ ବଞ୍ଚାଅ: ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ ୪।୫: କରୋନା ସମୟରେ ଅକ୍ସିଜେନ୍ ଏବଂ ଚିକିତ୍ସା ଅଭାବରେ ଏବେ ଅନେକ ମୃତ୍ୟୁବରଣ କରୁଛନ୍ତି । ତେବେ ଏହାକୁ କେନ୍ଦ୍ର କରି କଂଗ୍ରେସ ପୁର୍ବରୁ ହିଁ ମୋଦୀ ସରକାରଙ୍କୁ ଟାର୍ଗେଟ କରି ଆସୁଥିଲା । ତେବେ ପୁଣି ଆଜି…

କରୋନାରେ ୨ ମାସ ଶିଶୁର ମୃତ୍ୟୁ , ହସ୍ପିଟାଲରେ ଛାଡି ପଳାଇଥିଲେ ପିତାମାତା

ଜାମ୍ମୁ ଓ କାଶ୍ମିରୀ ୦୪ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି ।କରୋନା ସଂକ୍ରମଣ ଯୋଗୁ ଦୁଇ ମାସର ଶିଶୁକୁ ଡାକ୍ତରଖାନାରେ ପିତାମାତା ଛାଡି ଚାଲି ଯାଇଥିଲେ।…

ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ ରାଜ୍ୟପାଳଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୦୪ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗି ଥିବା ବେଳେ ପଶ୍ଚିମବଙ୍ଗରେ ହିଂସା ଥମିବାର ନାମ ନେଉନାହିଁ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପଶ୍ଚିମବଙ୍ଗ ନିର୍ବାଚନରେ…

ଅଗଷ୍ଟ ସୁଦ୍ଧା ଭାରତରେ ଏତିକି ସଂଖ୍ୟକ କରୋନା ରୋଗୀଙ୍କ ମୃତ୍ୟୁ ସମ୍ଭାବନା !

ନୂଆଦିଲ୍ଲୀ ୦୪ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୪୯ କରୋନା ସଂକ୍ରମିତ…

ସ୍ଥଗିତ ହେଲା JEE ମେନ୍ ମେ ୨୦୨୧ ସେସନ୍

ନୂଆଦିଲ୍ଲୀ, ୪ା୫ : ସ୍ଥଗିତ ହେଲା JEE ମେନ୍ ୨୦୨୧ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ମାସରେ ହେବାକୁ ଯାଉଥିବା ପରୀକ୍ଷାକୁ ଆଜି ସ୍ଥଗିତ ରଖାଯାଇଛି । JEE ମେନ୍ ପରୀକ୍ଷା ଚଳିତ ମାସ ୨୪, ୨୫, ୨୬ ଏବଂ ୨୮…

ରାଜ୍ୟ ସରକାରଙ୍କ ଘୋଷଣା: ନିୟମିତ ହେବେ ସମସ୍ତ ମେଡିକାଲ ଷ୍ଟାଫ୍

ଚେନ୍ନାଇ, ୪ା୫: ସାରା ଦେଶରେ କରୋନା ମହାମାରୀର ପ୍ରକୋପ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଦୈନିକ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରତ୍ୟେକ ହସ୍ପିଟାଲରେ ମେଡିକାଲ ଷ୍ଟାଫ୍ ଓ ବେଡର ଅଭାବ…

ଅକ୍ସିଜେନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ; କହିଲେ,’ଆପଣ ଆଖି ବନ୍ଦ କରିପାରିବେ ଆମେ ନୁହେଁ’

ନୁଆଦିଲ୍ଲୀ, ୪ା୫ (ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଗୋଟେ ପଟେ ସଂକ୍ରମଣ ବଢ଼ୁଛି ଅନ୍ୟପଟେ ଅକ୍ସିଜେନ୍ ଅଭାବରୁ ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଆଜି ଦିଲ୍ଲୀ…