Browsing Category
ଦେଶ ବିଦେଶ
ଅନ୍ତରୀକ୍ଷରେ ହୋଟେଲ କରିବ ନାସା, କଣ ଲୋକଙ୍କୁ ମିଳିବ ଏଣ୍ଟ୍ରି ?
ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ ବା ନାସା ଅନ୍ତରୀକ୍ଷରେ ଏକ ହୋଟେଲ ଖୋଲିବାକୁ ଯାଉଛି । କିନ୍ତୁ ଦୁଃଖର କଥା କି, ଏହି ହୋଟେଲ ମଣିଷଙ୍କ ପାଇଁ ନୁହେଁ ବରଂ ରୋବୋଟମାନଙ୍କ ପାଇଁ ପ୍ରସ୍ତୁତ…
ସୁଦାନ କାରଖାନା ବିସ୍ଫୋରଣରେ ୧୮ ଭାରତୀୟ ମୃତ
ଖାର୍ତୁମ୍,୪ ।୧୨: ସୁଦାନ ରାଜଧାନୀ ଖାର୍ତୁମର ଚାଇନା ମାଟି କାରଖାନାରେ ଗତକାଲି ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୧୮ ଭାରତୀୟ ପ୍ରାଣ ହରାଇଥିବା ଜଣାପଡିଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି…
ଫ୍ରି ୱାଇ-ଫାଇ ଯୋଜନାର ଘୋଷଣା କଲେ କେଜରିୱାଲ, ପ୍ରତି ମାସରେ ମିଳିବ ୧୫ ଜିବି ଡାଟା ମାଗଣା
ନୂଆଦିଲ୍ଲୀ,୪ ।୧୨: ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବଡ ଘୋଷଣା କରିଛନ୍ତି । ଆଜି ଫ୍ରି ୱାଇ-ଫାଇର ଘୋଷଣା କରିଛନ୍ତି କେଜରିୱାଲ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ବସ୍…
ନାଗରିକତ୍ୱ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ, ୪ା୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ନାଗରିକତ୍ୱ ସଂଶୋଧନ ବିଲକୁ ମଞ୍ଜୁରି ଦିଆଯାଇଛି । ଆଗାମୀ ସପ୍ତାହରେ ସଂସଦରେ ଏହି ବିଲ୍ ଉପସ୍ଥାପିତ ହେବ । ନାଗରିକତ୍ୱ ଆଇନ ୧୯୫୫ରେ ସଂଶୋଧନ ପାଇଁ ବିଲରେ ପ୍ରସ୍ତାବ…
ଆଇଟିବିପିିି ଯବାନଙ୍କ ମଧ୍ୟରେ ସଂଘର୍ଷ, ୬ ମୃତ
ଛତିଶଗଡ,୪ ।୧୨: ଛତିଶଗଡ ନାରାୟଣପୁର ସ୍ଥିତ ଆଇଟିବିପି କ୍ୟାମ୍ପରେ ଯୁବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏହି ଘଟଣାରେ ଭାରତ-ତିଦ୍ଦତୀୟ ସୀମା ପୋଲିସର ୬ କର୍ମଚାରୀ ମୃତ୍ୟୁବରଣ କରିଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି…
ପି.ଚିଦାମ୍ବରମଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୪ା୧୨: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଆଜି ଜାମିନ ମିଳିଥିବା ସୂଚନା ମିଳିଛି । ସୁପ୍ରିମକୋର୍ଟରୁ ଆଇଏନଏକ୍ସ ମିଡ଼ିଆ ସମ୍ପର୍କିତ ଇଡ଼ି ମାମଲାରେ ତାଙ୍କୁ ଜାମିନ…
ରାଜ୍ୟସଭାରେ ଏସପିଜି ସଂଶୋଧନ ବିଲ୍ ପାସ୍
ନୂଆଦିଲ୍ଲୀ,୩ ।୧୨: ଆଜି ରାଜ୍ୟସଭାରେ ସ୍ପେଶାଲ ପ୍ରୋଟେକସନ୍ ଗ୍ରୁପ୍ ବା ଏସପିଜି ସଂଶୋଧନ ବିଲ୍-୨୦୧୯ ପାସ୍ ହୋଇଛି । ଏହି ବିଲ୍ ପୂର୍ବରୁ ଲୋକସଭାରେ ପାସ୍ ହୋଇସାରିଛି । ରାଜ୍ୟସଭାରେ ଏହି ବିଲ ଉପରେ ଚର୍ଚ୍ଚା ହେଉଥିବା…
ଫେଲ୍ ମାରିଲେ ନାସା ଓ ଇସ୍ରୋ: ଚନ୍ଦ୍ରରେ ବିକ୍ରମର ଭଗ୍ନାବଶେଷ ଖୋଜି ପାଇଲେ ଏହି ଭାରତୀୟ
ନୂଆଦିଲ୍ଲୀ,୩ ।୧୨: ଚନ୍ଦ୍ରଯାନ-୨ ମିଶନର ବିକ୍ରମ ଲ୍ୟାଣ୍ଡର ଭଗ୍ନାବଶେଷ ଆଜି ମିଳିଥିବା ବେଳେ ଜଣେ ଭାରତୀୟଙ୍କ ଚର୍ଚ୍ଚା ସାରା ଦୁନିଆରେ ହେଉଛି । ସେ ହେଉଛନ୍ତି ୩୩ ବର୍ଷିୟା ଶନମୁଗା ସୁବ୍ରମଣ୍ୟମ୍ । ସେ ନାସା ଦ୍ୱାରା…
ଚନ୍ଦ୍ରଯାନ-୨,ମିଳିଲା ଲ୍ୟାଣ୍ଡର ବିକ୍ରମର ଭଗ୍ନାବିଶେଷ
ନୂଆଦିଲ୍ଲୀ, ୩ା୧୨: ଆଜି ବିକ୍ରମ ଲ୍ୟାଣ୍ଡରକୁ ନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ ଫଟୋ ଜାରି କରିଛି । ନାସା ପକ୍ଷରୁ ଟ୍ୱିଟର ମାଧ୍ୟମରେ ଫଟୋ ଜାରି କରାଯାଇଛି । ସେ କହିଛି ଚନ୍ଦ୍ର ପୃଷ୍ଠରେ ହିଁ ବିକ୍ରମ…
ସୁରକ୍ଷା ବଳ ଭେଦ କରି ପ୍ରିୟକାଙ୍କ ଘରେ ପଶିଲେ ୫ଜଣ ଲୋକ!
ନୂଆଦିଲ୍ଲୀ, ୨ା୧୨: ପ୍ରିୟଙ୍ଗା ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ସିଆରପିଏଫ ସୁରକ୍ଷା ବଳୟ ଭେଦ କରି ପ୍ରିୟକାଙ୍କ ଘରେ ୫ଜଣ ଲୋକ ଘରେ ପଶିଯାଇଥିବା ସୂଚନା ମିଳିଛି । ତେଣୁ ସୁରକ୍ଷାରେ ତ୍ରୁଟି…