Browsing Category

ଦେଶ ବିଦେଶ

ରାଷ୍ଟ୍ରପତିଙ୍କ ପାଇଁ ଅଟକିଲା ଟ୍ରାଫିକ୍‌ : ମଝି ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ, ହସ୍ପିଟାଲରେ ପହଞ୍ଚି ନ ପାରି ଚାଲିଗଲା ମହିଳାଙ୍କ ଜୀବନ

ଲକ୍ଷ୍ନୌ (ଓଡ଼ିଶ ଭାସ୍କର) : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଜନ୍ମସ୍ଥାନ ଉତ୍ତରପ୍ରଦେଶକୁ ଗସ୍ତ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରୁ…

ସାଜନ ଦିଲ୍ ଜିଣିନେଲେ, ଭାରତ ପାଇଁ ସ୍ୱର୍ଣ୍ଣିମ ରେକର୍ଡ କରି ହାସଲ କଲେ #TokyoOlympic2020 ଟିକେଟ୍

ନୂଆଦିଲ୍ଲୀ: ସବୁରି ଦିଲ୍ ରେ ସାଜନ। ପ୍ରକାଶ କଲେ ନିଜର ଅନନ୍ୟ ଦକ୍ଷତା ଆଉ ପ୍ରଦର୍ଶନ କଲେ ରେକର୍ଡ ସୃଷ୍ଟିକାରୀ ସନ୍ତରଣ। ଦେଶକୁ ଗୌରବର ଗାଥା ଦେଇ ସେ ଯିବେ ଟୋକିଓ ଅଲିମ୍ପିକ୍ସ। ସେ ହେଉଛନ୍ତି କେରଳର ସାଜନ ପ୍ରକାଶ।…

ରାଜନୀତିରୁ ସନ୍ୟାସ ନେବେ ଫଡନବିସ୍!, ଜାଣନ୍ତୁ କଣ ରହିଛି କାରଣ

ନାଗପୁର(ଓଡ଼ିଶା ଭାସ୍କର): ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ନିଜ ପଦରୁ ଇସ୍ତଫା ଦେଇଦେବେ ବୋଲି କହିଛନ୍ତି । ସ୍ଥାନୀୟ ପ୍ରଶାସନରେ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କୁ ସଂରକ୍ଷଣ ନ ମିଳିଲେ ସେ…

ପୁଣିଥରେ ହେବ କୃଷି ଆନ୍ଦୋଳନ, ଜାଣନ୍ତୁ କ’ଣ ରହିଛି ରାକେଶ ଟିକାୟତଙ୍କ ଯୋଜନା

ନୂଆଦିଲ୍ଲୀ: ନୂତନ କୃଷି ନିୟମକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି କୃଷକ । ଆଉ ଆଜି କୃଷକ ଆନ୍ଦୋଳନର ସାତ ମାସ ପୂର୍ତ୍ତୀକୁ ନେଇ ଦେଶସାରା ସଂଯୁକ୍ତ କୃଷକ ମୋର୍ଚ୍ଚା ଦ୍ୱାରା "ଖେତି ବଚାଓ', "ଲୋକତନ୍ତ୍ର ବଚାଓ'…

କୋଭିସିଲ୍ଡ ନେବା ପରେ ୭ ଜଣଙ୍କୁ ଗଲିଆନ୍ ବାର୍ ସିଣ୍ଡ୍ରୋମ୍ : ଜାଣନ୍ତୁ କଣ ଏହି ରୋଗ

ଏର୍ଣ୍ଣାକୁଲମ୍ (ଓଡ଼ିଶା ଭାସ୍କର): କରୋନା ଟିକା କୋଭିସିଲ୍ଡ ନେବା ପରେ କେରଳର ୭ ଜଣଙ୍କ ଠାରେ ସ୍ନାୟବିକ ସମସ୍ୟା ଦେଖା ଦେଇଛି । ଗଲିଆନ୍ ବାର୍ ସିଣ୍ଡ୍ରୋମ୍ (ଜିବିଏସ୍) ନାମକ ଏକ ବିରଳ ରୋଗ ଦ୍ୱାରା ୭ ଜଣ ଆକ୍ରାନ୍ତ…

ଇଡି ହେପାଜତରେ ଅନିଲ ଦେଶମୁଖଙ୍କ ଦୁଇ ସହଯୋଗୀ

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖଙ୍କ ଦୁଇ ସହଯୋଗୀଙ୍କୁ ଜୁଲାଇ ୧ ପର୍ଯ୍ୟନ୍ତ ହେପାଜତକୁ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନୀଲ ଦେଶମୁଖ ଏବଂ ତାଙ୍କର ଦୁଇ ସହଯୋଗୀ କୁନ୍ଦନ ସିନେ୍ଧ ଏବଂ ସଞ୍ଜୀବ…

ପ୍ରଧାନମନ୍ତ୍ରୀଙ୍କ ଭ୍ୟାକ୍ସିନ୍ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ କରୋନା ଟାସ୍କ ଫୋର୍ସ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର…

କୋଭିଡ୍ ମୁକ୍ତ ହେବା ପରେ ଡେଲଟା ପ୍ଲସରେ ସଂକ୍ରମିତ ନେଇ ଆସିଲା ରିପୋର୍ଟ; ପଢନ୍ତୁ ପୁରା ଖବର

ଜୟପୁର(ଓଡ଼ିଶା ଭାସ୍କର) : ରାଜସ୍ଥାନରେ ଦେଖାଦେଇଥିବା ଡେଲଟା ପ୍ଲସ୍ ଭାରିଆଣ୍ଟ ଆକ୍ରାନ୍ତ ମହିଳାଙ୍କୁ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରାଜସ୍ଥାନର ଏହି ୬୫ ବର୍ଷୀୟ ମହିଳା ଜଣଙ୍କ ନିଜର ଟିକାକରଣର ଦୁଇ ଡୋଜ୍…

ଜୁଲାଇ ୫ ଯାଏଁ ଦୁର୍ବଳ ରହିବ ମୌସୁମୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଚାଷ ଓ ଚାଷୀଙ୍କ ପାଇଁ ଦୁଃସମ୍ବାଦ । ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ମୌସୁମୀ ଦୁର୍ବଳ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଜୁନ୍ ୨୧ରେ ମୌସୁମୀ ଆସିଥିବା ବେଳେ ସମଗ୍ର…

ନକଲି ଟିକାକରଣ ପରେ ସାଂସଦଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ଦେଶରେ ଅନେକ ସ୍ଥାନରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । କିନ୍ତୁ ନୂଆ ଡେଲଟା ପ୍ଲସ ଭାରଆଣ୍ଟର ମାମଲା ସାମ୍ନକୁ ଆସିଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଆତଙ୍କ ଖେଳି ଯାଇଛି । ଏଭଳି…