Browsing Category
ଦେଶ ବିଦେଶ
WTC Final IND vs NZ: ବର୍ଷା ଧୋଇନେଲା ପ୍ରଥମ ମ୍ୟାଚ୍
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲ ମ୍ୟାଚ୍ । ଇଂଲଣ୍ଡର ସାଉଥମ୍ପଟନ୍ଠାରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ମ୍ୟାଚ୍ ପୂର୍ବରୁ…
6 ଘଣ୍ଟାରେ ସଂପୂର୍ଣ୍ଣ ଭାଗବତ ପଢ଼ି ଇଣ୍ଡିଆ ବୁକ୍ରେ ସ୍ଥାନ ପାଇଲେ ସୁରଭି
ଜବଲପୁର: କୁହାଯାଏ ଦୃଢ଼ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । ଆଉ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ଜବଲପୁରର ଜଣେ 14 ବର୍ଷର ଝିଅ ସୁରଭି ତୁଲେ । ସୁରଭି ତାଙ୍କ ଇଚ୍ଛାଶକ୍ତି ଏବଂ ପରିଶ୍ରମ ବଳରେ…
ରିଲିଜ୍ ପୂର୍ବରୁ ବିିବାଦରେ ଫିଲ୍ମ ‘ପୃଥ୍ୱୀରାଜ’, କ୍ଷତ୍ରିୟ ମହାସଭା ପକ୍ଷରୁ ହେଲା ଅକ୍ଷୟଙ୍କ କୁଶପୁତ୍ତଳିକା ଦାହ
ମୁମ୍ବାଇ: ଖିଲାଡି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ "ପୃଥ୍ୱୀରାଜ" ରିଲିଜ୍ ପୂର୍ବରୁ ହିଁ ବିବାଦକୁ ଚାଲି ଆସିଛି । ଚଣ୍ଡିଗଡର ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭା ପକ୍ଷରୁ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି । ଦେଶର…
ଏଣିକି ବିନା ଟେଷ୍ଟରେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ କିପରି
ନୂଆଦିଲ୍ଲୀ: କରୋନା ମହାମାରୀ ଓ ଲକଡାଉନ୍ ସମୟରେ ଅନେକ ଲୋକ ନୂଆ ଡ୍ରାଇଭିଂ ଲାଇସେନ୍ସ ପାଇପାରି ନଥିଲେ । ସେଥିପାଇଁ ଅନେକଙ୍କ ମନରେ ଅସନ୍ତୋଷ ରହିଥିଲା । ଅନ୍ୟପକ୍ଷରେ ବାରମ୍ବାର ଆରଟିଓ ଅଫିସକୁ ଯିବା ଓ ସେଠାରେ…
ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍ ; ସବୁ ନମୁନା ସଂକ୍ରମିତ
ନୂଆଦିଲ୍ଲୀ: ପ୍ରତିଦିନ କରୋନା ଭାଇରସ୍ ସମ୍ବନ୍ଧରେ କିଛି କିଛି ନୂତନ ସୂଚନା ମିଳୁଛି । ଏପର୍ଯ୍ୟନ୍ତ ଦେଶର ଅନେକ ସହରରେ ସ୍ୱେରେଜ୍ ଲାଇନ୍ରେ କରୋନା ଭୂତାଣୁ ଜୀବନ୍ତ ଅଛି ବୋଲି ପ୍ରମାଣିତ ହୋଇଛି । ସମ୍ପ୍ରତି…
ମୁମ୍ବାଇରେ ବଢୁଛି ‘ବ୍ଲାକ ଫଙ୍ଗସ’ର ବିପଦ, ସଂକ୍ରମଣ ଫଳରେ ବାହାର କରିବାକୁ ପଡିଲା ୩ ଶିଶୁଙ୍କ ଆଖି
ମୁମ୍ବାଇ : ଦେଶରେ କରୋନା ମହାମାରୀର ସଂକ୍ରମଣ ସଂଖ୍ୟା କମୁଥିଲେ ବି ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢାଇଛି । ମୁମ୍ବାଇରେ ବ୍ଲାକ ଫଙ୍ଗସରୁ ରକ୍ଷା କରିବାକୁ ୩ ଛୋଟପିଲାଙ୍କ ଆଖି ବାହାରକରିବାକୁ ପଡିଛି, ଯେଉଁଥିରେ ଏହି ରୋଗର…
୭ଟି ରାଜ୍ୟରେ ଶତକ ପାର୍ କରିଛି ତୈଳଦର
ମୁମ୍ବାଇ: ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ୁଥିବାରୁ ଖାଉଟି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ଗୋଟେ ପଟେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ତୈଳଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡିଛି ।…
କରୋନା ଲଢେଇ ପାଇଁ ପ୍ରସ୍ତୁତ ହେବେ ୧ ଲକ୍ଷ ଯୋଦ୍ଧା, ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ମହା ଅଭିଯାନ
ନୂଆଦିଲ୍ଲୀ : କୋଭିଡ୍-୧୯ ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି। ମୁକାବିଲାକୁ ଆହୁରି ଜୋରଦାର ପାଇଁ କୋଭିଡ୍-୧୯ର ଆଗ ଧାଡିର ଯୋଦ୍ଧାଙ୍କ ପାଇଁ ପ୍ରଧାନମନ୍ତ୍ରୀ…
ବଦଳିଲା ଭାଗ୍ୟ: ଦିନେ ରାସ୍ତାକଡ଼ରେ ବିକୁଥିଲେ ଅଣ୍ଡା, ଏବେ ବୁଲିବେ ସରକାରୀ ଗାଡ଼ିରେ
ନୂଆଦିଲ୍ଲୀ: ଜଣେ ଅଣ୍ଡା ବିକାଳିଙ୍କ ମୁଣ୍ଡରେ ବିଧାତା ସୁନା କଳସ ଢାଳିଛି । ବିହାରର ଜଣେ ଅଣ୍ଡା ବିକାଳି ରାଜ୍ୟ ପ୍ରଶାସନିକ ଅଧିକାରୀ ହୋଇଛନ୍ତି । ପିତୃମାତୃହୀନ ବିରେନ୍ଦ୍ର କୁମାର ଦାରିଦ୍ର୍ୟର କଷାଘାତକୁ ଖାତିର…
ଏବେ ଆସାମରେ କଂଗ୍ରେସକୁ ବଡ ଝଟକା, ଦଳ ଛାଡିଲେ ବିଧାୟକ କୁରମି, ରାହୁଲଙ୍କ ନେଇ ଦେଲେ ଏମିତି ଟିପ୍ପଣୀ
ନୂଆଦିଲ୍ଲୀ : ପଞ୍ଜାବ, ରାଜସ୍ଥାନ ଓ ମହାରାଷ୍ଟ୍ର ପରେ ଏବେ କଂଗ୍ରେସ ଭିତରେ ଜାରି ଅନ୍ତଃକନ୍ଦଳ ଆସାମ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଦଳରେ ସଙ୍କଟ ଥମିବାର ନାଁ ଧରୁନାହିଁ। ଗୋଟିଏ ରାଜ୍ୟର ବିବାଦ ନତୁଟୁଣ ଅନ୍ୟ…