
Browsing Category
ଦେଶ ବିଦେଶ
ଆଷ୍ଟ୍ରାଜେନିକା ଡୋଜ୍ ନେବାପରେ ଫାଇଜର କେତେ ପ୍ରଭାବଶାଳୀ
ନୂଆଦିଲ୍ଲୀ : କୋଭିଡ୍ ଭୁତାଣୁ ବର୍ତ୍ତମାନ ସାରା ବିଶ୍ୱ ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥିବା ବେଳେ ଏବେ ତାର ମୁକାବିଲା ପାଇଁ ଭ୍ୟାକସିନ୍ ପ୍ରସ୍ତୁତ ହୋଇଯାଇଛି । ପ୍ରାୟତଃ ସମଗ୍ର ଦେଶରେ ଭ୍ୟାକସିନ୍କୁ ତ୍ୱରାନ୍ୱିତ…
‘ଲିଭ୍-ଇନ୍ ରିଲେସନସିପ୍ ହେଉଛି ନୈତିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ଅସ୍ୱୀକାର୍ଯ୍ୟ’
ଚଣ୍ଡୀଗଡ : ବର୍ତ୍ତମାନ ସମୟରେ ଅନେକ ପ୍ରେମୀଯୁଗଳ ଅଛନ୍ତି ଯେଉଁମାନେ ପ୍ରାୟତଃ ଲିଭ୍-ଇନ୍ ରିଲେସନସିପ୍ ରେ ରହୁଛନ୍ତି । କିଛି ଜଣ ସେମାନଙ୍କ ପରିବାରର ସମ୍ମତି କ୍ରମେ ରହୁଛନ୍ତି, ତ ଆଉ କିଛି ପରିବାର ବିରୁଦ୍ଧରେ ଯାଇ…
ସୁଯୋଗ ପାଇଲେ ମୁଖ୍ୟମନ୍ତ୍ରୀଙ୍କ ଜ୍ୱାଇଁ, ବିଦା ହେଲେ ସବୁ ପୁରୁଣା ମନ୍ତ୍ରୀ
ତିରୁଭନ୍ତପୁରମ୍: ପୂରା ବଦଳିଛି କେରଳ କ୍ୟାବିନେଟ୍ । ଦୃଶ୍ୟପଟ୍ଟରେ ରହିଛନ୍ତି ସବୁ ନୂଆଁ ମୁହଁ । ଆଉ ବିଦା ହୋଇଛନ୍ତି ସମସ୍ତ ପୁରୁଣା ମନ୍ତ୍ରୀ । ଏପରିକି ସମାଜ ସେବା କ୍ଷେତ୍ରରେ ରାଜ୍ୟ ସମେତ ଦେଶରେ ଚର୍ଚ୍ଚାରେ…
ପୋଲିସ ଉପସ୍ଥିତିରେ ପେଟ୍ରୋଲ୍ ଏବଂ ଟାୟାର୍ ଜାଳି କରୁଥିଲେ ଶବ ସତ୍କାର, ଭିଡିଓ ଭାଇରାଲ୍ ପରେ ଆକ୍ସନ ମୋଡକୁ ଆସିଲା ପ୍ରଶାସନ
ବାଲ୍ଲିଆ : ଗଙ୍ଗାନଦୀରେ ଏକାଧିକ ଶବ ଭାସିବା ଘଟଣା ସାମନାକୁ ଆସିବା ପରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଚିନ୍ତା ପ୍ରକଟ କରିଛନ୍ତି । ତେଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଘାଟରେ ପୋଲିସ୍ ଅଧିକାରୀ ମାନଙ୍କୁ…
ଗୋ ମୂତ୍ର ସମ୍ପର୍କରେ ବିବାଦୀୟ ପୋଷ୍ଟ; ଫସିଲେ ସାମ୍ବାଦିକ
ଇମ୍ଫାଲ୍: ଗୋ ମୂତ୍ର ସମ୍ପର୍କରେ ବିବାଦୀୟ ମତ ଦେଇ ସୋଶାଲ୍ ମିଡିଆରେ ପୋଷ୍ଟ କରିବା ଜଣେ ସାମ୍ବାଦିକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ସମ୍ପୃକ୍ତ ସାମ୍ବାଦିକଙ୍କ ସମେତ ଜଣେ ସାମାଜିକ କର୍ମୀ ମଧ୍ୟ ଗିରଫ ହୋଇଛନ୍ତି ।…
ମୁମ୍ବାଇରେ ତଉକ୍ତେର ତାଣ୍ଡବ: ମହିଳାଙ୍କ ଉପରେ ପଡିଗଲା ଗଛ, ଆଉ ତାପରେ……
ମୁମ୍ବାଇ : ବାତ୍ୟା ତଉକ୍ତେ ପ୍ରଭାବରେ ମହାରାଷ୍ଟ୍ର ଏବଂ ଗୁଜୁରାଟରେ ବର୍ଷା ଜାରି ରହିଛି । ଏହି ଦୁଇ ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ୬ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିସହିତ କିଛି ସ୍ଥାନରେ ଭୀଷଣ ବର୍ଷା କାରଣରୁ ଲୋକେ…
ତୃତୀୟ ଲହର ପୂର୍ବରୁ ହୋଇଯାଆନ୍ତୁ ସାବଧାନ! ଆପଣଙ୍କ ଛୁଆ କରୋନାରେ ଆକ୍ରାନ୍ତ ହୋଇଛି କି ନା ଜାଣିବେ କିପରି?
ନୂଆଦିଲ୍ଲୀ, ୧୮ା୫: ଦିନକୁ ଦିନ ଦେଶରେ କରୋନାର ଦ୍ୱିତୀୟ ଲହର ଘାତକ ହେବାରେ ଲାଗିଛି । ତେବେ ତୃତୀୟ ଲହର ଆସିବା ପୂର୍ବରୁ ଅନେକ ଶିଶୁ ଏଥିରେ ସଂକ୍ରମିତ ହେଉଥିବାର ଦେଖାଗଲାଣି । କର୍ଣ୍ଣାଟକରେ ଏହା ବହୁମାତ୍ରାରେ କାୟା…
ଶ୍ମଶାନରେ ୧୦ ଦିନରେ ୭୮୯ ଶବସତ୍କାର, ମୁଖ୍ୟ ସଚିବ କହିଲେ- କରୋନାରେ ମରିଛନ୍ତି ମାତ୍ର ୬ ଜଣ
ବକ୍ସର ୧୮ ।୦୫: ବିହାରର ବକ୍ସରରେ ଗଙ୍ଗା ନଦୀରେ ମିଳିଥିବା ମୃତଦେହକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି । ରାଜ୍ୟରେ ବଢୁଥିବା କରୋନା ମାମଲା ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ନେଇ ହାଇକୋର୍ଟ ଲଗାତାର ସମୀକ୍ଷା…
ପିଏମ୍ କେୟାର ଫଣ୍ଡରୁ ମିଳୁଛି ଖରାପ ଭେଣ୍ଟିଲେଟର୍!
ମୁମ୍ବାଇ : କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ମହାରାଷ୍ଟ୍ରରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ କୋଭିଡ୍ ବେଡ୍ ଏବଂ ଭେଣ୍ଟିଲେଟର୍ ର ଘୋର ଅଭାବ ଦେଖା ଦେଇଛି । ଏହା ଭିତରେ ରାଜ୍ୟ…
ଆସନ୍ତା ଜୁନରେ ମିଳିବ ସ୍ଫୁଟନିକ୍-ଭି ଭ୍ୟାକ୍ସିନ୍: ଡୋଜ୍ ପିଛା ୧୨୫୦ ଟଙ୍କା
ହାଇଦ୍ରାବାଦ, ୧୮ା୫: ଦେଶରେ କୋ-ୱିନ୍ ପୋର୍ଟାଲ ମାଧ୍ୟମରେ ଚାଲିଥିବା କୋଭିଡ୍-୧୯ ଟିକାକରଣରେ ରୁଷିଆ ନିର୍ମିତ ଭ୍ୟାକ୍ସିନ ‘ସ୍ଫୁଟନିକ୍-ଭି’କୁ ସାମିଲ କରାଯିବ । ରୁଷିଆର କୋଭିଡ-୧୯ ଟିକା ପାଇଁ ଆପୋଲୋ ହସ୍ପିଟାଲ ସହିତ…