
Browsing Category
ଦେଶ ବିଦେଶ
ସେପ୍ଟମ୍ବର ୧ରୁ ବଦଳିଯିବ ଏହି ସବୁ ନିୟମ, ଖବର ପଢ଼ି ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: କାଲିଠାରୁ ଆରମ୍ଭ ହେବ ସେପ୍ଟେମ୍ବର ମାସ । ଯେଉଁଥିରେ ବଡ଼ ବଡ଼ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ସିଧା ସାଧାରଣ ଲୋକର ପକେଟ ଉପରେ ପଡ଼ିବ ।
ପ୍ରତିଥର ଭଳି ସେପ୍ଟେମ୍ବରରେ ସରକାରୀ…
୧୫ ଦିନ ବନ୍ଦ ରହିବ Bank, ଜାଣନ୍ତୁ ସେପ୍ଟେମ୍ବର ମାସର ବ୍ୟାଙ୍କ ଛୁଟି ତାଲିକା
ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ପାଇଁ RBI ର ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ଏହି ମାସରେ ସାରା ଦେଶରେ ବ୍ୟାଙ୍କଗୁଡ଼ିକ 15 ଦିନ ପାଇଁ ବନ୍ଦ ରହିବ।
ଅସୁବିଧା ଏଡାଇବା ପାଇଁ ଗ୍ରାହକମାନଙ୍କୁ ବ୍ୟାଙ୍କକୁ ଯିବା…
Alex Hales ଟି-୨୦ କ୍ରିକେଟରେ କଲେ ବଡ଼ ରେକର୍ଡ, ଏହି କ୍ଲବରେ ହେଲେ ସାମିଲ
ନୂଆଦିଲ୍ଲୀ: ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଆଲେକ୍ସ ହେଲ୍ସ ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ଏହି ଫର୍ମାଟରେ ୧୪୦୦୦ ରନ ସ୍କୋର କରିବାରେ ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।
ତାଙ୍କ ପୂର୍ବରୁ କେବଳ…
ଚୀନ- ଭାରତ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ, ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଉଭୟ ଦେଶ ସଂକଳ୍ପବଦ୍ଧ
ସାଂଘାଇ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି । ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ଏହି ବୈଠକକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।
ମୋଦୀ ଓ ଜିନପିଙ୍ଗ ପାଖାପାଖି ୪୦ ମିନିଟ…
ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବଡ଼ ଦାବି, ଖୁବଶୀଘ୍ର ଦୁନିଆର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ଭାରତ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଶନିବାର ଦିନ ଏକ ବଡ଼ ବିବୃତ୍ତି ଜାରି କରିଛନ୍ତି କହିଛନ୍ତି। ସେ କହିଛନ୍ତି ଯେ, ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ।…
‘ପରମ ସୁନ୍ଦରୀ’ ବକ୍ସ ଅଫିସରେ କରୁଛି ଧମାଲ, ଦ୍ୱିତୀୟ ଦିନରେ ରୋଜଗାର କଲା ଏତିକି ଟଙ୍କା
ନୂଆଦିଲ୍ଲୀ: ଜାନଭୀ କପୁର ଏବଂ ସିଦ୍ଧାର୍ଥ ମଲହୋତ୍ରା ବର୍ତ୍ତମାନ ପରଦାରେ ରାଜ କରୁଛନ୍ତି। ସେମାନଙ୍କର ଫିଲ୍ମ ପରମ ସୁନ୍ଦରୀ ଥିଏଟରରେ ଚାଲିଛି। ଫିଲ୍ମଟି ୨୯ ଅଗଷ୍ଟରେ ମୁକ୍ତିଲାଭ କରିଥିଲା।
ଫିଲ୍ମଟି ତୁଷାର…
(video) ରାସ୍ତାରେ ମର୍ଡନ ଶିବଙ୍କ Rampwalk! ଦେହରେ ନାହିଁ କପଡ଼ା, କିନ୍ତୁ ଗଳାରେ ଲମ୍ବିଛି ୫ ଫୁଟିଆ ନାଗରାଜ୍
ଓଡ଼ିଶା ଭାସ୍କର: ସାପକୁ ଦେଖିଲେ ଲୋକ ଡରୁଥିବାବେଳେ କିଛି ଲୋକ ସାପକୁ ନିଜ ସାଥୀ କରିଦିଅନ୍ତି । ଏମିତି କିଛି ବିଚିତ୍ର ଘଟଣା ଦେଖିବାକୁ ମିଳୁଛି ଏବେ ସୋସିଆଲ ମିଡିଆରେ ।
ଏକ୍ସରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ…
କ’ଣ ଚାଳିଛି ମୋଦିଙ୍କ ମୁଣ୍ଡରେ? ୟୁକ୍ରେନକୁ ଭାରତର ପୂର୍ଣ୍ଣ ସମର୍ଥନ, ଚୀନରେ ବସି ଜେଲେନସ୍କିଙ୍କ ସହ କଥା ହେଲେ PM Modi
ସାଂଘାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ସେ ୟୁକ୍ରେନ-ରୁଷିଆ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସମସ୍ତ ସମ୍ଭାବ୍ୟ…
ଏହି ବ୍ୟାଙ୍କରେ FD କରନ୍ତୁ ୧,୦୦,୦୦୦ଟଙ୍କା, ଗୋଟେ ବର୍ଷରେ ସୁଧ ୧୪,୩୨୫ ଟଙ୍କା
ନୂଆଦିଲ୍ଲୀ: ଏହି ବର୍ଷ, ରେପୋ ହାରରେ 1.00 ପ୍ରତିଶତ ହ୍ରାସ ଯୋଗୁଁ, ଗୋଟିଏ ପଟେ ଋଣ ଶସ୍ତା ହୋଇଥିଲା। ଅନ୍ୟପଟେ FD ର ସୁଧ ହାର ମଧ୍ୟ ହ୍ରାସ ପାଇଥିଲା। ତଥାପି, ସାର୍ବଜନୀନ କ୍ଷେତ୍ରର କାନାରା ବ୍ୟାଙ୍କ ଏବେ ବି ତାର…
ସାଂସଦମାନଙ୍କ ଭତ୍ତାକୁ ନେଇ ରାଗିଗଲେ ଲୋକେ, ସଂସଦରେ ଲଗାଇଲେ ନିଆଁ, ୩ ମୃତ
ଜାକର୍ତ୍ତା: ସଂସଦ ଭବନରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଲୋକ। ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି।
ଇଣ୍ଡୋନେସିଆରେ ସାଂସଦମାନଙ୍କୁ ଦିଆଯାଉଥିବା ବିପୁଳ ଭତ୍ତା ଉପରେ ଜନସାଧାରଣଙ୍କ କ୍ରୋଧ ରାସ୍ତା…