Browsing Category
ଦେଶ ବିଦେଶ
କାର୍କୁ ପିଟିଲା ବସ୍, ଗୋଟିଏ ପରିବାରର ଚାଲିଗଲା ୫ ଜୀବନ
ନୂଆଦିଲ୍ଲୀ: ଦେଶରେ ବଢୁଛି ଦୁର୍ଘଟଣା ମାମଲା। ଏଭଳି ଏକ ଦୁର୍ଘଟଣା କବର ରାଜସ୍ଥାନରୁ ସାମ୍ନାକୁ ଆସିଛି। କରୌଲୀ ଜିଲ୍ଲାରେ ମଙ୍ଗଳବାର ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ୫ଜଣ…
Homosexuality ପାଇଁ ରାଜି ନ ହେଲେ ପଥରରେ ଛେଚି ମାରିଦେଉଥିଲା ସାଇକୋ କିଲର, ୧୮ ମାସରେ ୧୧ ଜଣଙ୍କୁ କରିଛି ହତ୍ୟା
ପଟିଆଲା: ପଞ୍ଜାବ ରୋପର ପୋଲିସ ଜଣେ ୩୨ବର୍ଷୀୟ ବ୍ୟକ୍ତିଙ୍କୁ ୧୧ ଜଣଙ୍କୁ ହତ୍ୟା କରିବା ମାମଲାରେ ଗିରଫ କରିଛି । ମାତ୍ର ୧୮ ମାସ ଭିତରେ ଏହି ହତ୍ୟାକାଣ୍ଡ କରାଯାଇଥିବା ପୋଲିସ କହିଛି । ଗିରଫ ଯୁବକ ହେଲେ ହୋସିଆରପୁର…
ଓଜନ ହ୍ରାସ ଔଷଧକୁ ମିଳିଲା ମଞ୍ଜୁରୀ, ନୀଦରେ ନିଶ୍ୱାସ ଅଟକିଯିବା ସମସ୍ୟାକୁ ମଧ୍ୟ କରିବ ଦୂର, ଖୁବଶୀଘ୍ର ଭାରତରେ ହେବ ଲଞ୍ଚ
ନୂଆଦିଲ୍ଲୀ: ଯେଉଁମାନେ ଓଏସଏ (ଅବଷ୍ଟ୍ରକ୍ଟିଭ୍ ସ୍ଲିପ ଆପନିଆ) ରୋଗରେ ପୀଡିତ, ସେମାନଙ୍କ ପାଇଁ ଖୁସି ଖବର। ଏହି ଖୁସି ଖବର ଆମେରିକା ପ୍ରଦାନ କରିଛି। ଏହି ଔଷଧରେ ନୀଦରେ ଅଚାନକ ନିଶ୍ୱାସ ଅଟକିଯିବା ରୋଗର ଚିକିତ୍ସା…
ଆଫଗାନିସ୍ତାନର ୭ ଗାଁକୁ ଧ୍ୱସ୍ତ କଲା ପାକିସ୍ତାନ, ପାଲଟା ଜବାବ୍ ଦେବାକୁ ତାଲିବାନର ଧମକ
କାବୁଲ୍: ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରିଛି ପାକିସ୍ତାନ । ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏୟାରଷ୍ଟ୍ରାଇକ୍ ନେଇ ପାକିସ୍ତାନ କୌଣସି ବିବୃତି ରଖି ନ ଥିବାବେଳେ ଆଫଗାନିସ୍ତାନ ମିଡିଆ ଖାମା ପ୍ରେସ ପକ୍ଷରୁ…
ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ଉପହାର, କେନ୍ ବେତୱା ନଦୀ ସଂଯୋଗ ପ୍ରକଳ୍ପର କରିବେ ଶିଳାନ୍ୟାସ
ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତ କରିବେ । ସେଠାରେ ସେ କେନ୍ ବେତୱା ନଦୀ ସଂଯୋଗ ପ୍ରକଳ୍ପର…
ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଟ୍ରେନ୍, କିନ୍ତୁ ଦେହରେ ଗୋଟିଏ ବି ଖଣ୍ଡିଆ ହେଲାନାହିଁ… ଦେଖନ୍ତୁ ଏ ଲୋମଟାଙ୍କୁରା Video
ଥିରୁଭାନନ୍ତପୁରମ: କେରଳର କନ୍ନୁର ଜିଲ୍ଲାରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣମାନେ ବିଶ୍ୱାସ କରିପାରିବେ ନାହିଁ । ଭିଡିଓରେ ଜଣେ ବ୍ୟକ୍ତି ଟ୍ରେନ୍ ତଳେ ଶୋଇଥିଲେ । ଟ୍ରେନ୍ ତାଙ୍କ ଉପର ଦେଇ…
ଫାଇଲ ଖୋଜୁ ଖୋଜୁ କୋର୍ଟ ରୁମରୁ ବାହାରିଲା ସାପ, ଜଜ ସ୍ଥଗିତ ରଖିଲେ ଶୁଣାଣି
ମୁମ୍ବାଇ: ମଙ୍ଗଳବାର ମୁମ୍ବାଇର ମୁଲୁଣ୍ଡରେ ଥିବା ମାଜିଷ୍ଟ୍ରେଟ କୋର୍ଟର ଏକ କୋଠରୀରେ ସାପ ବାହାରିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି କାରଣରୁ ପ୍ରାୟ ଏକ ଘଣ୍ଟା ଧରି କୋର୍ଟ କାର୍ଯ୍ୟ ବ୍ୟାହତ ହୋଇଛି। ଅପରାହ୍ନରେ…
ଖ୍ରୀଷ୍ଟମାସରେ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ରେଟ୍ କେତେ
ନୂଆଦିଲ୍ଲୀ: ବଡ଼ଦିନ ଅର୍ଥାତ ଖ୍ରୀଷ୍ଟମାସ ପୂର୍ବରୁ ମଙ୍ଗଳବାର ଦିନ ସୁନା ଆହୁରି ଶସ୍ତା ହୋଇଯାଇଛି। ଜାତୀୟ ରାଜଧାନୀରେ ସୁନାର ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୭୮ ହଜାର ୬୦୦ ଟଙ୍କାରେ ପହଞ୍ଚିଛି। ଗତ…
ଗର୍ଭବତୀ ହେଲେ ସାର୍ ବିଭାଗ ଦେଲା Maternity Leave … ସ୍ଥାନୀୟ ଅଞ୍ଚଳରେ ହାଲା
ପାଟନା: ଦିନ ପ୍ରତିଦିନ ଅଜବ ଗଜବ ଘଟଣା ସବୁ ଘଟିବାରେ ଲାଗିଛି । ବତ୍ତମାନ ବିହାର ବୈଶାଳୀ ଜିଲ୍ଲାର ହାଜିପୁରରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ହାଜିପୁରରେ ଥିବା ଏବ ସ୍କୁଲ ଶିକ୍ଷକ ପ୍ରେଗନେଣ୍ଟ…
ରିପୋର୍ଟରୁ ଖୁଲାସା, ଏହି ସହରରେ ସବୁଠୁ ଅଧିକ ବୁକିଂ ହୋଇଛି OYO, ଧାର୍ମିକ ସହରର ମଧ୍ୟ ରହିଛି ନାମ
ନୂଆଦିଲ୍ଲୀ: ୨୦୨୪ ବର୍ଷ ବର୍ତ୍ତମାନ ଆଉ ସପ୍ତାହେ ରହିଲା। ଏହି ବର୍ଷ ଲୋକେ ବହୁଳ ମାତ୍ରାରେ ଯାତ୍ରା କରିଛନ୍ତି। OYO ପକ୍ଷରୁ ମଙ୍ଗଳବାର ଜାରି କରାଯାଇଥିବା ରିପୋର୍ଟ ବର୍ଷକ ମଧ୍ୟରେ ଅଧିକ OYO ବୁକିଂ କରୁଥିବା…