Browsing Category
ୟୁକ୍ରେନ-ରୁଷିଆ ଯୁଦ୍ଧ
ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭିନ୍ନ ଦୃଶ୍ୟ: ବନ୍ଧୁକ ଧରି ଶତ୍ରୁକୁ ଧମକାଇଲେ ନାବାଳକ (See Video)
ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ଋଷର ଆକ୍ରମଣରେ ଥରୁଛି ୟୁକ୍ରେନ୍ । ୟୁକ୍ରେନର ସୈନିକଙ୍କ ସହ ଅନେକ ସାଧାରଣ ଲୋକ ମଧ୍ୟ ପ୍ରାଣ ହରାଉଛନ୍ତି । ଆଉ ଏହି ଯୁଦ୍ଧ ବିଭୀଷିକା ମଧ୍ୟରେ ଲକ୍ଷ ଲକ୍ଷ ୟୁକ୍ରେନ ନାଗରିକ…
ନାଟୋ ବିରୁଦ୍ଧରେ ଋଷର ପଦକ୍ଷେପ: କଡା ଜବାବ ଦେବାକୁ ଅଣ୍ଟା ଭିଡୁଛନ୍ତି ରାଷ୍ଟ୍ରପତି ପୁତିନ
ନୂଆଦିଲ୍ଲୀ: ଋଷ-ୟୁକେନ ଯୁଦ୍ଧ ଭିତରେ ନାଟୋକୁ ମିଳିଛି କଡା ଟିପ୍ପଣୀ । ନାଟୋକୁ କଡା ଜବାବ ଦେବା ପାଇଁ ଋଷ ଏବେ ଚେତାବନୀ ଦେଇଛି । ନାଟୋ ବିରୁଦ୍ଧରେ ଅଣ୍ଟା ଭିଡିଛି ଋଷର ସୈନ୍ୟବାହିନୀ । ୟୁକ୍ରେନ ଯୁଦ୍ଧର ଘଡିସନ୍ଧି…
ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ: ଋଷ ବିମାନକୁ କବଜା କଲା ବ୍ରିଟେନ
ନୂଆଦିଲ୍ଳୀ: ଋଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏବେ ଉଭୟଙ୍କ କଳି ମଝିରେ ପଶିଛି ପଡୋଶୀ ରାଷ୍ଟ୍ର ବ୍ରିଟେନ । ଋଷର ଏକ ବିମାନକୁ ବ୍ରିଟେନ କବଜା କରିଥିବା ଜଣାଯାଇଛି । ତେବେ ଏହାର ପ୍ରଭାବ ଏହି…
ସୁମୀରେ ଫସିଥିବା ଭାରତୀୟଙ୍କୁ କରାଗଲା ଉଦ୍ଧାର: ହୋଇଛି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା
୧୪ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଲଗାତାର ଭାବରେ ୟୁକ୍ରେନ ଉପରେ ଋଷ କରିଚାଲିଛି ଆକ୍ରମଣ । ସେପଟେ ଋଷରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛନ୍ତି ଭାରତ ସରକାର । ଅପରେସନ ଗଙ୍ଗା…
ଦୁଇଦେଶ ଯୁଦ୍ଧରେ ମାତିଲେ, ଫଳ ଭୋଗିବେ ସମଗ୍ର ବିଶ୍ୱବାସୀ: ଭାରତରେ ମାସକ ମଧ୍ୟରେ ୧୫୦ ଟପିପାରେ ପେଟ୍ରୋଲ ଲିଟର
ନୂଆଦିଲ୍ଲୀ: ଆଜି ରୁଷିଆ-ୟୁକ୍ରେନ ଯୁଦ୍ଧ ୧୪ ଦିନରେ ପହଞ୍ଚିଥିବା ବେଳେ ଏନେଇ ଏକ ଆଶ୍ୱସ୍ତିକରଣ ଖବର ଆସିଛି । ଏହି ଯୁଦ୍ଧର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଛି ସମଗ୍ର ବିଶ୍ୱବାସୀଙ୍କୁ । ଏହା ମଧ୍ୟରେ ବିଭିନ୍ନ…
ରୁଷ ଆଗରେ ମୁଣ୍ଡ ନୁଆଁଇଲା ୟୁକ୍ରେନ ? ନାଟୋ ଉପରେ ବଡ ବୟାନ ଦେଲେ ରାଷ୍ଟ୍ରପତି ଜେଲେନସ୍କି
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପଛର ବଡ କାରଣ ୟୁକ୍ରେନ ସୈନ୍ୟ ସଂଗଠନ ନାଟୋରେ ସାମିଲ୍ ହେବାକୁ ଚାହୁଁଥିଲା। କିନ୍ତୁ ବର୍ତ୍ତମାନ ୟୁକ୍ରେନର ଏହି ଇଚ୍ଛା ମରି ମରି ଯାଉଛି। ଏହା ମଧ୍ୟରେ ୟୁକ୍ରେନର…
ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ଛାତ୍ରୀ: ୟୁକ୍ରେନରୁ ବାହାରିବାକୁ ନେଇ କହିଲେ ଏପରି(Video)
ନୂଆଦିଲ୍ଲୀ: ଗତ ୧୪ ଦିନ ହେବ ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିରହିଛି । ୧୪ ଦିନ ପରେ ବି ୟୁକ୍ରେନ ଉପାରେ ରୁଷର ଆକ୍ରମଣ କମ୍ ହୋଇନି । ରାଜଧାନୀ କିଭ ସମେତ ଅନେକ ସହର ଧ୍ୱଂସ ହେବାରେ ଲାଗିଛି । ଯୁକ୍ରେନ…
ୟୁକ୍ରେନର ୫ ସହରରେ ଆଜି ସାମୟିକ ଯୁଦ୍ଧବିରତି ଘୋଷଣା
କିଭ: ଗତ ୧୪ ଦିନ ଧରି ୟୁକ୍ରେନ ଓ ରୁଷ ମଧ୍ୟରେ ଅହରହ ଯୁଦ୍ଧ ଲାଗି ରହିଛି । ଏହାରି ମଧ୍ୟରେ ଆଜି ୟୁକ୍ରେନର ୫ ସହରରେ ସାମୟିତ ଯୁଦ୍ଧବିରତି ଘୋଷଣା କରିଛି ରୁଷ । ୟୁକ୍ରେନର ୫ଟି ସହର ଯଥା- ଚେରନିଭ, ସୁମି, ଖାରକିଭ,…
ଋଷ ଅର୍ଥବ୍ୟବସ୍ଥାକୁ ପୁଣି ଝଟକା! ଋଷରୁ ତେଲ ଓ ଗ୍ୟାସ ଆମଦାନୀ କରିବନି ଆମେରିକା
ଯୁଦ୍ଧ ସଙ୍କଟ ମଧ୍ୟରେ ଋଷ ଉପରେ ପୁଣି ଥରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଋଷରୁ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଏନେଇ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ।…
ଯବାନଙ୍କ ପ୍ରେମ ନିବେଦନ: ଯୁଦ୍ଧ କ୍ଷେତ୍ରରେ ପ୍ରେମିକାଙ୍କୁ ଏମିତି କଲେ ପ୍ରପୋଜ (See Video)
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ବଢ଼ିବାରେ ଲାଗିଛି । ୟୁକ୍ରେନର କିଭ ଖାରକିଭ ଭଳି ସହରକୁ ଧ୍ୱଂସ କରିବାରେ ଲାଗିଛି ଋଷ । ଯୁଦ୍ଧ ଭୟରେ ଅନେକ ନାଗରିକ ଦେଶ ଛାଡ଼ି ପଡ଼ୋଶୀ ଦେଶରେ ଶରଣ ନେଉଛନ୍ତି । ୧୩ ଦିନରେ ପହଞ୍ଚିଛି…