Browsing Category
ୟୁକ୍ରେନ-ରୁଷିଆ ଯୁଦ୍ଧ
ଅପରେସନ ‘ଗଙ୍ଗା’ ରେ ସାମିଲ ହେଲା ଏନଡିଆରଏଫ: ୟୁକ୍ରେନକୁ ପଠାଇଲା ରିଲିଫ୍ (Video)
ନୂଆଦିଲ୍ଲୀ: ୟୁକ୍ରେନର ଜନସାଧାରଣଙ୍କ ପାଇଁ ରିଲିଫ୍ ସାମଗ୍ରୀ ପଠାଇଲା ଏନଡିଆରଏଫ୍ । ଏନଡିଆଏଫ ପକ୍ଷରୁ କମ୍ବଳ, ଚଦର ଓ ପଢ଼ିବା ପାଇଁ ସୋଲାର ଲ୍ୟାମ୍ପ ପଠାଯାଇଛି । ପୋଲାଣ୍ଡ ଓ ରୋମାନିଆକୁ ଯାଇଥିବା ଆଇଏଏଫ ବିମାନରେ…
‘ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହେବ ନିର୍ଣ୍ଣାୟକ’: ପୁଣି କଡ଼ା ଚେତାବନୀ ଦେଲା ଋଷ (Watch Video)
ନୂଆଦିଲ୍ଲୀ: ବିଶ୍ୱକୁ ପୁଣି ପରମାଣୁ ବୋମା ଚେତାବନୀ ଦେଲା ଋଷିଆ । ତୃତୀୟ ବିଶ୍ୱଯୁଦ୍ଧ ହେଲେ ପରମାଣୁ ହିଁ ନିର୍ଣ୍ଣାୟକ ହେବ ବୋଲି କହିଲା ଋଷିଆ । ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ ବୁଧବାର ଦେଇଛନ୍ତି ଏହି…
ତୁରନ୍ତ ଖାରକିଭ ଛାଡ଼ନ୍ତୁ ଭାରତୀୟ: ଜରୁରୀକାଳୀନ ଆଡଭାଇଜରି ଜାରି କଲା ଦୂତାବାସ
ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଜାରି ହେଲା ଜରୁରୀକାଳୀନ ଆଡଭଇଜାରି । ତୁରନ୍ତ ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ । ଖାରକିଭ୍ ଛାଡ଼ିବାକୁ ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସର ପରାମର୍ଶ । ୟୁକ୍ରେନ ସମୟ ସନ୍ଧ୍ୟା…
ଲିକ୍ ହେଲା ପୁତିନଙ୍କ ପ୍ଲାନ: ୟୁକ୍ରେନ ପରେ ଋଷ ଟାର୍ଗେଟରେ ରହିଛି ଆଉ ଏକ ଦେଶ, ଖୁବଶୀଘ୍ର କରିପାରେ ଆକ୍ରମଣ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ଉପରେ ଖପା ରହିଛି ସାରା ବିଶ୍ୱ । ଆମେରିକା ସହିତ ଅନେକ ରାଷ୍ଟ୍ର ଋଷ ସହିତ ବିଭିନ୍ନ ପ୍ରକାର ସମ୍ପର୍କ ମଧ୍ୟ ଛିନ୍ନ କରିବା ଆରମ୍ଭ କରି ଦେଲେଣି । ତେବେ ଏହି ସମୟରେ ଋଷର…
ଯୁଦ୍ଧର ନିୟମ ଭାଙ୍ଗିବା ହୋଇଥାଏ ଅପରାଧ: ଜାଣନ୍ତୁ କ’ଣ କହୁଛି ‘Law Of War’
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୁହାଯାଏ ପ୍ରେମ ଏବଂ ଯୁଦ୍ଧରେ ସବୁକିଛି ସମ୍ଭବ । କିନ୍ତୁ ଯୁଦ୍ଧରେ ସବୁକିଛି ଯଥାର୍ଥ ନୁହେଁ । ଯୁଦ୍ଧର କିଛି ନିୟମ ରହିଛି । ଏହାର କିଛି କାନୁନ ରହିଛି । ଯାହାକୁ ନେଇ ଯୁଦ୍ଧ ଲଢ଼ିବାକୁ…
ଋଷ-ୟୁକ୍ରେନ ଲଢେଇ ମଧ୍ୟରେ ବଳି ପଡୁଛନ୍ତି ଭାରତୀୟ: ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ସୂଚନା, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ପ୍ରତିଦିନ ଶହ ଶହ ସୈନ୍ୟସାମନ୍ତଙ୍କ ସହ ବଳି ପଡୁଛି ସାଧ।।ରଣ ଜନତାଙ୍କ ମୂଲ୍ୟବାନ ଜୀବନ । ଏଥି ମଧ୍ୟରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ…
ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ: ଭାରତ ସମେତ ସାରା ବିଶ୍ୱରେ ଟୀକାକରଣ ଅଭିଯାନ ମଧ୍ୟ ହୋଇପାରେ ପ୍ରଭାବିତ
ନୂଆଦିଲ୍ଲୀ: ସପ୍ତାହେ ହେଲା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ତେବେ ଏହି ଯୁଦ୍ଧ ଏବେ ବିଶ୍ୱବାସୀଙ୍କ ପାଇଁ ମହଙ୍ଗା ମାଡ ସହିତ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ଏମିତିକି ଏହି ଯୁଦ୍ଧ ଏବେ ବିଶ୍ୱର ଟୀକାକରଣ…
ସତରେ କ’ଣ ବିଶ୍ୱ ଦେଖିବ ବିଧ୍ୱଂସକାରୀ ପରମାଣୁ ଯୁଦ୍ଧ: ଜାଣନ୍ତୁ କେଉଁ ଶକ୍ତିଶାଳୀ ଦେଶ ପାଖରେ ରହିଛି କେତୋଟି ଭୟଙ୍କର ଅସ୍ତ୍ର
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ ୟୁକ୍ରେନ-ରୁଷିଆ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧକୁ ନେଇ ଭୀତତ୍ରସ୍ତ ହୋଇ ରହିଛି । ତେବେ ଏଭଳି ସ୍ଥିତିରେ ରୁଷ୍ ରାଷ୍ଟ୍ରପତି ତାଙ୍କର ନ୍ୟୁକ୍ଲିୟର ଫୋର୍ସଙ୍କୁ ଆଲର୍ଟ ରହିବାକୁ…
ରୁଷ-ୟୁକ୍ରେନ ଲଢେଇ: ବ୍ୟାରେଲ୍ ପିଛା ୧୧୦ ଡଲାରରେ ପହଞ୍ଚିଲା ଅଶୋଧିତ ତୈଳ, ନିର୍ବାଚନ ପରେ ବଢିବ ପେଟ୍ରୋଲ-ଡିଜେଲ୍ ଦାମ !
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧର ପ୍ରଭାବ ଏବେ ଅନ୍ତର୍ଜାତୀୟ ତୈଳ ବଜାର ଉପରେ ପଡିଛି। ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୧୦ ଡଲାରରେ ପହଞ୍ଚିଛି। ଏହା ଗତ ସାତ ବର୍ଷରେ ସର୍ବୋଚ୍ଚସ୍ତରରେ…
ଖାରକିଭରେ ଭୁଶୁଡ଼ିଲା ପୋଲିସ ବିଲ୍ଡିଂ: ଚାଲିଗଲା ୨୧ ଜୀବନ, ୧୧୨ ଆହତ । ଦେଖନ୍ତୁ Video
କିଭ: ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ୟୁକ୍ରେନର ଖାରକିଭରେ ରୁଷିଆର ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଖାରକିଭରେ ମିଲିଟାରୀ ଏକାଡେମୀ ଓ ହସ୍ପିଟାଲ ଉପରେ ଆକ୍ରମଣ ହୋଇଛି । ରୁଷ…