Browsing Category
ୟୁକ୍ରେନ-ରୁଷିଆ ଯୁଦ୍ଧ
ନାଟୋ ବୈଠକରେ ସାମିଲ ହେବେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି, ନାଟୋର ବିସ୍ତାରିତ ଦିଗକୁ ନେଇ ଚର୍ଚ୍ଚା ହେବ
କିଏଭ: ଚଳିତ ମାସରେ ହେବାକୁ ଥିବା ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ) ବୈଠକରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ଅଂଶଗ୍ରହଣ କରିବେ । ନାଟୋ ଉପମହାସଚିବ ମିରାସିୟା ଜୋଏନ୍ ସୂଚନା ଦେଇଛନ୍ତି…
ଋଷ-ୟୁକ୍ରେନ ସୈନିକଙ୍କ ଯୁଦ୍ଧରେ ବନ୍ଦ ହୋଇଗଲା ଇଣ୍ଟରନେଟ ସେବା
ନୂଆଦିଲ୍ଲୀ: ୟୁକ୍ରେନର ପୂର୍ବ ସହରରେ ଋଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଦେଖିବାକୁ ମିଳିଛି । ଏହି ଯୁଦ୍ଧ ସମୟରେ ପ୍ରବଳ ବୋମା ବିସ୍ଫୋରଣ କରାଯାଇଛି । ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ୟୁକ୍ରେନ ଉପରେ ଆଧିପତ୍ୟ ବିସ୍ତାର…
ଅସ୍ତ୍ର ଅଭାବରୁ ୟୁକ୍ରେନର ଆଉ ଏକ ସହର ଉପରେ କବଜା କଲା ଋଷ
ନୂଆଦିଲ୍ଲୀ: ୟୁକ୍ରେନର ଆଉ ଏକ ସହର ଉପରେ କବଜା କରି ନେଇଛି ପୁତିନ ସେନା । ଦେଶର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଲାଇମନ ସହର ଉପରେ ଋଷ ନିୟନ୍ତ୍ରଣ ପାଇଯାଇଥିବା କହିଛନ୍ତି ୟୁକ୍ରେନର ଅଧିକାରୀ । ବର୍ତ୍ତମାନ ଋଷର ସମର୍ଥିତ…
ୟୁକ୍ରେନରେ ପଛଘୁଞ୍ଚା ଦେଲା ଋଷ ସେନା: ଖାରକିଭର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାକଫୁଟରେ ମସ୍କୋ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ପଛଘୁଞ୍ଚା ଦେଉଛି ଋଷ ସେନା । ଏ ନେଇ ଦାବି କରୁଛି ୟୁକ୍ରେନ । ଦେଶର ଦ୍ୱିତୀୟ ସର୍ବବୃହତ ସହର ଖାରକିଭର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ପୁତିନ ସେନା ବ୍ୟାକଫୁଟରେ ଥିବା ୟୁକ୍ରେନ ଦାବି କରିଛି । ଅନ୍ୟ ପକ୍ଷରେ…
ମିଶିଲା ଭାରତ ପାକିସ୍ତାନଙ୍କ ମନ: ଶେଷରେ UN ଭୋଟିଙ୍ଗରେ ଉଭୟ ଦେଶ ଦେଲେ ସମାନ ମତ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ସମ୍ପର୍କ, ସେଥିରେ ଉଭୟ ଦେଶର କୌଣସି ମତ ସମାନ ହେବା ନିଶ୍ଚୟ ବିରଳ । କିନ୍ତୁ ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ଏହି ଅଜବ ଘଟଣା ଘଟିଯାଇଛି । ଉଭୟ ଦେଶ ଏବେ ଯୁଦ୍ଧକୁ ନେଇ ଗୋଟିଏ…
୮୦ଦିନରେ ପହଞ୍ଚିଲାଣି ରୁଷ୍-ୟୁକ୍ରେନ୍ ଯୁଦ୍ଧ, ‘ ଶୀଘ୍ର ଯୁଦ୍ଧ ଶେଷ ହେଉ ତାହା ପୁଟିନ୍ ଚାହାନ୍ତିନି’….
ୱାଶିଂଟନ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଇତିମଧ୍ୟରେ ପାଖାପାଖି ୮୦ଦିନରେ ପହଞ୍ଚିଲାଣି । କିନ୍ତୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମାର୍ ପୁଟିନ୍ ଏହାକୁ ଆହୁରି ଅଧିକ ଦିନ ଗଡ଼ାଇବାକୁ ଚାହୁଁଛନ୍ତି ଅର୍ଥାତ ଯୁଦ୍ଧ ଶୀଘ୍ର ଶେଷ…
ଋଷ କରିଦେଲା ବିରାଟ ଭୁଲ: ନିଜ ସୈନିକଙ୍କ ଉପରେ ଆକ୍ରମଣ କରି ଲଗାଇଲା ନିଆଁ, ୟୁକ୍ରେନ ଖୁସ
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଋଷ ନିଜ ସୈନିକଙ୍କୁ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି । ଏହି ଆକ୍ରମଣ ଫଳରେ ପୁତିନ ସେନାର ଅନେକ ସିପାହୀ ମୃତ୍ୟୁବରଣ କରିଛନ୍ତି । ଏ…
ବିଜୟ ଦିବସରେ ପୁତିନଙ୍କ ଭବିଷ୍ୟବାଣୀ: ଯୁଦ୍ଧରେ ହିଟଲର ଭଳି ୟୁକ୍ରେନକୁ ପରାସ୍ତ କରିବ ଋଷ ସେନା
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଏହା ମଧ୍ୟରେ ୭୫ ଦିନ ବିତିଗଲାଣି । କିନ୍ତୁ ଯୁଦ୍ଧ ଥମିବାର ନାଁ ଧରୁନି । ଉଭୟ ଦେଶୋର ଅନେକ ଧନଜୀବନ ନଷ୍ଟ ହେଉଥିଲେ ବି ଯୁଦ୍ଧ ରୋକିବା ପାଇଁ ନିଷ୍ପତ୍ତି ନେଉ ନାହାନ୍ତି…
ୟୁକ୍ରେନ ସ୍କୁଲରେ ଋଷ ସେନାର ଭୟଙ୍କର ବିସ୍ଫୋରଣ: ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା
ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ରୂପ ନେଉଛି ଋଷ-ୟୁକ୍ରେନ ଯୁଦ୍ଧ । ଉଭୟ ଦେଶ ତରଫରୁ ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ୟୁକ୍ରେନର ଲୁହାନସ୍କ ଅଞ୍ଚଳର ଏକ ସ୍କୁଲରେ ବିସ୍ଫୋରଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି…
ରୁଷ୍ର ଆଉ ୨ଟି ନୌକାକୁ ଧ୍ୱଂସ କଲା ୟୁକ୍ରେନ, ଜାରି କଲା ଭିଡିଓ…
କିଭ୍: ରୁଷ୍ର ପୁଣି ଦୁଇଟି ନୌକାକୁ ଡ୍ରୋନ୍ ମାଡ଼ କରି ଧ୍ୱସଂ କରିଦେଇଛି ୟୁକ୍ରେନ୍ । କଳା ସାଗରରେ ଥିବା ସ୍ନେକ ଦ୍ୱୀପପୁଞ୍ଜରେ ପାଟ୍ରୋଲିଂ କରୁଥିବା ରୁଷର ଦୁଇଟି ନୌକାକୁ ଉଡ଼ାଇ ଦେଇଛି ୟୁକ୍ରେନ । ଡ୍ରୋନ୍…