fbpx
Browsing Category

ୟୁକ୍ରେନ-ରୁଷିଆ ଯୁଦ୍ଧ

ଅସ୍ତ୍ର ଅଭାବରୁ ୟୁକ୍ରେନର ଆଉ ଏକ ସହର ଉପରେ କବଜା କଲା ଋଷ

ନୂଆଦିଲ୍ଲୀ: ୟୁକ୍ରେନର ଆଉ ଏକ ସହର ଉପରେ କବଜା କରି ନେଇଛି ପୁତିନ ସେନା । ଦେଶର ପୂର୍ବ ଡୋନେଟସ୍କ ଅଞ୍ଚଳରେ ଲାଇମନ ସହର ଉପରେ ଋଷ ନିୟନ୍ତ୍ରଣ ପାଇଯାଇଥିବା କହିଛନ୍ତି ୟୁକ୍ରେନର ଅଧିକାରୀ । ବର୍ତ୍ତମାନ ଋଷର ସମର୍ଥିତ…

ୟୁକ୍ରେନରେ ପଛଘୁଞ୍ଚା ଦେଲା ଋଷ ସେନା: ଖାରକିଭର ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାକଫୁଟରେ ମସ୍କୋ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପଛଘୁଞ୍ଚା ଦେଉଛି ଋଷ ସେନା । ଏ ନେଇ ଦାବି କରୁଛି ୟୁକ୍ରେନ । ଦେଶର ଦ୍ୱିତୀୟ ସର୍ବବୃହତ ସହର ଖାରକିଭର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ପୁତିନ ସେନା ବ୍ୟାକଫୁଟରେ ଥିବା ୟୁକ୍ରେନ ଦାବି କରିଛି । ଅନ୍ୟ ପକ୍ଷରେ…

ମିଶିଲା ଭାରତ ପାକିସ୍ତାନଙ୍କ ମନ: ଶେଷରେ UN ଭୋଟିଙ୍ଗରେ ଉଭୟ ଦେଶ ଦେଲେ ସମାନ ମତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ସମ୍ପର୍କ, ସେଥିରେ ଉଭୟ ଦେଶର କୌଣସି ମତ ସମାନ ହେବା ନିଶ୍ଚୟ ବିରଳ । କିନ୍ତୁ ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ଏହି ଅଜବ ଘଟଣା ଘଟିଯାଇଛି । ଉଭୟ ଦେଶ ଏବେ ଯୁଦ୍ଧକୁ ନେଇ ଗୋଟିଏ…

୮୦ଦିନରେ ପହଞ୍ଚିଲାଣି ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ, ‘ ଶୀଘ୍ର ଯୁଦ୍ଧ ଶେଷ ହେଉ ତାହା ପୁଟିନ୍‌ ଚାହାନ୍ତିନି’….

ୱାଶିଂଟନ୍‌: ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଇତିମଧ୍ୟରେ ପାଖାପାଖି ୮୦ଦିନରେ ପହଞ୍ଚିଲାଣି । କିନ୍ତୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମାର୍‌ ପୁଟିନ୍‌ ଏହାକୁ ଆହୁରି ଅଧିକ ଦିନ ଗଡ଼ାଇବାକୁ ଚାହୁଁଛନ୍ତି ଅର୍ଥାତ ଯୁଦ୍ଧ ଶୀଘ୍ର ଶେଷ…

ଋଷ କରିଦେଲା ବିରାଟ ଭୁଲ: ନିଜ ସୈନିକଙ୍କ ଉପରେ ଆକ୍ରମଣ କରି ଲଗାଇଲା ନିଆଁ, ୟୁକ୍ରେନ ଖୁସ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଋଷ ନିଜ ସୈନିକଙ୍କୁ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି । ଏହି ଆକ୍ରମଣ ଫଳରେ ପୁତିନ ସେନାର ଅନେକ ସିପାହୀ ମୃତ୍ୟୁବରଣ କରିଛନ୍ତି । ଏ…

ବିଜୟ ଦିବସରେ ପୁତିନଙ୍କ ଭବିଷ୍ୟବାଣୀ: ଯୁଦ୍ଧରେ ହିଟଲର ଭଳି ୟୁକ୍ରେନକୁ ପରାସ୍ତ କରିବ ଋଷ ସେନା

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଏହା ମଧ୍ୟରେ ୭୫ ଦିନ ବିତିଗଲାଣି । କିନ୍ତୁ ଯୁଦ୍ଧ ଥମିବାର ନାଁ ଧରୁନି । ଉଭୟ ଦେଶୋର ଅନେକ ଧନଜୀବନ ନଷ୍ଟ ହେଉଥିଲେ ବି ଯୁଦ୍ଧ ରୋକିବା ପାଇଁ ନିଷ୍ପତ୍ତି ନେଉ ନାହାନ୍ତି…

ୟୁକ୍ରେନ ସ୍କୁଲରେ ଋଷ ସେନାର ଭୟଙ୍କର ବିସ୍ଫୋରଣ: ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ଭୟଙ୍କର ରୂପ ନେଉଛି ଋଷ-ୟୁକ୍ରେନ ଯୁଦ୍ଧ । ଉଭୟ ଦେଶ ତରଫରୁ ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ୟୁକ୍ରେନର ଲୁହାନସ୍କ ଅଞ୍ଚଳର ଏକ ସ୍କୁଲରେ ବିସ୍ଫୋରଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି…

ରୁଷ୍‌ର ଆଉ ୨ଟି ନୌକାକୁ ଧ୍ୱଂସ କଲା ୟୁକ୍ରେନ, ଜାରି କଲା ଭିଡିଓ…

କିଭ୍‌: ରୁଷ୍‌ର ପୁଣି ଦୁଇଟି ନୌକାକୁ ଡ୍ରୋନ୍‌ ମାଡ଼ କରି ଧ୍ୱସଂ କରିଦେଇଛି ୟୁକ୍ରେନ୍‌ । କଳା ସାଗରରେ ଥିବା ସ୍ନେକ ଦ୍ୱୀପପୁଞ୍ଜରେ ପାଟ୍ରୋଲିଂ କରୁଥିବା ରୁଷର ଦୁଇଟି ନୌକାକୁ ଉଡ଼ାଇ ଦେଇଛି ୟୁକ୍ରେନ । ଡ୍ରୋନ୍‌…

ଅପୂର୍ବ ପରାକ୍ରମ ପରେ ଶହୀଦ ହେଲେ ‘ଘୋଷ୍ଟ ଅଫ୍ କିଭ୍’: ଏକ ଧ୍ୱଂସ କରିଥିଲେ ୪୦ ଋଷ ବିମାନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଋଷ୍-ୟୁକ୍ରେନ୍ ଯୁଦ୍ଧକୁ ଦେଢ ମାସ ବିତିଗଲାଣି । ୟୁକ୍ରେନକୁ ଅକ୍ତିଆର କରିବାକୁ ଋଷ ସେନା ପ୍ରସ୍ତୁତ । ହେଲେ ଜଣେ ୟୁକ୍ରେନୀୟ ପାଇଲଟଙ୍କ ବୀରତ୍ୱର ଗାଥା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ଶହୀଦ ହେବା…

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ନେଇ ୟୁରୋପକୁ ଟାର୍ଗେଟ କଲା ଋଷ, କହିଲା ବିପଦରେ ପଡ଼ିପାରେ ସୁରକ୍ଷା

ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ୬୪ ଦିନ ବିତିଲାଣି । ହେଲେ ଏବେବି ୟୁକ୍ରେନ ଉପରୁ ସଙ୍କଟର କଳା ବାଦଲ ଯାଉନାହିଁ । ଋଷର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସସ୍ତୁପ ପାଲଟିଛି । ଦୁଇ ଦେଶ ମଧ୍ୟରୁ କେହିବି ହାର ମାନିବାକୁ…