Browsing Category
ଦେଶ
‘ଆମେ ଗରିବ ହୋଇପାରୁ କିନ୍ତୁ ବେଇମାନ ନୁହେଁ’, ବିହାର Floor Test ପୂର୍ବରୁ ଜିତନ ରାମ ମାଂଝିଙ୍କ ବୟାନ
ପାଟନା: ଫେବୃଆରୀ ୧୨ରେ ହେବାକୁ ଥିବା ବିହାର ଫ୍ଲୋର୍ ଟେଷ୍ଟ ପାଇଁ ବିହାର ରାଜନୀତି ବେଶ ସରଗରମ ରହିଛି । ଏଥିପାଇଁ ଶାସକ ଦଳ ଏବଂ ବିରୋଧୀ ଦଳ ନିଜ ନିଜ ବିଧାୟକଙ୍କୁ ଏକତ୍ର କରିବାରେ ବ୍ୟସ୍ତ ଅଛନ୍ତି । ଏଥିମଧ୍ୟରେ…
ୟୁପି, ବିହାର ସମେତ ଅଧିକାଂଶ ରାଜ୍ୟରେ ବର୍ଷା ସମ୍ଭାବନା, IMD ପକ୍ଷରୁ ଆଲର୍ଟ ଜାରି
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ସମ୍ଭାବନା ରହିଥିବା ନେଇ ଆଇଏମ୍ଡି ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ସମେତ…
ଭାରତର ନିଜସ୍ଵ ମହାକାଶ ଷ୍ଟେସନ ନିର୍ମାଣ ପାଇଁ କାମ ଚାଲୁ ରହିଛି: ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ
ବେଙ୍ଗାଲୁରୁ: ଗତବର୍ଷ ଚନ୍ଦ୍ରଯାନ-୩ ଅଭିଯାନରେ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ନେଇ ଏକ ବିଶାଳ ପରିକଳ୍ପନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମହାକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ…
ଧ୍ରୁପାଦ ଗାୟକ ଲକ୍ଷ୍ମଣ ଭଟ୍ଟଙ୍କ ପରଲୋକ, କିଛିଦିନ ପୂର୍ବରୁ ପଦ୍ମଶ୍ରୀ ପାଇଁ ଘୋଷଣା ହୋଇଥିଲା ନାମ
ନୂଆଦିଲ୍ଲୀ: ଜଣାଶୁଣା ଧ୍ରୁପାଦ ଗାୟକ ଲକ୍ଷ୍ମଣ ଭଟ୍ଟ ତାଇଲାଙ୍ଗଙ୍କ ଜୟପୁରର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି । ମୃତ୍ୟୁୃବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ତାଙ୍କୁ…
Reform, Perform, Transformର ୫ ବର୍ଷ: ଲୋକସଭାରେ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସାରା ଦେଶରେ ଏବେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଖୁବ ବୃଦ୍ଧି ପାଇଛି । ତେବେ ଆଗାମୀ ନିର୍ବାଚନକୁ ନେଇ ଏବେ ରାଜନୀତି ମାହୋଲ ସରଗରମ ହେଉଥିବା ବେଳେ ମୋଦୀଙ୍କ ବୟାନ ଏବେ ଚର୍ଚ୍ଚାକୁ ଆସିଛି । ଲୋକସଭାରେ…
୧୦ମ ପାସ୍ କରିଥିଲେ ମିଳିବ Railway ଚାକିରୀ: ଆଜି ଆବେଦନର ଶେଷ ତାରିଖ
ନୂଆଦିଲ୍ଲୀ: ୧୦ମ ପାସ୍ କରି ସରକାରୀ ଚାକିରୀ ଆଶା ରଖିଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ତେବେ ଏହି ଏହି ସୁଯୋଗ କେବଳ ଆଜି ପାଇଁ ସୀମିତ ଅଛି, କାରଣ ଆଜି ହେଉଛି ଆବେଦନର ଶେଷ ତାରିଖ। ଯଦି ଆପଣ ଏହି…
ନିର୍ବାଚନ ପୂର୍ବରୁ ‘Electoral Bond’ର ଅଡିଟ୍ ରିପୋର୍ଟ ଜାରି: ଜାଣନ୍ତୁ କେଉଁ ପାର୍ଟିକୁ କେତେ ମିଳିଲା ଚାନ୍ଦା…
ନୂଆଦିଲ୍ଲୀ: ନିର୍ବାଚନ ଆସିବା ମାତ୍ରେ ନିର୍ବାଚନ ବଣ୍ଡ ବିଷୟରେ ଆଲୋଚନା ଆରମ୍ଭ ହୁଏ । ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ବଣ୍ଡର ଅଡିଟ୍ ରିପୋର୍ଟ ପୁଣି ଥରେ ବାହାରକୁ ଆସିଛି । ଭାରତୀୟ ଜନତା ପାର୍ଟି ଏହାର ଅଡିଟ୍…
ଚାଷୀଙ୍କ ପାଇଁ ଖୁସି ଖବର: PM Kisan ଯୋଜନାରେ ବଢ଼ିଲା ୨୦୦୦ ଟଙ୍କା
ଓଡ଼ିଶା ଭାସ୍କର: ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ହିତାଧିକାରୀ ମାନଙ୍କ ପାଇଁ ସରକାର ଆଣିଛନ୍ତି ବଡ଼ ଖୁସି ଖବର। ଏଣିକି କୃଷକମାନଙ୍କୁ ଏହି ଯୋଜନାରେ ମିଳିବ ଅଧିକ ଟଙ୍କା। କାରଣ ଯୋଗ୍ୟ ହିତାଧିକାରୀଙ୍କୁ ବାର୍ଷିକ ୬,୦୦୦…
ବିଦେଶରେ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ ମୋଦୀ: ଦୁଇ ଦିନିଆ ଗସ୍ତରେ UAE ଯିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ସାରା ବିଶ୍ୱରେ ଏବେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବର୍ତ୍ତମାନ ମୋଦୀ ବିଦେଶରେ ମଧ୍ୟ ହିନ୍ଦୁ ସାମ୍ରାଜ୍ୟ ଏବଂ ପରମ୍ପରାକୁ…
ଆମିଟି ୟୁନିଭରସିଟି ବାହାରେ ପ୍ରବଳ ହଙ୍ଗାମା, ଜୋରଦାର ମାରପିଟ୍: ଦେଖନ୍ତୁ Video
ନୂଆଦିଲ୍ଲୀ: ନୋଏଡା ସେକ୍ଟର -୧୨୬ ସ୍ଥିତ ଆମିଟି ୟୁନିଭରସିଟି ବାହାରେ ହୋଇଥିବା ଝଗଡାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଯୁବକମାନଙ୍କର ଏକ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରୁଥିବା ଦେଖିବାକୁ…