Browsing Category
ଦେଶ
୨୦୨୪ରେ ମୋଦୀ କ୍ଷମତାକୁ ଆସିଲେ ଦେଶରେ ଆଉ ନିର୍ବାଚନ ହେବ ନାହିଁ; ମଲ୍ଲିକାର୍ଜୁନ ଖଡ଼ଗେ
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ରର ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ଏହି ଲୋକସଭା ନିର୍ବାଚନ ଦେଶର ଶେଷ ନିର୍ବାଚନ ହେବ। ସୋମବାର ଓଡ଼ିଶାରେ ଏକ ସଭାରେ ଖାର୍ଗେ କହିଛନ୍ତି,…
ଲୁହା ସ୍କେଲରେ ଆଖି ଫଟାଇଦେଲେ ମାଡାମ: ଏମ୍ସ ହସ୍ପିଟାଲରେ ହେଲା ଛାତ୍ରଙ୍କ ସର୍ଜରୀ
ନୂଆଦିଲ୍ଲୀ: ବର୍ତ୍ତମାନ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ପରିସର ଘୋଷଣା କରାଯାଇଛି । ଶିକ୍ଷକ ମାନେ ଛାତ୍ରଛାତ୍ରୀମାନଙ୍କୁ କୌଣସି ପ୍ରକାର ଦଣ୍ଡ ଦେଇପାରିବେ ନାହିଁ ବୋଲି ଶିକ୍ଷା ବିଭାଗ…
CAA-UCC ଲାଗୁ ହେଲେ ଦେଶରେ କ’ଣ ସବୁ ବଦଳିବ: ସରଳ ଭାଷାରେ ଆସନ୍ତୁ ବୁଝିବା
ନୂଆଦିଲ୍ଲୀ: ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଓ ନାଗରିକ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ ହେବା ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପୂର୍ବରୁ ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି…
ଉଗ୍ରବାଦୀ ସଂଗଠନ ‘ସିମି’ ଉପରେ ୫ ବର୍ଷ ପାଇଁ କଟକଣା ବଢ଼ାଇଲେ ସରକାର
ନୂଆଦିଲ୍ଲୀ: ଉଗ୍ରବାଦୀ ସଂଗଠନ 'ଷ୍ଟୁଡେଣ୍ଟସ୍ ଇସଲାମିକ୍ ମୁଭମେଣ୍ଟ୍ ଅଫ୍ ଇଣ୍ଡିଆ' (ସିମି) ଉପରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ପୁଣି ଥରେ ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ…
Google Map ଥିଲେ କଟିବନି ଚାଲାଣ… ଗାଡ଼ି ଚାଳକମାନେ ଜାଣି ରଖନ୍ତୁ ଏହି ଫିଚର
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଅନେକ ଲୋକଙ୍କ ପାଇଁ ଏକ ଲୋକପ୍ରିୟ ନାଭିଗେସନ୍ ଆପ୍ ପାଲଟିଛି ଗୁଗଲ ମ୍ୟାପ୍ । ଏହା ଖୁବ ସହଜରେ ୟୁଜରଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରେ । ତେବେ ଆପ୍ ମାଧ୍ୟମରେ…
ଭାରତୀୟ କ୍ରିକେଟରେ ହଲଚଲ୍: ୫ ଜଣ ଖେଳାଳିଙ୍କ ନିକଟରୁ ଜବତ ହେଲା ୨ ପେଟି ବିୟର ଓ ୨୭ଟି ମଦ ବୋତଲ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟକୁ ନେଇ ଏବେ ଭାରତୀୟ କ୍ରୀଡ଼ା ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ଏହା ମଧ୍ୟରେ ପୁଣି ଟିମ୍ ଇଣ୍ଡିଆକୁ ଲାଗିଛି…
ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଓଲି ପୋପ୍ଙ୍କ ସହ ମୁହାଁମୁହିଁ ହୋଇଥିବାରୁ ବୁମ୍ରାଙ୍କୁ କଡ଼ା ସମାଲୋଚନା କଲା ICC
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି । ଆଇସିସି ଏକ ବିବୃତିରେ କହିଛି ଯେ ବୁମ୍ରା ପ୍ରଥମ ଟେଷ୍ଟ…
IND vs ENG: ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ, ଦଳରେ ସ୍ଥାନ ପାଇଲେ ସରଫରାଜ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ୍ ରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡେଜା ଓ କେଏଲ୍ ରାହୁଲ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଫେବ୍ରୁଆରି ୨ରୁ…
ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟିକରଣ: ସଂରକ୍ଷିତ ପଦକୁ ଅଣସଂରକ୍ଷିତ ଭାବେ ଘୋଷଣା କରାଯାଇ ପାରିବନି, UGC ପ୍ରସ୍ତାବ ଖାରଜ ହେଲା
ନୂଆଦିଲ୍ଲୀ: ଅଣସଂରକ୍ଷିତ ପଦ ସଂରକ୍ଷିତ ହୋଇ ପାରିବନି । ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସଂରକ୍ଷିତ ବର୍ଗର ଯୋଗ୍ୟ ପ୍ରାର୍ଥୀ ନ ମିଳିଲେ ସେ କ୍ଷେତ୍ରରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ଦ୍ୱାରା ଉକ୍ତ ଖାଲି ପଦ ପୂରଣ…
ଓଡ଼ିଶା ପ୍ରଜ୍ଞାପନ ମେଢ ପ୍ରଥମ: ଗଣତନ୍ତ୍ର ଦିବସ ପରେଡରେ ପାଇଲା ପ୍ରଥମ ସ୍ଥାନ
ଭୁବନେଶ୍ୱର: ଗଣତନ୍ତ୍ର ଦିବସ ପରେଡରେ ବାଜି ମାରିଛି ଓଡ଼ିଶା ପ୍ରଜ୍ଞାପନ ମେଢ । ଦିଲ୍ଲୀର ଗଣତନ୍ତ୍ର ଦିବସ ସମାରୋହରେ ଓଡ଼ିଶା ପ୍ରଜ୍ଞାପନ ମେଢ ସାମିଲ ହୋଇ ରାଜ୍ୟର ପରମ୍ପରା ଓ ସଂସ୍କୃତିକୁ ଦର୍ଶାଇଥିଲା । ଓଡ଼ିଶାର…