
Browsing Category
ଦେଶ
ଭେଜ ମିଲରେ ଚିକେନ ପିସ! ଏୟାର ଇଣ୍ଡିଆର ଏଭଳି ଅବ୍ୟବସ୍ଥା ଦେଖି ଯାତ୍ରୀ ନେଲେ ଏପରି ପଦକ୍ଷେପ
ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଅନେକ ଛୋଟ ବଡ଼ ଅସୁବିଧା ହୋଇଥାଏ । କିନ୍ତୁ ଏୟାର ଇଣ୍ଡିଆ ବିମାନରେ ଦେଖିବାକୁ ମିଳିଛି ଏକ ବଡ଼ ଅବ୍ୟବସ୍ଥା । ସାତ୍ତ୍ୱିକ ଭୋଜନରେ ଚିକେନ ମିଳିବା ନେଇ ଜଣେ ଯାତ୍ରୀ କ୍ରୁ ମେମ୍ବରଙ୍କ…
କମିବ ଗର୍ଭାଶୟ କର୍କଟର ଟେନସନ୍! ସାରା ଦେଶରେ ଦିଆଯିବ ଟିକା, ଜାଣନ୍ତୁ କେଉଁ ମାସରୁ ଆରମ୍ଭ ହେବ ଅଭିଯାନ
ମହିଳାମାନଙ୍କ ଠାରେ ଗର୍ଭାଶୟ କର୍କଟ ରୋଗର ସଙ୍କଟ ଲଗାତାର ଭାବେ ବୃଦ୍ଧି ପାଉଛି ଏବଂ ଏହି ରୋଗର ମୁକାବିଲା ପାଇଁ ସରକାର ବର୍ତ୍ତମାନ ଏକ ବଡ ଯୋଜନା କରୁଛନ୍ତି । ଏହା ଅଧୀନରେ ସାରା ଦେଶରେ ୯ ରୁ ୧୪ ବର୍ଷ ବୟସର…
ରାମଲଲାଙ୍କ ପାଇଁ ୧୧ ଦିନିଆ ବିଶେଷ ରୀତିନୀତି, ଦେଶବାସୀଙ୍କ ପାଇଁ ଅଡିଓ ମେସେଜ ଜାରି କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁଆରୀ ୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ ଥିବା ବେଳେ ଜୋରସୋରେରେ ଚାଲିଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ…
୩ରୁ ଅଧିକ ପିଲା ଥିବା ମହିଳାଙ୍କୁ ମିଳିବନି ସରକାରୀ ସହାୟତା: ବଡ଼ ଘୋଷଣା କଲେ ଏହି ସରକାର
ନୂଆଦିଲ୍ଲୀ: କଂଗ୍ରେସ ଏବଂ ମୁସଲଙ୍କୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚାରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗ୍ରାମାଞ୍ଚଳର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ସେ ଏକ ନୂଆ…
୧ ଲକ୍ଷ ପର୍ଯ୍ୟନ୍ତ ମିଳିବ ଦରମା: ଟେକନିକାଲ ଆସିଷ୍ଟାଣ୍ଟ ପଦରେ ବମ୍ପର ନିଯୁକ୍ତି ସୁଯୋଗ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭଲ ଚାକିରିଟିଏ ନ ମିଳିବାରୁ ଦେଶରେ ବେରୋଜଗାରୀ ସମସ୍ୟା ବଢିବାରେ ଲାଗିଛି । ଅନେକ ପିଲା ଏକାଧିକ ଡିଗ୍ରୀ ପାଇବା ପରେ ମଧ୍ୟ ସନ୍ତୋଷଜନକ ରୋଜଗାର ସଂସ୍ଥା ପାଉନାହାନ୍ତି । ତେବେ…
ପ୍ରକୃତ ପ୍ରେମକୁ ଆଇନର କଠୋରତା ଦ୍ୱାରା ନିୟନ୍ତ୍ରଣ କରାଯାଇପାରିବ ନାହିଁ : ହାଇକୋର୍ଟ
ନୂଆଦିଲ୍ଲୀ: ୨୦୧୫ ମସିହାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଅପହରଣ ଓ ବଳାତ୍କାର ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, କିଶୋରମାନଙ୍କ ମଧ୍ୟରେ 'ପ୍ରକୃତ…
ଜାନୁୟାରୀ ୨୬ ପରେଡରେ ନାରୀଶକ୍ତିକୁ ମିଳିବ ଅଗ୍ରାଧିକାର: CAPF ମାର୍ଚିଙ୍ଗ ସହ ଏହି ଦାୟିତ୍ୱ ନେବେ ମହିଳା
ନୂଆଦିଲ୍ଲୀ: ଜାନୁୟାରୀ ୨୬, ଗଣତନ୍ତ୍ର ଦିବସ ପାଇଁ ଦେଶରେ ବର୍ତ୍ତମାନ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି । ତେବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଏହି ଉତ୍ସବ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି…
ମମତା ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ଘରେ ଇଡ଼ି ରେଡ୍
କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାରଙ୍କ ଚିନ୍ତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ନଗର ନିଗମ ନିଯୁକ୍ତି ସ୍କାମ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି)କୁ ଆକ୍ସନ ମୋଡ଼ରେ ଦେଖିବାକୁ ମିଳିଛି । ଆଜି ସକାଳୁ…
ସ୍କୁଲରେ ଏବେ କ୍ରିମ୍, ପାଉଡର, ନେଲପଲିସ୍ ଓ ମିନିସ୍କର୍ଟ ବ୍ୟାନ୍: ଛାତ୍ରୀମାନଙ୍କୁ କାହିଁକି ବାନ୍ଧିବାକୁ ପଡ଼ିବ ୨ ପଟ ଚୁଟି ?
କଂଗ୍ରେସ ସରକାର ହିମାଚଳ ପ୍ରଦେଶର ସରକାରୀ ବିଦ୍ୟାଳୟଗୁଡ଼ିକର ନୂଆ ଏକାଡେମିକ୍ ଅଧିବେଶନ ପାଇଁ ଡ୍ରେସ୍ କୋଡ୍ ସ୍ଥିର କରିଛନ୍ତି । ନୂଆ ଆଦେଶ ଅନୁଯାୟୀ, ବର୍ତ୍ତମାନ ଛାତ୍ରୀମାନେ ମିନି ସ୍କର୍ଟ ପିନ୍ଧି ସ୍କୁଲକୁ ଆସିବେ…
୧୮ ହଜାର କୋଟିରେ ପ୍ରସ୍ତୁତ ‘ଅଟଳ ସେତୁ’: ଆଜି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଉଦଘାଟନ
ମୁମ୍ବାଇ: ଆଜି ଲୋକାର୍ପିତ ହେବାକୁ ଯାଉଛି ଭାରତର ସର୍ବବୃହତ ସାମୁଦ୍ରିକ ସେତୁ । ୨୨ କିଲୋମିଟର ଦୂରତାର ଏହି ‘ଅଟଳ ସେତୁ’କୁ ଆଜି ଦେଶବାସୀଙ୍କ ପାଇଁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବ୍ରିଜ…