
Browsing Category
ଦେଶ
(Video)ସୋଫାକୁ ବନାଇଲେ ଗାଡ଼ି, ବସି ବୁଲିଲେ ସାରା ସହର: ଭିଡିଓ ଦେଖି ଆନନ୍ଦ ମହିନ୍ଦ୍ରା କହିଲେ…
ନୂଆଦିଲ୍ଲୀ: ପ୍ରସିଦ୍ଧ ଉଦ୍ୟୋଗପତି ଏବଂ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଅନେକ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏହା ସହିତ ନିଜର ମନପସନ୍ଦ ଭିଡିଓ ଏବଂ ପୋଷ୍ଟ ମଧ୍ୟ ଶେୟାର କରିଥାନ୍ତି । ତେବେ ଅନେକ ସମୟରେ…
ଆଉ ଜଣେ ବିଜେପି ବିଧାୟକଙ୍କ ଉପରେ ଝୁଲିଲା ଖଣ୍ଡା, ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ
ନୂଆଦିଲ୍ଲୀ: ଗତ ମାସରେ ବିଜେପିର ଦୁଧୀ ବିଧାୟକ ରାମଦୁଲାର ଗୋଣ୍ଡଙ୍କ ବିଧାନସଭା ସଦସ୍ୟତା ବାତିଲ ହେବା ପରେ ଅନ୍ୟ ଜଣେ ବିଧାୟକଙ୍କ ସଦସ୍ୟତା ଉପରେ ଖଣ୍ଡା ଝୁଲୁଛି । ଏସଡିଏମକୁ ଧମକ ଦେଇଥିବାରୁ ବାହରାଇଚର ବିଜେପି…
ଅଯୋଧ୍ୟା ବିମାନବନ୍ଦରକୁ ମହର୍ଷି ବାଲ୍ମିକିଙ୍କ ନାମରେ ନାମିତ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ
ନୂଆଦିଲ୍ଲୀ: ଅଯୋଧ୍ୟା ବିମାନବନ୍ଦରକୁ ମହର୍ଷି ବାଲ୍ମିକିଙ୍କ ନାମରେ ନାମିତ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍…
୨୪ ଘଣ୍ଟାରେ ୧୨ ଜଣଙ୍କ ମୃତ୍ୟୁ… ପୁଣି କରୋନାକୁ ନେଇ ଲୋକଙ୍କ ଛାତିରେ ଛନକା
ନୂଆଦିଲ୍ଲୀ: ଦେଶରେ ଥଣ୍ଡା ବଢିବା ସହ ବୃଦ୍ଧି ପାଉଛି କରୋନା ମହାମାରୀ । ସାରା ବିଶ୍ୱରେ କରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି । ଯାହାକୁ ରୋକିବା ପାଇଁ ଏବେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଯାଇଛି । କୋଭିଡର ନୂଆ…
ସେକ୍ସର ଇଚ୍ଛାକୁ କଣ୍ଟ୍ରୋଲ କରିବା ପାଇଁ ପରାମର୍ଶ ଦେବା ଭୁଲ୍: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଗୁରୁବାର ଦିନ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ, ‘କିଶୋରମାନେ ସେମାନଙ୍କର ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ ଏବଂ ଦୁଇ…
(Video) ଚଳନ୍ତା ଟ୍ରେନ୍ରେ ରୁଦ୍ରାଭିଷେକ କଲେ ଯୁବକ; ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଲା ରେଳ ବଗି
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଚଳନ୍ତା ଟ୍ରେନ୍ରେ ରୁଦ୍ରାଭିଷେକ ହେଉଥିବାର ଏହି ଭିଡିଓ । ଶିବ ଭକ୍ତିର ଏକ ଭିନ୍ନ ରୂପ । ଆପଣ ପୂର୍ବରୁ ମନ୍ଦିରରେ ରୁଦ୍ରାଭିଷେକ କରାଯାଉଥିବା ଦେଖିଥିବେ ।…
ଜାନୁଆରୀ ୬-୭ରେ ପୋଲିସ ମହାନିର୍ଦ୍ଦେଶକ/ ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬-୭, ୨୦୨୪ରେ ଜୟପୁରସ୍ଥିତ ରାଜସ୍ଥାନ ଅନ୍ତର୍ଜାତୀୟ କେନ୍ଦ୍ରରେ ପୋଲିସ ମହାନିର୍ଦ୍ଦେଶକ / ଆଇଜିଙ୍କ ସର୍ବଭାରତୀୟ ସମ୍ମିଳନୀ ୨୦୨୩ରେ ଯୋଗଦେବେ ।…
୨୫୨ ଟଙ୍କାରେ ତାଲିକାଭୁକ୍ତ ହେଲା ୫୪ ଟଙ୍କାର ସେୟାର, ଜାଣନ୍ତୁ କେଉଁ ସେୟାର ନିବେଶକଙ୍କୁ କଲା ମାଲାମାଲ
ନୂଆଦିଲ୍ଲୀ: ଯେଉଁମାନେ କେ ସି ଏନର୍ଜି ଏବଂ ଇନଫ୍ରା ର ଆଇପିଓରେ ଟଙ୍କା ବିନିଯୋଗ କରିଥିଲେ ସେମାନଙ୍କ ପାଇଁ ଖୁସି ଖବର। କମ୍ପାନୀର ସେୟାରଗୁଡିକ ଆଜି ୩୬୬.୭ ପ୍ରତିଶତ ବୃହତ ପ୍ରିମିୟମରେ ତାଲିକାଭୁକ୍ତ ହୋଇଛି। ଏହାର…
ଶ୍ୱାତି ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରିଛି ‘ଆପ୍’, ଜାଣନ୍ତୁ ତାଲିକାରେ ଆଉ କାହାର ନାଁ ଅଛି ସାମିଲ
ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ଶ୍ୱାତି ମାଲିୱାଲଙ୍କୁ ଆମ ଆଦମୀ ପାର୍ଟି(ଆପ୍) ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ମନୋନିତ କରିଛି । ଶ୍ୱାତି ପ୍ରଥମ ଥର ପାଇଁ ରାଜ୍ୟସଭା ସଦସ୍ୟ ହେବେ । ସେହିପରି ଦଳର…
DCGIର ବଡ଼ ନିଷ୍ପତ୍ତି: ଏଣିକି ରକ୍ତ ପାଇଁ ଅଧିକ ଅର୍ଥ ଚାର୍ଜ କରିପାରିବେନି ହସ୍ପିଟାଲ ଓ ରକ୍ତଭଣ୍ଡାର, ସବୁ ରାଜ୍ୟକୁ ନିର୍ଦ୍ଦେଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଜନତାଙ୍କ ପାଇଁ ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶାଳୟ (ଡିସିଜିଆଇ) ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଡିସିଜିଆଇ ପକ୍ଷରୁ ରକ୍ତ ଯୋଗାଣ ଓ ପ୍ରୋସେସିଂ ଚାର୍ଜ ବ୍ୟତୀତ…