Browsing Category
ଦେଶ
ଏକସଙ୍ଗେ ଜଳିଲା ଜୁଇ: ସଡ଼କ ଦୁର୍ଘଟଣା ନେଇଗଲା ଗୋଟିଏ ପରିବାରର ୯ ଜଣଙ୍କ ଜୀବନ
ନୂଆଦିଲ୍ଳୀ: ଦୁର୍ଘଟଣା କେତେବେଳେ ଘଟିବ ତାହା କେହି କହିପାରିବେ ନାହିଁ । ତେବେ ଏହା ମଧ୍ୟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୯ ଜଣ ଲୋକଙ୍କର ଜୀବନ ଚାଲିଯାଇଛି ।…
ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଢିବେ ଗୀତା: ୧ ଲକ୍ଷ ଲୋକଙ୍କ ସହ ହେବେ ସାମିଲ
ନୂଆଦିଲ୍ଲୀ: ଆସନ୍ତା ଦିନରେ କୋଲକାତାରେ ବଡ଼ ଆକାରରେ ଗୀତାପାଠ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୧ ଲକ୍ଷ ଲୋକ ଯୋଗ ଦେବେ ବୋଲି ଜାଣିବାକୁ ମିଳିଛି । ୩ଟି ହିନ୍ଦୁ ସଂଗଠନ ମିଶି ଏହି ଗୀତାପାଠ…
ଦୁଇ ମାସ ମଧ୍ୟରେ ସାରା ବିଶ୍ୱରେ ୫୫% ବଢିଛି ଚିନି ମୂଲ୍ୟ, ଭାରତରେ ବି ବଢିପାରେ ମୂଲ୍ୟ
ନୂଆଦିଲ୍ଲୀ: ଏବେ ବିଶ୍ୱର ବିକାଶଶୀଳ ଦେଶମାନଙ୍କରେ ଚିନିର ଦର ଆକାଶଛୁଆଁ ରହିଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଗତ ୨ ମାସ ଭିତରେ ଚିନିର ମୂଲ୍ୟ ୫୫% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୨୦୧୧ପରେ ଏବେ ସାରାଂ ବିଶ୍ୱରେ ଚିନି ଦର…
ଭାରତ vs ଅଷ୍ଟ୍ରେଲିଆର ଫାଇନାଲ ମ୍ୟାଚ୍ କାହିଁକି ଦେଖୁନାହାଁନ୍ତି ଆନନ୍ଦ ମହିନ୍ଦ୍ରା? ନିଜେ କହିଲେ କାରଣ
ନୂଆଦିଲ୍ଲୀ: ଭାରତୀୟ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ରବିବାର ଦିନ ଟିମ୍ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଆଇସିସି କ୍ରିକେଟ୍ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଦେଖୁନାହାଁନ୍ତି। ସେ ନିଜେ ସୋସିଆଲ ମିଡିଆ…
World Cup Final Match ଟିକେଟ ପାଇଁ ଠକାମିର ଶିକାର ହେଲେ ଯୁବତୀ: ଦେଇଦେଲେ ୫୬ ହଜାର
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପର ଶେଷ ମ୍ୟାଚ୍ ଆଜି ଆରମ୍ଭ ହୋଇସାରିଛି । ତେବେ ଏହି ମ୍ୟାଚ ପାଇଁ ପ୍ରଶଂସକମାନଙ୍କ ମଧ୍ୟରେ ଅନେକ ଦିନରୁ ବେଶ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ଫାଇନାଲ ମ୍ୟାଚ୍…
WORLD CUP FINAL: ପଡ଼ିଆକୁ ପଶିଆସିଲେ ପାଲେଷ୍ଟାଇନ ସମର୍ଥକ, ମ୍ୟାଚ ମଝିରେ କୋହଲିଙ୍କୁ ମାଡ଼ିବସିଲେ
ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମହାସମର । ଚଳିତ ବିଶ୍ୱକପର ଶେଷ ଦିନରେ ଦେଖିବାକୁ ମିଳିଛି ୨ ଦେଶ ମଧ୍ୟରେ ଦମଦାର ଲଢ଼େଇ । ବର୍ତ୍ତମାନ ସୁଦ୍ଧା ଭାରତ ୪ ଟି ୱିକେଟ ହରାଇ ୧୫୭ ରନ ସଂଗ୍ରହ…
କ୍ରେଡିଟ୍ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଏପରି ମେସେଜ ଠାରୁ ରୁହନ୍ତୁ ସତର୍କ
ନୂଆଦିଲ୍ଲୀ: ଆପଣ ଯଦି କ୍ରେଡିଟ୍ କାର୍ଡ ବ୍ୟବହାରକାରୀ, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ, କାରଣ ଆଜିକାଲି ବଜାରରେ ଏକ ନୂଆ ସ୍କାମ ସୃଷ୍ଟି ହୋଇଛି, ଯେଉଁଥିରେ ଆପଣଙ୍କୁ ଏକ ବାର୍ତ୍ତା ପଠାଯାଇଛି ଯେ, ଆପଣଙ୍କର…
(video)ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଆକାଶରେ ‘ସୂର୍ଯ୍ୟକିରଣ’ ଟିମ୍ ଦେଖାଇଲେ ଚମତ୍କାର, ଦର୍ଶକ ସ୍ତବ୍ଧ
ନୂଆଦିଲ୍ଲୀ: ଆଜି ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍ ୨୦୨୩ ଫାଇନାଲ ମ୍ୟାଚ୍ ଚାଲିଥିବା ବେଳେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଆକାଶରେ ଏପରି ପ୍ରଦର୍ଶନ…
(Video) ସ୍ତ୍ରୀକୁ ବାଇକ ଶିଖାଉଥିଲେ ସ୍ୱାମୀ, ବ୍ରେକ ମାରିବାକୁ କହିବାରୁ ଘଟିଲା ଏପରି, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ମହିଳାମାନେ ଡ୍ରାଇଭିଂ କରିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିଶେଷକରି ସେହି ଝିଅମାନଙ୍କ ପାଇଁ ଯେଉଁମାନେ ସ୍କୁଟି ଚଳାଉଛନ୍ତି। ଅନେକ ଲୋକ ତାଙ୍କୁ 'ପାପା କି ପରୀ' ବୋଲି ଟ୍ୟାଗ୍…
ଥଣ୍ଡା ବଢିବା ସହ ବଢୁଛି କରୋନା ମାମଲା, ଭାରତରେ କ’ଣ ରହିଛି ସ୍ଥିତି ଜାଣି ନିଅନ୍ତୁ
ନୂଆଦିଲ୍ଲୀ:ଦୀର୍ଘ ୨ ବର୍ଷରୁ ଅଧିକ ସମୟ କରୋନା ସହ ଲଢିବା ପରେ ସାରା ବିଶ୍ୱରେ ପରିସ୍ଥିତି ପୁନର୍ବାର ସ୍ୱଭାବିକ ହେବାକୁ ବସିଥିବା ବେଳେ ଏବେ ପୁଣି ଥଣ୍ଡା ବଢିବା ସହିତ କରୋନାର ବିପଦ ଘନେଇ ଆସିଲାଣି । ଗତ କିଛି…