Browsing Category

ଦେଶ

EDର ବଡ଼ ଦାବି: CM ଭୂପେଶ ବଘେଲ ମହାଦେବ ବେଟିଂ ଆପର ପ୍ରମୋଟରଙ୍କ ଠାରୁ ୫୦୮ କୋଟି ନେଇଛନ୍ତି

ନୂଆଦିଲ୍ଲୀ: ଚଳିତ ମାସ ୭ ଓ ୧୭ ତାରିଖରେ ଦୁଇଟି ପର୍ଯ୍ୟାୟରେ ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଆସିଛି ଏକ ବଡ଼ ଖବର । ମହାଦେବ ବେଟିଂ ଆପର…

ରିଜର୍ଭ ବ୍ୟାଙ୍କରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଲେ ଆଉ ଜଣେ ଓଡ଼ିଆ: ଗୌରବ ଆଣିଲେ ମନୋରଞ୍ଜନ ମିଶ୍ର

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତରେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ଦବଦବା ଜାରି ରହିଛି । କ୍ରୀଡ଼ାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ଗୌରବ ଆଣୁଛନ୍ତି । ଆଜି ଆଉ ଜଣେ ଓଡ଼ିଆ ପୁଣିଥରେ ଓଡ଼ିଶା ପାଇଁ ଗୌରବ…

ମୋ ବିରୋଧରେ ଆସିଥିବା ଅଭିଯୋଗରେ ୧ ପ୍ରତିଶତ ବି ସତ୍ୟତା ନାହିଁ; ୟୁଟ୍ୟୁବର ଏଲଭିସ୍ ଯାଦବ

ନୂଆଦିଲ୍ଲୀ: ବିଗବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ବିରୁଦ୍ଧରେ ରେଭ୍ ପାର୍ଟିରେ ସ୍ନେକ୍ ବାଇଟ୍ ପ୍ରୋଭାଇଡ୍ କରିବା ନେଇ ନୋଏଡା ସେକ୍ଟର ୪୯ରେ ଏଫଆଇଆର ରୁଜୁ ହୋଇଛି । ତେବେ ଏହାକୁ ନେଇ ଏଲଭିସ୍ ସୋସିଆଲ…

NTAର ଘୋଷଣା: ୨୦୨୪-୨୫ ଶିକ୍ଷାବର୍ଷରେ ଦୁଇ ଥର ହେବ JEE Main, ହ୍ରାସ ପାଇଲା ଛାତ୍ରଛାତ୍ରୀଙ୍କ ଆବେଦନ ଫିସ୍

ନୂଆଦିଲ୍ଲୀ: ଆସନ୍ତା ଶିକ୍ଷାବର୍ଷ ୨୦୨୪-୨୫ରେ ୨ ଥର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ) ଅନୁଷ୍ଠିତ ହେବ । ଜାନୁଆରୀ ୨୪ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ । ସେଥିରେ ଓଡ଼ିଆ, ଇଂରାଜୀ,…

ତାଜମହଲ କିଏ ନିର୍ମାଣ କରିଥିଲେ? ହାଇକୋର୍ଟ କହିଲେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ କରିବ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ହେଉଛି ତାଜମହଲ । ଆମେ ଜାଣିଛୁ ମୋଗଲ ଶାସକ ଶାହଜାହାନ ତାଜମହଲ ନିର୍ମାଣ କରାଇଥିଲେ ବୋଲି । କିନ୍ତୁ ଏବେ ହିନ୍ଦୁ ସେନା ଦାବୀ କରିଛନ୍ତି କି ଶାହଜାହାନ ନୁହଁନ୍ତି…

Professor of Practice ପାଇଁ UGCର ନୂଆ ଗାଇଡଲାଇନ୍: NET, Ph.D ଜରୁରୀ ନୁହେଁ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପ୍ରଫେସର ଅଫ୍ ପ୍ରାକ୍ଟିସ (ପିଓପି) ସଂଖ୍ୟା ବଢ଼ାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିପାଇଁ…

୧୪ ଲକ୍ଷ ସରକାରୀ କର୍ମଚାରୀଙ୍କ ଲାଗି ଦୀପାବଳି ବୋନସ୍ ଘୋଷଣା କଲେ ରାଜ୍ୟ ସରକାର, ବର୍ଦ୍ଧିତ ଦରରେ ମିଳିବ ବି ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଯୋଗୀ ସରକାର ତାଙ୍କ କର୍ମଚାରୀଙ୍କୁ ବଡ ଉପହାର ଦେଇଛନ୍ତି । ସରକାର ଦୀପାବଳି ପୂର୍ବରୁ ବୋନସ୍ ଓ ମହଙ୍ଗା ଭତ୍ତା ଘୋଷଣା କରି ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ…

ସଭାପତିଙ୍କୁ ଭେଟି କ୍ଷମା ମାଗିନିଅ, ରାଘବ ଚଢାଙ୍କୁ ସୁପ୍ରିମକୋର୍ଟ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିରୁ ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ସୁପ୍ରିମକୋର୍ଟ ଗୃହ ଅଧ୍ୟକ୍ଷଙ୍କୁ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି । ଶୁକ୍ରବାର ଆପ୍ ସାଂସଦଙ୍କ ନିଲମ୍ବନ ଉପରେ ଶୁଣାଣୀ ହୋଇଥିଲା ।…

ପୁଣି ମାଟିତଳୁ ଠାବ ହେଲା ବୃହତ୍ତ ସୁନାର ଭଣ୍ଡାର, ଅତୀତରେ ଏହି ସ୍ଥାନ ଥିଲା ପାଳବଂଶ ରାଜଧାନୀ

ନୂଆଦିଲ୍ଲୀ: ଭାରତକୁ ଦିନେ କୁହାଯାଉଥିଲା ସୁନାର ଚଢେଇ । ଏବେ ଏହାର ଏକ ସଦ୍ୟତମ ପ୍ରମାଣ ସାମ୍ନାକୁ ଆସିଛି । ଦେଶରେ ଲଗାତର ବୃହତ୍ତ ସୁନାର ଭଣ୍ଡାର ସନ୍ଧାନ ମିଳିବାର ଧାରା ଜାରି ରହିଛି । ଏହି କ୍ରମରେ ଆଉ ଏକ ବଡ…

ନିର୍ବାଚନ ଲଢିବା ନେଇ କଙ୍ଗନା ଦେଲେ ସଂକେତ, କହିଲେ ପ୍ରଭୁଙ୍କ କୃପା ଥିଲେ ନିଶ୍ଚୟ ଏଥର ଲଢିବି

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ଫିଲ୍ମ କାରଣରୁ ଯେତିକି ଚର୍ଚ୍ଚାରେ ରହିଥାନ୍ତି ନିଜର ରାଜନୈତିକ ବୟାନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ରାଜନୀତିରେ ଏଣ୍ଟ୍ରୀକୁ ନେଇ ମଧ୍ୟ…