Browsing Category

ଦେଶ

ଅଲ କାଏଦା ଆତଙ୍କବାଦୀ ଗିରଫ, ନକଲି ପ୍ରମାଣପତ୍ର ଦେଖାଇ ୮ ବର୍ଷ ହେବ ସୁରଟରେ ରହି ଆସୁଥିଲା

ସୁରଟ: ଗୁଜରାଟର ସୁରଟରୁ କ୍ରାଇମ୍ ବ୍ରାଞ୍ଚ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି । ଧରାପଡିଥିବା ଏହି ଆତଙ୍କବାଦୀ ବାଙ୍ଗଲାଦେଶର ନାଗରିକ । ଏହି ଆତଙ୍କବାଦୀ ଗତ…

୨୦ କୋଟି ନ ଦେଲେ ମୁକେଶ ଅମ୍ବାନୀଙ୍କୁ ଜୀବନରୁ ମାରିଦେବାକୁ ମିଳିଛି ଧମକ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ୨୭ ଅକ୍ଟୋବର ଦିନ ଏକ ଇମେଲ୍ ଜରିଆରେ ହତ୍ୟା ଧମକ ମିଳିଛି । ତାଙ୍କ ଠାରୁ ୨୦ କୋଟି ଟଙ୍କା ଦାବୀ ବି କରାଯାଇଛି । ୨୦ କୋଟି ନ ଦେଲେ ତାଙ୍କୁ ହତ୍ୟା…

ସେକ୍ସ ପାଇଁ ୧୪ ବର୍ଷୀୟ ଝିଅର ସମ୍ମତି ଆଇନ ଦୃଷ୍ଟିରୁ ଅବୈଧ: ଟ୍ୟୁସନ୍ ସାରଙ୍କୁ ହାଇକୋର୍ଟଙ୍କ ଝଟକା

ନୂଆଦିଲ୍ଲୀ: ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ଟ୍ୟୁସନ୍ ଶିକ୍ଷକଙ୍କୁ ଜାମିନ ପ୍ରଦାନ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି । ଛାତ୍ରୀଙ୍କୁ ଟ୍ୟୁସନ ଦେଉଥିବା ଅଭିଯୁକ୍ତ…

ଶତକ ମାରିଲା ପିଆଜ ଦାମ୍: ଆଗକୁ କେଜି ୨୦୦ ଟପିପାରେ, ଗ୍ରାହକ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ: ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପିଆଜ ଦରରେ ଲାଗିଛି ନିଆଁ । ଦେଶରେ ଏବେ ପିଆଜର ଦାମ୍ ୪୩.୨୭ ଟଙ୍କା ରହିଥିବା କେନ୍ଦ୍ର ସରକାରଙ୍କ ଗ୍ରାହକ ବ୍ୟାପାର ବିଭାଗ ପ୍ରଦତ୍ତ ତଥ୍ୟରୁ…

ବିନା ଆଧାରକାର୍ଡରେ ରାମଲାଲା ପ୍ରାଣ ପ୍ରତିଷ୍ଠା ସମାରୋହରେ ମିଳିବନି ଏଣ୍ଟ୍ରି: ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍

ଅଯୋଧ୍ୟା: ୨୨ ଜାନୁୟାରୀ ୨୦୨୪ ରେ ରାମଲାଲା ପ୍ରାଣ ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାଣ ପ୍ରତିଷ୍ଠାର ଅନ୍ତିମ ସମୟ ଦ୍ୱିପହର ୧୨ ଟାରୁ ଆରମ୍ଭ ହେବ ଏବଂ ଦ୍ୱିପହର ୧୨:୪୫ ରୁ ୧ ଟା ମଧ୍ୟରେ…

ରୋଜଗାର ମେଳା: ଆଜି ୫୧ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆୟୋଜିତ ହେବାକୁ ଥିବା ରୋଜଗାର ମେଳାରେ ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ସୂଚନା ଦିଆଯାଇଛି…

ଶରଦ ପୂର୍ଣ୍ଣିମାରେ କରନ୍ତୁ ନାହିଁ ଏହି ଭୁଲ, ପଳନ କରନ୍ତୁ ଏହି ନିୟମ

ଓଡିଶା ଭାସ୍କର : ହିନ୍ଦୁ ଧର୍ମରେ ଆଶ୍ୱିନ ମାସର ପୂର୍ଣ୍ଣିମା ସବୁଠାରୁ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହି ଦିନ ଚନ୍ଦ୍ର ତାହାର ଷୋଳ କଳାରେ ପରିପୂର୍ଣ୍ଣ ହୋଇଥାଏ । ଏଥି ପାଇଁ ଏହି ଦିନ ରାତିରେ ଚନ୍ଦ୍ର କିରଣରେ ଖିରି ରଖି…

ଟିପୁ ସୁଲତାନଙ୍କ ଖଣ୍ଡା ନିଲାମ, କିଣିଲେନି କେହି, ଜାଣନ୍ତୁ କେତେ କୋଟିରୁ ଆରମ୍ଭ ହୋଇଥିଲା ଡାକ ?

ନୂଆଦିଲ୍ଲୀ : ଟିପୁ ସୁଲତାନ ଅଙ୍ଗଲ ମଇସୁର ଯୁଦ୍ଧ ଇଂରେଜମାନଙ୍କ ବିରୋଧରେ ଲଢିଥିଲେ । ଟିପୁ ସୁଲତାନଙ୍କ ଏକ ଖଣ୍ଡା ଲଣ୍ଡନରେ ନିଲାମ ହୋଇଥିଲା । କିନ୍ତୁ ଏହାକୁ ଏବେ ପର୍ଯ୍ୟନ୍ତ କେହି କିଣୁ ନାହାନ୍ତି । ଏହି ଖଣ୍ଡାକୁ…

ଚା’ ମିଳିବାକୁ ଡେରି ହେବାରୁ ନିଜ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇଲେ ବୃଦ୍ଧ

ଉତ୍ତର ପ୍ରଦେଶ : ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଗୋଟିଏ ଛୋଟ କଥାରୁ ଦେଖିବାକୁ ମିଳିଛି ଏକ ବଡ ଘଟଣା । ଏଠାରେ ଜଣେ ବୃଦ୍ଧ ବ୍ୟକ୍ତି ଏକ ଛୋଟ କଥାକୁ ନେଇ ଆତ୍ମହତ୍ୟା କରିଥିବା ମାମଲା ସାମ୍ନାକୁ ଆସିଛି । ୬୫ ବର୍ଷର…

ମେଳା ଦେଖିବା ବାହାନାରେ ଆସି ପରସ୍ପରକୁ ବିବାହ କଲେ ୨ଝିଅ; ଏତଲା ପରେ ଉଭୟଙ୍କୁ ଅଟକ ରଖିଛି ପୋଲିସ

ଜମୁଇ: ବିହାରର ଜମୁଇରୁ ଏକ ସମଲିଙ୍ଗୀ ବିବାହ ମାମଲା ସାମ୍ନାକୁ ଆସିଛି। ଦୁଇ ଝିଅ ପରସ୍ପରକୁ ଭଲ ପାଉଥିଲେ ଏବଂ ଏହାପରେ ଦୁହେଁ ମନ୍ଦିରରେ ବିବାହ କରିଥିଲେ । ୨୦ ବର୍ଷୀୟା କୁମକୁମଙ୍କ ମଥାରେ ୧୮ ବର୍ଷୀୟା ନିଶା ସିନ୍ଦୂର…