Browsing Category

ଦେଶ

(Video) ୬୦୦ ଯୁବତୀଙ୍କୁ ପାଖରେ ରଖି ଦେହ ବେପାର କରାଉଥିଲେ ଆତ୍ମଘୋଷିତ ବାବା

ଓଡ଼ିଶା ଭାସ୍କର: ଭାରତର ରୋମିଓ ବାବା ଭୀମାନନ୍ଦ ବାବା, ଯାହାକୁ କେବଳ ପସନ୍ଦ ଥିଲା ସୁନ୍ଦରୀ ଝିଅ । ୬୦୦ ସୁନ୍ଦରୀ ଝିଅଙ୍କୁ ପାଖରେ ରଖିଥିଲା ଆଉ ନିଜେ ସୁଖ ନେଉଥିଲା, ଲୋକଙ୍କୁ ବି ବାଣ୍ଟୁଥିଲା । ଏ ବାବାଙ୍କ କଥା…

(Video)ଗ୍ରେଟର ନୋଏଡାର ହାଇରାଇଜ ସୋସାଇଟିରେ ଅଟକିଲା ଲିଫ୍ଟ,ଫସିଥିଲେ ୪ ଜଣ

ଗ୍ରେଟର ନୋଏଡା : ଦେଶର ବଡ ସହରମାନଙ୍କରେ ଥିବା ସୋସାଇଟିରେ ଲିଫ୍ଟର ଅନେକ ଦୁର୍ଘଟଣା ଦେଖିବାକୁ ମିଳିଥାଏ । ଦିଲ୍ଲୀ ଏନସିଆର ଏବଂ ଗ୍ରେଟର ନଏଡାରୁ ମଧ୍ୟ ଏପରି ଖବର ସାମ୍ନାକୁ ଆସିଛି । ତେବେ ସବୁଠାରୁ ତାଜା ଘଟଣା ଏବେ…

ଜାଣନ୍ତୁ ପୁରୁଷଙ୍କୁ କାହିଁକି ହୋଇଥାଏ ‘ବ୍ରେଷ୍ଟ କ୍ୟାନସର’ ଓ ଏହାର ଲକ୍ଷଣ ?

ଓଡ଼ିଶା ଭାସ୍କର: ବ୍ରେଷ୍ଟ କ୍ୟାନସର ସାଧାରଣତଃ ମହିଳାମାନଙ୍କୁ ହୋଇଥାଏ ବୋଲି ଆମେ ଭାବିଥାଉ । ହେଲେ ଏବେ ଏହା ପୁରୁଷଙ୍କ ଠାରେ ଦେଖାଦେବାର ଆଶଙ୍କା ମଧ୍ୟ ରହିଛି, ଯଦିଓ ପୁରୁଷଙ୍କ ଠାରେ ମହିଳାମାନଙ୍କ ଠାରୁ କମ୍‌…

ଦିଲ୍ଲୀ ବାୟୁ ହେଉଛି ବିଷାକ୍ତ,GRAP ର ଦ୍ୱିତୀୟ ଫେଜ ଲାଗୁ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଥଣ୍ଡା ବଢିବା ସହିତ ବାୟୁ ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି । ପାଣିପାଗ ବିଭାଗ ୨୩ ଏବଂ ୨୪ଅକ୍ଟୋବର ଦିଲ୍ଲୀରେ ବାୟୁର କ୍ୱାଲିଟି ସୂଚଙ୍କାକ ବହୁତ ଖରାପ ହେବ ବୋଲି ଅନୁମାନ କରାଯାଉଛି…

ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଓୱେସିଙ୍କ ପ୍ରତିକ୍ରିୟା; ‘୮୦ ବର୍ଷ ଧରି ପାଲେଷ୍ଟାଇନ ମାଟିରେ ରହିଛି ଇସ୍ରାଏଲ’

ହାଇଦ୍ରାବାଦ: (ଓଡ଼ିଶା ଭାସ୍କର) ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ଇସ୍ରାଏଲ ଉପରେ ଆଣିଛନ୍ତି ଅଭିଯୋଗ । ଇସ୍ରାଏଲ ଗତ ୮୦ ବର୍ଷ ଧରି ପାଲେଷ୍ଟାଇନ୍ ଜମି ଦଖଲ କରି ଆସୁଛି ବୋଲି…

ଏହି ୱେବସାଇଡରେ Amazon-Flipkartରୁ ବି କମ୍ ଦାମରେ ମିଳୁଛି ଜିନିଷ! ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ପାର୍ବଣ ଋତୁ ଆରମ୍ଭ ହୋଇଛି, ଏପରି ପରିସ୍ଥିତିରେ ଅନେକ ଅନଲାଇନ ସପିଂ ୱେବସାଇଟ ସକ୍ରିୟ ହୋଇଯିବ ଏବଂ ସେମାନଙ୍କ ଜିନିଷଗୁଡିକ ବହୁତ ଲାଭଜନକ ମୂଲ୍ୟରେ ପ୍ରଦାନ କରାଯିବ । ଏହି ୱେବସାଇଟ ଗୁଡିକ ମଧ୍ୟରେ ପ୍ରଥମ ନାମ ଆମାଜନ…

(Video) ରିଲ୍ସ ଷ୍ଟାରଙ୍କ ପ୍ରେମରେ ପାଗଳ ଟ୍ରକ୍ ଡ୍ରାଇଭର…’ତୁମେ ଅସୁସ୍ଥ ଅଛ ମୁଁ ଟ୍ରକ୍ ଚଳାଇପାରୁନି…’

ଓଡ଼ିଶା ଭାସ୍କର: ଯେବେ ଠୁ ରିଲ୍ସ ଷ୍ଟାର ସଂଚିତାଙ୍କୁ ପ୍ରଥମ ଥର ପାଇଁ ମୁଁ ଫୋନ୍‌ରେ ଦେଖିଥିଲେ । ମୋ ଆଖି ଲାଖି ଯାଇଥିଲା । ଆଉ ସେବେ ଠାରୁ ମୋ ମନ ତାଙ୍କ ପାଖରେ ଲାଗିଗଲା । ସଂଚିତାଙ୍କ ପାଇଁ ହୃଦୟରେ ଘର କରି ରଖିଛି…

‘ମୋ ବ୍ୟାଗ୍‌ରେ ବମ୍ ଅଛି’ , ହଠାତ୍ ଏପରି କହି ଚିଲାଇଲେ ବିମାନର ଜଣେ ଯାତ୍ରୀ, ତା’ପରେ ଯାହା ହେଲା…

ନୂଆଦିଲ୍ଲୀ: ଆକାଶ ଏୟାରଲାଇନ୍ସର ଏକ ବିମାନରେ ବସିଥିବା ଜଣେ ଯାତ୍ରୀ ଶନିବାର ଉଡାଣ ମଧ୍ୟରେ ନିଜ ପାଖରେ ବମ୍ ଅଛି ବୋଲି କହି ବଡ ପାଟିରେ ଚିଲାଇଥିଲା । ଏହାପରେ ସମସ୍ତ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଥିଲା…

ରାଜସ୍ଥାନ ନିର୍ବାଚନ; ଉଭୟ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

ଓଡ଼ିଶା ଭାସ୍କର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲେ ଉଭୟ ବିଜେପି ଓ କଂଗ୍ରେସ । ରାଜସ୍ଥାନ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ 33 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ସେହିପରି…

(Video) କଲେଜ ମଞ୍ଚରେ ‘ଜୟ ଶ୍ରୀ ରାମ’ ସ୍ଲୋଗାନ ଦେଲେ ଏହି ଛାତ୍ର, ପ୍ରଫେସର କହିଲେ ଆଉଟ.. ଆଉଟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗାଜିଆବାଦର ଏବିଏସ୍ ଇଞ୍ଜିନିୟରିଂ କଲେଜରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଜଣେ ଛାତ୍ର ମଞ୍ଚରୁ 'ଜୟ ଶ୍ରୀ ରାମ' ସ୍ଲୋଗାନ ଦେଇଥିଲେ। ଏହା ଉପରେ ମହିଳା ପ୍ରଫେସର ତାଙ୍କୁ ଗାଳିଗୁଲଜ କରି ମଞ୍ଚରୁ…