fbpx
Browsing Category

ଦେଶ

କରୋନା ପାଇଁ କଠୋର ହେଲା ଭାରତ

ନୂଆଦିଲ୍ଲୀ,୨ ।୩: ଚୀନରେ ବ୍ୟାପୁଥିବା ମହାମାରୀ କରୋନା ଭାଇରସ୍ ଧିରେ ଧିରେ ସମଗ୍ର ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ରାଜଧାନୀ ଦିଲ୍ଲୀ ଓ ତେଲେଙ୍ଗାନାରେ ୨ ଜଣ ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ…

ଫାଶି ତାରିଖ ଟଳିବା ପରେ ନିର୍ଭୟାଙ୍କ ମାଆଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ, ୨ା୩: ଫାଶି ତାରିଖ ଟଳିବା ପରେ ନିର୍ଭୟାଙ୍କ ମାଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଫାଶୀ ବାରମ୍ବାର ଘୁଞ୍ଚିବା ଆମ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନିଜ ରାୟ କାର୍ଯ୍ୟକାରୀ…

ନିର୍ଭୟା ମାମଲା, ଆସନ୍ତାକାଲି ଦିଆଯିବନି ଫାଶି

ନୂଆଦିଲ୍ଲୀ, ୨ା୩: ଆସନ୍ତାକାଲି ନିର୍ଭୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କୁ ଫାଶି ଦିଆଯିବନି । ଫାଶୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ପରବର୍ତ୍ତୀ ଆଦେଶ ଯାଏଁ ଫାଶୀ ସ୍ଥଗିତ…

ମାର୍ଚ୍ଚ ୫ରେ ଉତକ୍ଷେପଣ ହେବ GSLV-F10

ଶ୍ରୀହରିକୋଟା, ୨ା୩: ଆନ୍ଧ୍ରର ଶ୍ରୀହରିକୋଟାରୁ ସାଟେଲାଇଟ GIST-1 ଛଡ଼ାଯିବା ନେଇ ସୂଚନା ମିଳିଛି । GIST-1କୁ କକ୍ଷପଥରେ ପରିବହନକାରୀ ଯାନ GSLV-F10 ଛାଡ଼ିବ । ମାର୍ଚ୍ଚ ୫ରେ ଅପରାହ୍ନ ୫ଟା ୪୩ରେ GSLV-F10 ଉତକ୍ଷେପଣ…

ନିର୍ଭୟା ମାମଲା, ପବନର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ, ୨ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା କରିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଛି । ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ…

ନିର୍ଭୟା ଦୋଷୀଙ୍କୁ କାଲି ହେବ କି ନାହିଁ ଫାଶୀ ? ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨ ।୩: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାର ଦୋଷୀ ପବନ କୁମାରର ଡେଥ୍ ୱାରେଣ୍ଟ ରୋକ ଆବେଦନ ଉପରେ ଆଜି ଶୁଣାଣି ହୋଇଛି । ଶୁଣାଣି ପରେ ରାୟକୁ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ…