
Browsing Category
ଦେଶ
ରାସନ କାର୍ଡରେ ଆଧାର ଲିଙ୍କ୍ କରିବାର ସମୟସୀମା ବୃଦ୍ଧି କଲେ ସରକାର, ଜାଣନ୍ତୁ କଣ ରହିଛି ଲିଙ୍କ କରିବାର ପ୍ରସେସ୍
ରାସନ କାର୍ଡ ସହିତ ଆଧାର ଲିଙ୍କ୍ କରିବା ସମୟ ସିମାକୁ ଜୁନ୍ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନାରେ ସମସ୍ତ କାର୍ଡଧାରୀଙ୍କୁ ସାମିଲ କରିବା…
ସ୍କୁଲ ବସରେ ମଦ ପିଇଲେ ଛାତ୍ରଛାତ୍ରୀ: ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ୍
ନୂଆଦିଲ୍ଲୀ: ତାମିଲନାଡୁର ଏକ ସ୍କୁଲ ଛାତ୍ରଛାତ୍ରୀ ମାନେ ବସରେ ମଦ ପିଇବାର ଭିଡିଓ ବେଶ ଭାଇରାଲ ହୋଇଛି । ସ୍କୁଲ ବସରେ ଥିବା ସମୟରେ ତଥା ସ୍କୁଲ ୟୁନିଫର୍ମ ପିନ୍ଧି ଛାତ୍ରଛାତ୍ରୀ ମାନେ ମଦ ପିଇଥିଲେ । ତାମିଲନାଡୁର…
ମନ୍ଦିର ମେଳାରେ ଦୋକାନ ଖୋଲିବାକୁ ମୁସଲିମଙ୍କୁ ନାହିଁ ଅନୁମତି, ରାଜ୍ୟ ସରକାରକୁ କଂଗ୍ରେସର ଟାର୍ଗେଟ୍
ବେଙ୍ଗାଲୁରୁ : କର୍ଣ୍ଣାଟକର ମେଙ୍ଗାଲୁରୁରୁ ଏକ ଆଚମ୍ବିତ ଘଟଣା ସାମ୍ନାକୁ ଆସିଛି। ଏଠାକାର ବପ୍ପନାଡୁ ଦୁର୍ଗାପରମେଶ୍ଵରୀ ମନ୍ଦିରର ବାର୍ଷିକ ମେଳାରେ ମୁସଲିମ ବ୍ୟବସାୟୀଙ୍କୁ ଷ୍ଟଲ୍ ଖୋଲିବା ଉପରେ କଟକଣା ଲଗାଯାଇଛି।…
‘ଘଣ୍ଟାକୁ ୨୦୦ ଟଙ୍କା’ କ୍ୟାବିନ ନେଇ ଅଶ୍ଲୀଳ କାମ କରୁଥିଲେ ପ୍ରେମିକ-ପ୍ରେମିକା, ଏମିତି ଆକ୍ସନ ନେଲା ପୋଲିସ
ତେଲେଙ୍ଗାନା: ହୋଟେଲ ଓ କାଫେରେ କପଲଙ୍କୁ ଏଣ୍ଟ୍ରି ନେଇ ଟଙ୍କା ଲୁଟିବା ଓ କପଲଙ୍କ ଦ୍ୱାରା ଅନୈତିକ କାମ କରିବା ଭଳି ମାମଲା ବିରୋଧରେ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କାଫେରେ ହୋଇଥିବା କ୍ୟାବିନକୁ ହଟାଇବାକୁ…
ଉଦାହରଣ ସୃଷ୍ଟି କଲେ ବିଚାରଧୀନ କଏଦୀ, ଆଇଆଇଟି ଜାମରେ କଲେ କ୍ଵାଲିଫାଏ, ୫୪ତମ ରାଙ୍କ ହାସଲ
ନୂଆଦିଲ୍ଲୀ: କୁହାଯାଏ ଯେବେ ମଣିଷର ଇଚ୍ଛା ଶକ୍ତି ଦୃଢ ହୋଇଯାଏ ସେ ସବୁ କିଛି କରିପାରେ। ନିଜର ଲକ୍ଷ୍ୟ ହାସଲ କରିବାକୁ କେବେ ବି ପଛଘୁଞ୍ଚା ଦେଇନଥାଏ। ଏମିତି କିଛି ପ୍ରମାଣ କରି ଦେଖାଇଛନ୍ତି ନଓ୍ଵାଦା ମଣ୍ଡଳ…
୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା: ଲାଗିଲା ଏଭଳି ଏକ ସଙ୍ଗୀନ ଆରୋପ
କଲମ୍ବୋ: ଭାରତର ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କାର ନୌସେନା ବିଭାଗ । ସାମୁଦ୍ରିକ ସୀମା ଉଲ୍ଲଙ୍ଘନ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା କୁହାଯାଇଛି । ତେବେ ଗିରଫ ହୋଇଥିବା ମତ୍ସ୍ୟଜୀବୀ…
ଚୁପ ରହୁଛି ଭାରତ: ଋଷର ମାନବୀୟ ସଙ୍କଟ ପ୍ରସ୍ତାବ ଉପରେ ପ୍ରସ୍ତାବକୁ ଭୋଟ ଦେଲାନି ଇଣ୍ଡିଆ
ନୂଆଦିଲ୍ଳୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ(UNSC)ରେ ୟୁକ୍ରେନର ମାନବିକ ସଂକଟ ଉପରେ ଋଷର ପ୍ରସ୍ତାବ ଉପରେ ଭୋଟଦାନରୁ ନିଜକୁ ଦୂରେଇ ରଖିଛି ଭାରତ । ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉପରେ ଭାରତ ଏହାର ନିରପେକ୍ଷତାକୁ…
୧୦୦ ଟଙ୍କାର ତେଲ କିଣିଲେ ଜାଣନ୍ତୁ କେତେ ରହୁଛି ଟାକ୍ସ: ନଚେତ ହୋଇପାରନ୍ତି ଠକାମୀର ଶିକାର
ନୂଆଦିଲ୍ଲୀ: ସାଢେ ୪ ମାସର ବ୍ୟବଧାନ ପରେ ପୁଣି ବଢୁଛି ପେଟ୍ରୋଲ ଏବଂ ଡିଜେଲ ଦର । ଲଗାତାର ଦ୍ୱିତୀୟ ଦିନରେ ପେଟ୍ରୋଲ ୮୦ ପଇସା ପ୍ରତି ଲିଟର ବୃଦ୍ଧି ପାଇଛି । ଇନ୍ଧନ ଖୁଚୁରା ବ୍ୟସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ,…
‘ଗୋଟିଏ ରାତି ମୋ ସହ ଶୋଇଲେ ବିଜେପିରୁ ଟିକେଟ୍ ଦେବି’: BJP ନେତାଙ୍କ ଅଶ୍ଲୀଳ ଅଫର୍
ପନ୍ନା: ରାଜନୀତିର ଉପର ଦେଖିବା ଯେତେ ଭଲ, ଭିତର ସେତେ କଳୁଷିତ । ଦିନକୁ ଦିନ ରାଜନେତାଙ୍କର ଖରାପ କାର୍ଯ୍ୟକଳାପ ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏପରି ଏକ ଘଟଣା, ଯାହାକୁ ଶୁଣି…
ଦ କାଶ୍ମୀର ଫାଇଲ୍ସ ଆଲୋଚନା ପଡ଼ିଲା ମହଙ୍ଗା: ଦଳିତ ଯୁବକଙ୍କୁ ନାକ ରଗଡେଇଲେ ଗ୍ରାମବାସୀ, ୨ ଗିରଫ
ନୂଆଦିଲ୍ଳୀ: ବଲିଉଡ ଫିଲ୍ମ ଦ କାଶ୍ମୀର ଫାଇଲ୍ସକୁ ନେଇ ଚର୍ଚ୍ଚା ଥମିବାର ନା ନେଉନି । ଫିଲ୍ମଟି ବକ୍ସ ଅଫିସରେ ଚମକ୍ରାର ପ୍ରଦର୍ଶନ କରିଥିବା ୧୫୦ କୋଟିରୁ ଅଧିକ ଟଙ୍କା ଆୟ କରିଛି । ତେବେ ଫିଲ୍ମ ସମ୍ପର୍କରେ ଆଲୋଚନା…