
Browsing Category
ଦେଶ
ପରିସ୍ଥିତି ସଙ୍କଟଜନକ: ୟୁକ୍ରେନରୁ ଫେରିଲେ ଆଉ ୧୮୨ ଭାରତୀୟ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଛି ରୁଷିଆ । ୟୁକ୍ରେନ ବିରୋଧରେ ସେନା ଅପରେସନ ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ୟୁକ୍ରେନ ସେନାକୁ ଆତ୍ମସମର୍ପଣ ପାଇଁ କହିଛନ୍ତି ରୁଷିଆ ରାଷ୍ଟ୍ରପତି । ଆକ୍ରମଣ…
ଭାରତକୁ ଫେରୁଥିବା ୟୁକ୍ରେନ୍ ବିମାନ ଭଡ଼ା ହେଲା ମହଙ୍ଗା, ସମସ୍ୟାରେ ଡାକ୍ତରୀ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷିଆ ମଧ୍ୟରେ ଜାରି ରହିଥିବା ବିବାଦରେ ଫସିଯାଇଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ଅନେକ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ଭାରତକୁ ଫେରାଇ ଅଣାଯାଇଥିବା ବେଳେ ଆହୁରି ଅନେକ ରହିଯାଇଛନ୍ତି । ସେମାନେ…
ଓମିକ୍ରନ ସାଇଲେଣ୍ଟ କିଲର୍: ପ୍ରଧାନ ବିଚାରପତି
ନୂଆଦିଲ୍ଲୀ: ମହାମାରୀ କରୋନାର ଭାରିଏଣ୍ଟ ଓମିକ୍ରନକୁ ସାଇଲେଣ୍ଟ କିଲର କହିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା । ଏଥିରେ ଆକ୍ରାନ୍ତ ହୋଇଥିଲେ ହେଁ ଏଯାଏ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିବା କଥା ସେ…
ଭାରତ ରଦ୍ଦ କଲା ପ୍ରେଡିଏଟର୍ ଡ୍ରୋନ୍ ଚୁକ୍ତି, ୩ ଆରବ ଡଲାରର ଆମେରିକାଠୁ କିଣି ଥାଆନ୍ତା
ନୂଆଦିଲ୍ଲୀ : ଆମେରିକାଠୁ କିଣିବାକୁ ଥିବା ପ୍ରେଡିଏଟର ଆର୍ମ ଡ୍ରୋନ ଚୁକ୍ତିକୁ ରଦ୍ଦ କରିଛି ଭାରତ । ସୂଚନା ଅନୁଯାୟୀ, ଭାରତ ଆମେରିକାଠୁ କିଣିବାକୁ ଥିବା ୩ ଆରବ ଡଲାରର ଚୁକ୍ତିକୁ ରଦ୍ଦ କରିଦେଇଛି । ଭାରତ ଏବେ ନିଜର…
ଆଜିଠୁ ବର୍ଷା ସହ ବଜ୍ରପାତ ସମ୍ଭାବନା, ୨୫ରୁ ବଢ଼ିବ ବର୍ଷା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଫଗାନିସ୍ଥାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ପଶ୍ଚିମା-ଝଡ ପ୍ରଭାବରେ ରାଜ୍ୟରେ ୨୪ ରୁ ବର୍ଷା ସମ୍ଭାବନା ରହିଛି । ସେହିପରି ୨୫ରୁ ବର୍ଷା ବଢିବ ଏବଂ କିଛି ଜିଲ୍ଲାରେ ବିଜୁଳି…
ନୱାବ ମଲିକଙ୍କ ଗିରଫ ମାମଲା: ଶରଦ ପୱାରଙ୍କୁ ଫୋନ୍ କଲେ ମମତା ଦିଦି
ନୂଆଦିଲ୍ଲୀ: ଏନସିପି ନେତା ତଥା ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ଗିରଫଦାରୀ ପରେ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ଫୋନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ରୀୟ ତଦନ୍ତକାରୀ…
ଦୁର୍ବୃତ୍ତଙ୍କ କଳା ନଜରରୁ ବର୍ତ୍ତି ପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀ: ଆଲମାରୀ ଭାଙ୍ଗି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି
ଜମୁଇ: ଦେଶରେ ଚୋର ତସ୍କରଙ୍କ ଉତ୍ପାତ ବ୍ୟାପିବାରେ ଲାଗିଛି । ବିନା ଭୟରେ ଖୁଲ୍ଲମ ଖୁଲା ଲୁଟି ଚାଲିଛନ୍ତି ଦୁର୍ବୃତ୍ତ । ଏମାନଙ୍କ ଚୋର ନଜରରୁ ବର୍ତ୍ତି ପାରିନାହାନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ତାଲା ଭାଙ୍ଗି ଘରେ ପଶିବା…
ଷ୍ଟେଜ ଉପରେ ବସ୍ ଉଠ୍ ହେଲେ ବିଜେପି ବିଧାୟକ: ଜାଣନ୍ତୁ କଣ ଥିଲା କାରଣ, VIDEO
ନୂଆଦିଲ୍ଳୀ: ବର୍ଷ ଯାକ ଲୋକଙ୍କ ସାମ୍ନାକୁ ଆସୁନଥିବା ନେତା ନିର୍ବାଚନ ଋତୁରେ କିନ୍ତୁ ବେଶ ସକ୍ରିୟ ହୋଇ ପଡନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ । ନିଜର ପ୍ରତିଶ୍ରୁତି…
କପି କରିବାର ବାହାର କରିଥିଲେ ନୂଆ ଟେକନିକ: କିନ୍ତୁ ପରୀକ୍ଷାରେ ଧରା ପଡିଗଲେ ଦୁଇ MBBS ଛାତ୍ର
ଭୋପାଲ: କଲେଜରେ ଚାଲିଥିଲା ମୁନ୍ନା ଭାଇ ଗଈଈଝ ରିଏଲ ଷ୍ଟୋରୀ । ରିଲ ହେଉଥିଲା ରିଏଲ । କିନ୍ତୁ ଟିକକରେ ଖେଳ ବିଗିଡିଗଲା । କୁହନ୍ତି ନା, ଚୋର ଘର ସବୁବେଳେ ଅନ୍ଧାର ନଥାଏ । ପରିକଳ୍ପିତ ସିନେମାରେ ସିନା ସମସ୍ତଙ୍କୁ…
ବଦଳିବେ ମୁଖ୍ୟମନ୍ତ୍ରୀ: ରାଜ୍ୟର ମୁଖିଆ ପରିବର୍ତ୍ତନ କରିବା ପାଇଁ ବିଜେପି ନେତାଙ୍କ ଦାବି, ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ
ପୁଣେ: ମହାରାଷ୍ଟ୍ରରେ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ବିଜେପି ଏବଂ ମହାବିକାଶ ଅଘାଡି ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ । ତେବେ ଏହି ପରିସ୍ଥିତିରେ ସବୁଠୁ ଚର୍ଚ୍ଚାରେ ଏବେ ରାଜ୍ୟ ବିଜେପି ସଭାପତି…