Browsing Category
ଦେଶ
ଏହି ରାଜ୍ୟରେ ବିବାହ ପୂର୍ବରୁ ଯୁବତୀମାନେ ଗର୍ଭବତୀ ହେବା ବାଧ୍ୟତାମୂଳକ, ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ
ବିବାହକୁ ନେଇ ଅନେକ ପୁରୁଣା ପରମ୍ପରା ଆମ ସମାଜରେ ଆଜି ବି ପ୍ରଚଳିତ । ସାଧାରଣତଃ ବିବାହ ପରେ ଜଣେ ନାରୀ ମାତୃତ୍ୱର ଅଧିକାରୀଣୀ ହୋଇଥାଏ । ମାତ୍ର ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ବିବାହ ପୂର୍ବରୁ ଜଣେ ଯୁବତୀଙ୍କୁ…
ଅକ୍ସିଜେନ୍ ଅଭାବରୁ ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ଏତିକି ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ ୨୩ ।୪ (ଓଡିଶା ଭାସ୍କର) : ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ ।ଏହିପରି ସ୍ଥଳେ ଦେଶର ରାଜଧାନୀ ଦିଲ୍ଲୀରେ କରୋନା…
୨୦୨୦ରେ ସୀମା ପାର୍ କରିଛି ଦାରିଦ୍ର୍ୟ, ଅସମୟରେ ବେରୋଜଗାର ହୋଇଯାଇଛନ୍ତି ଅନେକ ଲୋକ
ନୂଆଦିଲ୍ଲୀ, ୨୩ା୪ : କରୋନା ମହାମାରୀ ଦିନକୁ ଦିନ ସାଂଘାତିକ ରୁପ ନେବାକୁ ଲାଗିଥିବା ବେଳେ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇ ଆସୁଛି । ଭୁତାଣୁର ପ୍ରଥମ ଲହର ଆରମ୍ଭ ହେବା ପରଠାରୁ ହିଁ ଭାରତୀୟ ମାନେ ବେକାରୀ ସମସ୍ୟା…
ଭାଙ୍ଗିଗଲା ନଦୀମ-ଶ୍ରବଣ ଯୋଡ଼ି: ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରାଥୋଡ୍
ମୁମ୍ବାଇ, ୨୩ା୪: ବଲିଉଡର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରାଥୋଡ ଆଉ ନାହାନ୍ତି । କୋଟି କୋଟି ଶ୍ରୋତାଙ୍କୁ ନିଜର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥିବା ନଦୀମ-ଶ୍ରବଣଙ୍କ ଯୋଡ଼ିଙ୍କୁ ଅଲଗା କରିଦେଇଛି କରୋନା ।…
ଏଣିକି ଦୈନିକ ୪ ଘଣ୍ଟା ପାଇଁ ଖୋଲା ରହିବ ବ୍ୟାଙ୍କ, ଅଧା କର୍ମଚାରୀରେ ଚାଲିବ ଅଫିସ କାର୍ଯ୍ୟ
ନୂଆଦିଲ୍ଲୀ, ୨୩ା୪: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ବ୍ୟାଙ୍କଗୁଡ଼ିକର ସମୟସୀମା ହ୍ରାସ କରିବାକୁ ପଦକ୍ଷେପ ନେଇଛି ।…
ଆଜି ପୁଣି ୩ ଲକ୍ଷ ଟପିଲା ପଜିଟିଭଙ୍କ ସଂଖ୍ୟା: ୨୨୬୩ ଜଣଙ୍କ ମୃତ୍ୟୁ, ୩.୩୨ ଲକ୍ଷ ଆକ୍ରାନ୍ତ
ନୂଆଦିଲ୍ଲୀ, ୨୩ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୨୬୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୬ ହଜାର ୯୨୦କୁ…
କୋଭିଡ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର): ମୁମ୍ବାଇର ବିଜୟବଲ୍ଲଭ କୋଭିଡ କେୟାର ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡର ପୀଡ଼ିତମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହାୟତା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ…
ରାଜ୍ୟର ସମସ୍ତ ୟୁନିଭରସିଟି ପରୀକ୍ଷା ଏଣିକି ଅନଲାଇନରେ: ଛାତ୍ରଛାତ୍ରୀ ଘରେ ବସି ଲେଖିବେ ଉତ୍ତର
ରାୟପୁର, ୨୩ା୪: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁନିଭରସିଟି ପରୀକ୍ଷା ପାଇଁ ସରକାର ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ…
ଚୋରି କରି କ୍ଷମା ମାଗିଲା ଚୋର: ପରେ ଜିନିଷ ଫେରାଇଲା ଓ ଲେଖିଲା ‘Sorry, ଏହା କରୋନା ଟିକା ବୋଲି ମୁଁ ଜାଣି ନଥିଲି’
ନୂଆଦିଲ୍ଲୀ, ୨୩ା୪: ଦେଶରେ କରୋନାର ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି । ଏହି ପରିପ୍ରେକ୍ଷୀରେ ହରିୟାଣାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । କରୋନା ଭ୍ୟାକ୍ସିନକୁ ଜଣେ ଚୋର ଚୋରି କରିନେବା ପରେ କ୍ଷମା ପ୍ରାର୍ଥନା…
କୋଭିଡ ହସ୍ପିଟାଲରେ ଲାଗିଲା ନିଆଁ, ଚାଲିଗଲା ୧୨ ଜୀବନ
ମୁମ୍ବାଇ,୨୩ ।୪: କରୋନାର ଦ୍ୱିତୀୟ ଲହର ମାଡିଚାଲିଥିବା ବେଳେ ପଜିଟିଭ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହା ବ୍ୟତିତ ଅକ୍ସିଜେନ୍ ଅଭାବ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା କାରଣରୁ ମଧ୍ୟ ଅନେକ ରୋଗୀଙ୍କର ମୃତ୍ୟୁ…