Browsing Category

ଦେଶ

ଆଜିକାଲି ଲୋକମାନେ ଆଉ ଫିଲ୍ମ ଗୀତ ଶୁଣୁନାହାନ୍ତି: ଶାନ

ମୁମ୍ବାଇ, ୯ା୩: ବଲିଉଡର ପ୍ରଖ୍ୟାତ ଗାୟକ ଶାନଙ୍କ ମତରେ ଆଜିକାଲିର ଲୋକମାନେ ଫିଲ୍ମ ଗୀତ ଶୁଣିବାକୁ ଆଉ ପସନ୍ଦ କରୁନାହାନ୍ତି । ଅତୀତରେ ଫିଲ୍ମ ଗୀତଗୁଡ଼ିକ ଯେପରି ପ୍ରସିଦ୍ଧ ଥିଲା, ଆଜିକାଲି ଆଉ ସେପରି ଦେଖିବାକୁ…

ଏହି ସହରକୁ ଫେରିଲା ସପ୍ତାହନ୍ତ ଲକଡାଉନ , ଜାଣନ୍ତୁ କେଉଁଠି

କରୋନା ଭାଇରସ୍ ସଂକ୍ରମଣର ବୃଦ୍ଧି ହେତୁ ମହାରାଷ୍ଟ୍ରର ନାଶିକ୍ ଜିଲ୍ଲା ପ୍ରଶାସନ ସପ୍ତାହର ଶେଷ ଦୁଇଦିନ ତାଲାବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ସୋମବାର ଦିନ ଜିଲାରେ କରୋନୋ ଜୀବାଣୁଙ୍କ ସଂଖ୍ୟା 626 ରୁ 1,26,570 କୁ…

ଖାଦ୍ୟରେ ନିଶା ଦେଇ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ

ନୂଆଦିଲ୍ଲୀ, ୯ା୩: ରାଜସ୍ଥାନର ଧୌଲପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଛି । ବେହୋସ ଅବସ୍ଥାରେ ପୀଡ଼ିତାଙ୍କୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ…

ଆଇଆଇଟି-ଜେଇଇ ମେନ ରେଜଲ୍ଟ: ଓଡ଼ିଶା ଟପ୍ପର ହେଲେ ଗୌତମ

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ୯୯.୯ ସ୍କୋର କରି ଗୌତମ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପ୍ରକାଶ ପାଇଥିବା ଏହି ରେଜଲ୍ଟ…

ଦେଶରେ ୨୪ ଘଣ୍ଟାରେ ୭୭ ମୃତ, ୧୫ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୯ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୭୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୯୩୦କୁ ବୃଦ୍ଧି…

କୋଲକାତାରେ ଭୟାବହ ଅଗ୍ନିକାଣ୍ଡ: ୯ ମୃତ

କୋଲକାତା, ୯ା୩: କୋଲକାତାର ନୂଆ କୋଇଲାଘାଟ ରେଳ କାର୍ଯ୍ୟାୟରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଅଗ୍ନିଶମ କର୍ମଚାରୀ ଓ ୨ ଆରପିଏଫ ଯବାନ ରହିଛନ୍ତି । ଜଣେ ପୋଲିସ ଏଏସଆଇ ଓ ଅନ୍ୟ ୨ ଜଣ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୧୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୯ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୧୧ ହଜାର ୫୫୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୭୭ ଲକ୍ଷ…