Browsing Category

ଦେଶ

୧୮ରେ ପୁଣି କେନ୍ଦ୍ର-କୃଷକ ବୈଠକ

ନୂଆଦିଲ୍ଲୀ,୮ ।୧: କେନ୍ଦ୍ରର ନୂଆ କୃଷି ଆଇନକୁ ନେଇ ସରକାର-କୃଷକଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ଏହାରି ମଧ୍ୟରେ ଦିଲ୍ଲୀରେ ସରକାର-କୃଷକଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ କଥାବର୍ତ୍ତା ଶେଷ ହୋଇଛି । ଆଜି ବି ବୈଠକରୁ…

କେନ୍ଦ୍ର-କୃଷକ ମଧ୍ୟରେ ଆଲୋଚନା ଜାରି

ନୂଆଦିଲ୍ଲୀ,୮ ।୧: କେନ୍ଦ୍ରର ନୂଆ କୃଷି ଆଇନକୁ ନେଇ ସରକାର-କୃଷକଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ଏହାରି ମଧ୍ୟରେ ଦିଲ୍ଲୀରେ ସରକାର-କୃଷକଙ୍କ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ କଥାବର୍ତ୍ତା ଜାରି ରଖିଛନ୍ତି । ଏହି ବୈଠକ…

ବିଷାକ୍ତ ମଦ ପିଇ ଚାଲିଗଲା ୪ ଜୀବନ

ବୁଲନ୍ଦଶହର,୮ ।୧: ମଦ ନେଲା ଜୀବନ । ଉତ୍ତରପ୍ରଦେଶର ବୁଲନ୍ଦଶହର ଜିଲ୍ଲାର ସିକନ୍ଦରାବାଦ ଗାଁ ଜୀତଗଡିରେ ବିଷାକ୍ତ ମଦକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସେଠାରେ ବିଷାକ୍ତ ମଦ ପିଇବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା…

ଦେଶରେ ଦିନକରେ ୨୩୪ ମୃତ, ୧୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୮ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୩୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୭୦କୁ ବୃଦ୍ଧି ପାଇଛି । ଦିନକରେ ୧୮ ହଜାର ୧୩୯ ଜଣ ଆକ୍ରାନ୍ତ ହୋଇଥିବା…

ଜୁଲାଇ ୩ରେ ହେବ JEE ଆଡଭାନ୍ସଡ

ନୂଆଦିଲ୍ଲୀ,୭ ।୧: ଆସନ୍ତା ଜୁଲାଇ ୩ ତାରିଖରେ ହେବାକୁ ଯାଉଛି JEE ଆଡଭାନ୍ସଡ । ପରୀକ୍ଷାର ପରିଚାଳନା କରିବ ଆଇଆଇଟି ଖଡଗପୁର । ଚଳିତବର୍ଷରେ ବି ପରୀକ୍ଷା ନିୟମ ହୋକଳ ହୋଇଛି । +୨ରେ ୭୫ ପ୍ରତିଶତ ନମ୍ବର ବାଧ୍ୟତାମୂଳକ…