CHARIDHAM
Browsing Category

ଦେଶ

କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ମେଡିକାଲ କର୍ମଚାରୀଙ୍କୁ ଦୁଇଗୁଣା ଦରମା

ଚଣ୍ଡିଗଡ,୧୦ ।୪: ଯେଉଁ ସମୟରେ ରାଜ୍ୟ ସରକାର ବତନ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି, ସେତେବେଳେ ହରିୟାଣା ସରକାର ଫ୍ରଣ୍ଟଲାଇନ୍ ମେଡିକାଲ ସ୍ୱାସ୍ଥ୍ୟକର୍ମୀମାନଙ୍କ ପାଇଁ ଏକ ଭଲ ପଦକ୍ଷେପ ଗ୍ରହଣ କରିଛନ୍ତି ।…

ଦେଶରେ ୨୪ଘଣ୍ଟାରେ ୬୭୮ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୦ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ କରୋନା ପ୍ରଭାବିତ ଦେଶରୁ ଭାରତୀୟଙ୍କୁ…

କରୋନାରେ ଭାରତକୁ ବରବାଦ କରିବାକୁ ନେପାଳରୁ ଚକ୍ରାନ୍ତ

ପାଟଣା, ୧୦ା୪: ସାରା ବିଶ୍ୱ ସମେତ ଭାରତରେ କରୋନା ଭାଇରସ୍ ନିଜ ତାଣ୍ଡବ ଜାରି ରଖିଛି । ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ।…

ଲକ୍-ଡାଉନର ମଜାକ୍: ଚପଲକୁ ବନ୍ଦୀରେ ରଖି ପରସ୍ପର ସହ କଥା ହେବାକୁ ଲାଗିଲେ ଲୋକେ

ଲକ୍-ଡାଉନ୍ ସମୟରେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଗରିବଙ୍କ ଜନଧନ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ମୋଦୀ ସରକାର । ଏନେଇ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଲୋକଙ୍କ ଲମ୍ବା ଗହଳି ଲାଗିରହିଛି । କିନ୍ତୁ ଉତ୍ତରପ୍ରଦେଶ…

ଛୁଞ୍ଚି,ସୂତା ବ୍ୟବହାର କରି ଘରେ ମାସ୍କ ତିଆରି କରୁଛନ୍ତି ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୦ ।୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା କରିବା ପାଇଁ ଦେଶରେ ୨୧ ଦିନଆ ଲକ୍-ଡାଉନ୍ ଲାଗୁହୋଇଛି । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମାସ୍କ ପିନ୍ଧିବା…