Browsing Category

ଖବର

ଧାର କିମ୍ବା ଲୋନ୍‌ରେ ଆଣିଥିବା ଟଙ୍କାକୁ ପର୍ସରେ ରଖନ୍ତୁ ନାହିଁ, ଜାଣି ରଖନ୍ତୁ କେଉଁ ଜିନିଷକୁ ପର୍ସରେ ରଖିବା ଉଚିତ୍

ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନରେ ଆମେ ଅନେକ ଜିନିଷ ଆମର ପର୍ସରେ ରଖିଦେଇଥାଉ। ସୂଚନା ତଥା ଏହି ବିଷୟରେ ଜ୍ଞାନ ଅଭାବ ହେତୁ, ଆମେ ଏପରି କିଛି ଜିନିଷକୁ ନିଜ ପର୍ସରେ ରଖୁ, ଯାହା ଆମ ଜୀବନ ଉପରେ ନକାରାତ୍ମକ ପ୍ରଭାବ…

(Video) ଓଡ଼ିଶାରେ ଚାଲିଲା ୟୁପି ଷ୍ଟାଇଲ ବୁଲଡୋଜର: ଆରମ୍ଭ ହେଲା ଅପରେସନ୍ ବେଆଇନ୍ ଇଟାଭାଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ ନିଜର ଦବଙ୍ଗ ଷ୍ଟାଇଲର ଡାଇଲଗ୍ ଓ ଆକ୍ସନ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ଅପରାଧୀ ଓ ଜବରଦଖଲକାରୀଙ୍କ ବେଆଇନ ସମ୍ପତ୍ତି ଉପରେ ଯୋଗୀ…

ପାକିସ୍ତାନୀ ଡ୍ରୋନକୁ ଏନକାଉଣ୍ଟର କଲେ ଭାରତୀୟ ସେନା

ପଞ୍ଜାବ: ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମା ପାଖରେ ବିଏସଏଫର ୧୧୩ ବାଟାଲିୟନ ଆଜି ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ଏକ ପାକିସ୍ତାନୀ ଡ୍ରୋନକୁ ମାରି ତଳେ ପକାଇ ଦେଇଛନ୍ତି । ଡ୍ରୋନଟି ଖସି ପଡ଼ିଥିବା ସ୍ଥାନରେ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବର୍ଷେ ମଧ୍ୟରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା

ଝାରବନ୍ଧ: ଖୁବଶୀଘ୍ର ପଦ୍ମପୁରକୁ ମିଳିବ ନୂଆ ଜିଲ୍ଲାର ମାନ୍ୟତା। ଜିଲ୍ଲାବାସୀଙ୍କୁ ଗତ ନିର୍ବାଚନରେ ଦେଇଥିବା ପୂର୍ବ ପ୍ରତିଶ୍ରୁତି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଉପନିର୍ବାଚନ ସମୟରେ…

ନାବାଳିକାକୁ ‘ଆସ ଆସ’ କହିବା ହେଉଛି ଯୌନ ଉତ୍ପୀଡ଼ନ: କୋର୍ଟ

ମୁମ୍ବାଇ: ଜଣେ ନାବାଳିକାକୁ ବାରମ୍ବାର ‘ଆସ ଆସ ’ କହିବା ତା ପ୍ରତି ଏକ ଯୌନ ଉତ୍ପୀଡ଼ନ ବୋଲି ମୁମ୍ବାଇ କୋର୍ଟ କହିଛନ୍ତି । ଏକ ମାମଲାର ଶୁଣାଣି ସମୟରେ ଯୌନ ଅପରାଧ ଅଧିନିୟମର ସୁରକ୍ଷା (POCSO) ଅନୁଯାୟୀ, କୋର୍ଟ ଜଣେ…

ସିବିଆଇକୁ ସମୟ ମାଗିଲେ ସିସୋଦିଆ, କହିଲେ ବଜେଟ ତିଆରି କରିବାରେ ବ୍ୟସ୍ତ ଅଛି

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ମଦନୀତି ପ୍ରସଙ୍ଗରେ ପଚରାଉଚରା ପାଇଁ ଆଜି ରାଷ୍ଟ୍ରୀୟ ରାଜଧାନୀରେ ଥିବା ସିବିଆଇ କାର୍ଯ୍ୟାଳୟକୁ ଡକାଯାଇଛି । ଏନେଇ ମନୀଷ ସିସୋଦିଆ ଆଜି ସକାଳୁ…

ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରାଣ ହେବ ପଦମ୍‌ପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶୃତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବରଗଡ଼ ଗସ୍ତରେ ଯାଇ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ। ଏହି ଗସ୍ତକାଳରେ ମିଶନଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଚେକ୍‍ ହସ୍ତାନ୍ତର…

ରାକ୍ଷସୀ ପାଲଟିଲା ସାବତ ମାଆ! ପୁଅକୁ ଜୀବନରୁ ମାରିଦେଲା ପିଟିପିଟି

ଦଶପଲ୍ଲା: ସାବତ ମାଆ ୩୫ ବର୍ଷୀୟ ଦିବ୍ୟାଙ୍ଗ ପୁତ୍ରକୁ ପିଟିପିଟି ମାରିଦେଇଥିବା କଥା ସାମ୍ନାକୁ ଆସିଛି । ଏହି ହତ୍ୟା ପଛରେ ବାପାଙ୍କ ମଧ୍ୟ ସହଯୋଗ କରିଥିବା ଅଭିଯୋଗ ରହିଛି । ସୂଚନା ଅନୁଯାୟୀ, ଦଶପଲ୍ଲା ଥାନା…

Video: ଭଗ୍ନାବଶେଷ ତଳୁ ମିଳିଲେ ୩ ଜଣ ଜୀବନ୍ତ ବ୍ୟକ୍ତି, ପାର ହେଲା ୪୬ ହଜାର ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଭୁକମ୍ପରେ ଅନେକ କ୍ଷତକ୍ଷତି ମଧ୍ୟରେ ପୁଣି ଏକ ଚମତ୍କାର ଘଟଣା ତୁର୍କୀରେ ଦେଖିବାକୁ ମିଳିଛି । ଭୁମିକମ୍ପର ୨୯୬ ଘଣ୍ଟା ପରେ ତିନିଜଣ ବ୍ୟକ୍ତିଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ତିନିଜଣ…

ଅଟୋ ଉପରେ ମାଡିଗଲା ହାଇୱା, ସଡ଼କ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟଣା କଥା ସାମ୍ନାକୁ ଆସିଛି । ଏକ ହାଇୱା ଅଟୋକୁ ଚାପିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଶିବରାତ୍ରି ମହୋତ୍ସବ ସାରି ଝିଅକୁ ଅଟୋରେ ଶାଶୂଘରକୁ ଯିବା…