Browsing Category

ଖବର

ଜେଲରୁ ମୁକୁଳିବା ସୁଶୀଲଙ୍କ ପାଇଁ ହେଲା ଆହୁରି କଷ୍ଟକର: ହତ୍ୟା ମାମଲାରେ ହୋଇପାରେ ସଜା…

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାରଙ୍କ ପାଇଁ ବଢିଛି ଅଡୁଆ । ଅନ୍ୟ ୧୭ ଜଣ ଅଭିଯୁକ୍ତଙ୍କ ସହିତ ସୁଶୀଲ କୁମାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ମାମଲା ରୁଜୁ ହୋଇଛି । ତେଣୁ ଏବେ ସୁଶୀଲଙ୍କ ଜେଲରୁ…

Video: ଘର ବଞ୍ଚାଇବାକୁ ବୁଲଡୋଜର ଆଗରେ ଦମ୍ପତି, ନାଟକୀୟ ଢଙ୍ଗରେ ଉଦ୍ଧାର କଲା ପୋଲିସ

ବାଙ୍ଗଲୋର: ଘର ଭାଙ୍ଗିବାକୁ ଅଟକାଇବା ପାଇଁ ବୁଲଡୋଜର ଆଗରେ ଛିଡ଼ା ହେଲେ ଦମ୍ପତ୍ତି। ଘର ଭାଙ୍ଗିଲେ ଆତ୍ମହୁତି ଦେବାକୁ ଦେଲେ ଧମକ। ଡ୍ରେନେଜକୁ ଅବୈଧ ଭାବରେ କବଜା କରି କରାଯାଇଥିବା ନିର୍ମାଣକୁ ହଟାଇବା ପାଇଁ ଯେତେବେଳେ…

(Video) Take-Off ବେଳେ ବିମାନରୁ ଖସିଗଲା ଚକ: ସବୁଆଡେ ଧୂଆ ଆଉ ଧୂଆଁ, ଆଉ ତାପରେ…

ନୂଆଦିଲ୍ଲୀ: ଅନେକ ସମୟରେ ବିମାନ ଦୁର୍ଘଟଣାର ଖବର ସାମନାକୁ ଆସିଛି । କିନ୍ତୁ ଏବେ ଏମିତି ଏକ ଘଟଣାର ଭିଜୁଆଲ ଆସିଛି ଯାହା ହୁଏତ ଆଗରୁ କେବେ ଦେଖା ଯାଇନଥିବ । ଗୋଟିଏ ବିମାନ ଟେକ-ଅଫ କରିବା ସମୟରେ ହିଁ ତା ସହ…

ଆଧାର କାର୍ଡ ୧୦ ବର୍ଷରୁ ଅଧିକ ପୁରୁଣା ହୋଇଗଲାଣି କି? ଏମିତି ନ କଲେ ଭୋଗିବେ ପରିଣାମ…

ନୂଆଦିଲ୍ଲୀ: ଆଧାର କାର୍ଡ ଏବଂ ଏହାର ନିୟମକୁ ନେଇ ଏବେ ଆସିଛି ଆଉ ଏକ ବଡ ଖବର । ଦେଶରେ ଏବେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିର ପ୍ରଥମ ପରିଚୟ ପାଲଟିଛି । ସମସ୍ତ ସରକାରୀ କାମ ପାଇଁ ଆଧାର କାର୍ଡର ଆବଶ୍ୟକତା ରହିଛି ।…

ହିନ୍ଦୀ ଭାଷାରେ ମେଡିକାଲ ପାଠ ପଢିବେ ଛାତ୍ରଛାତ୍ରୀ : ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ:ଛାତ୍ର ଛାତ୍ରରୀଙ୍କ ପାଇଁ ଆସିଲା ଖୁସି ଖବର । ଏଣିକି ଇଂରାଜୀ ନୁହେଁ ବରଂ ରାଷ୍ଟ୍ରଭାଷା ଅର୍ଥାତ ହିନ୍ଦୀରେ ହେବ MBBS ପାଠପଢା । ଯାହାକୁ ନେଇ ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ…

ପିଲାମାନଙ୍କଠାରେ ବୃଦ୍ଧି ପାଉଛି ଡିପ୍ରେସନ: କିପରି ଜାଣିବେ ଏହାର ଲକ୍ଷଣ

 ନୂଆଦିଲ୍ଲୀ:ଆଜିକାଲି ପିଲାମାନଙ୍କଠାରେ ଉଦାସୀନତା ଏବଂ ଚିନ୍ତା ବଢିବାରେ ଲାଗିଛି, ଯାହାକି ଏକ ଚିନ୍ତାର ବିଷୟ । ବିଷେଶଜ୍ଞମାନଙ୍କ ଏକ ରିପୋର୍ଟ ଅନୁଯାୟୀ କୋଭିଡ -୧୯ ପରଠାରୁ ଏହି ଉଦାସିନତା ବା ଡିପ୍ରେସନ…

ନା ପୋଡା ଯାଏ ନା ପୋତା ଯାଏ;ତେବେ ଶବ ଯାଉଛି କୁଆଡେ?

ନୂଆଦିଲ୍ଲୀ: ଭାରତ ଏଭଳି ଦେଶରେ ଯେଉଁଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଏଠାରେ କାହାର ପରମ୍ପରା ଭିନ୍ନ ହୋଇଥାଏ ତ ଆଉ କାହାର ରୀତିନୀତି ଭିନ୍ନ । ଯେଉଁଥିପାଇଁ ସେମାନେ ପରସ୍ପର ଠାରୁ ଅଲଗା ହୋଇଥାନ୍ତି…

ମହାବାତ୍ୟା ଗୁଜବ କି: ଏନେଇ IMDଙ୍କ ସୂଚନା…

ଭୂବନେଶ୍ୱର: ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖକୁ ଓଡିଶା କେବେ ବି ଭୁଲିପାରିବ ନାହିଁ । ଏହି ଦିନ ପ୍ରକୃତି ରଚିଥିଲା ତାର କରାଳ ତାଣ୍ଡବ । ଯେଉଁଥିରେ ଚାଲିଯାଇଥିଲା ହଜାର ହଜାର ଜୀବନ । ପାରାଦୀପରେ ଲ୍ୟାଣ୍ଡଫଲ…

(Video) ନର୍ସ ଦିଦିଙ୍କର ଗୋଟିଏ ଭୁଲ୍ ଇଞ୍ଜେକସନ କରିଦେଲା ମାଆର କୋଳ ଶୂନ୍ୟ, ଆଖି ବୁଜିଦେଲା ୬ ବର୍ଷର ପୁତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ଭୁଲ୍ ପାଇଁ ଚାଲିଗଲା ଗୋଟିଏ ୬ ବର୍ଷର ନିରୀହ ଶିଶୁର ଜୀବନ । ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସଙ୍କର ଏହି ଭୁଲ୍ ପାଇଁ ଆଜି ଗୋଟିଏ ମାଆ ତା’ର ସନ୍ତାନକୁ ହରାଇଛି । ଚିକିତ୍ସା…

ଋଣ ଟଙ୍କା ଦେଇ ନପାରିବାରୁ ୧୬ ଦିନ ମଜୁରିଆଙ୍କ ଉପରେ ମାଲିକ କରୁଥିଲେ ଏମିତି ଅତ୍ୟାଚାର: ଚାଲିଗଲା ଗର୍ଭସ୍ତ ଶିଶୁର ଜୀବନ….

କର୍ଣ୍ଣାଟକ: କରଜ ସୁଝି ନପାରିବାରୁ ଜୁଲମ୍ କରୁଛି ସାହୁକାର । ୧୫ ଦିନ ଧରି ଦିନ ମଜୁରୀଆଙ୍କୁ ଗୃହବନ୍ଦି କରି ରଖିବା ସହ ଦେଉଛି ଅକଥନିୟ ଅତ୍ୟାଚାର । ଯାହାଫଳରେ ଜଣେ ଗର୍ଭବତୀ ମହିଳା ତାର ଶିଶୁକୁ ହରାଇଛନ୍ତି । ତେବେ…