Browsing Category

ଖବର

(Video) ଭୋକ ବିକଳରେ ଷ୍ଟୋର ଭିତରେ ପଶିଗଲା ବିରାଟ ବଡ଼ ଭାଲୁ: ଖାଇଗଲା ସବୁ…

ଆପଣ ଅନେକ ସମୟରେ ସହର ଭିତରକୁ ଭାଲୁ ପଶିଆସିଥିବାର ଘଟଣା ଦେଖିଥିବେ । ଭାଲୁ ଜନବସତିକୁ ପଶିଲେ ଲୋକମାନେ ମଧ୍ୟ ଭୟଭୀତ ହୋଇପଡ଼ନ୍ତି । ଏବେ ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇାରଲ ହେବାରେ ଲାଗିଛି ।…

ଗିରଫ ହେଲା ଜୋମାଟୋ ଡେଲିଭରି ବଏ: ମହିଳାଙ୍କୁ ଜୋର୍ ଜବରଦସ୍ତି କରୁଥିଲେ କିସ୍

ପୁଣେ: ମହିଳାଙ୍କୁ ଜୋର୍ ଜବରଦସ୍ତି କିସ୍ କରିବାକୁ ଉଦ୍ୟମ କରିବା ଏବଂ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜୋମାଟୋ ଡେଲିଭରି ବଏକୁ ଗିରଫ କରାଯାଇଛି । ଏହି ଯୁବକ ଜଣକ ୧୯ ବର୍ଷୀୟ ଯୁବତୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ…

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲା ସହ ଜଡିତ ମାଷ୍ଟର ମାଇଣ୍ଡ ଗିରଫ: ଭାରତ ଆଣିବାକୁ ଚାଲିଛି ପ୍ରସ୍ତୁତି !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏବେବି ଅନେକ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କର ମୃତ୍ୟୁକୁ ଆଜିବି ଅନେକ ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ତାଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ ମାମଲାରେ…

କେବଳ ୪୫,୬୦୦ ଟଙ୍କାରେ ବୁଲିପାରିବେ ରାଜସ୍ଥାନ: IRCTC ଆଣିଲା ସ୍ୱତନ୍ତ୍ର ଏୟାର ଟୁର୍ ପ୍ୟାକେଜ୍

ନୂଆଦିଲ୍ଲୀ: ଯଦି ଆପଣ ନଭେମ୍ବର ମାସରେ ରାଜସ୍ଥାନ ବୁଲିବାକୁ ଯୋଜନା କରୁଛନ୍ତି । ତେବେ ଆପଣଙ୍କ ପାଇଁ ଭଲ ଖବର । ପ୍ରକୃତରେ ଆଇଆରସିଟିସି ଏକ ବଢ଼ିଆ ସୁଲଭ ଏୟାର ଟୁର୍ ପ୍ୟାକେଜ୍ ଆଣିଛି । ଏହି ପ୍ୟାକେଜ୍ ଦ୍ୱାରା…

ରାଜନୀତିକ ଚାନ୍ଦା ଉପରେ ନିର୍ବାଚନ ଆୟୋଗଙ୍କ ଅଙ୍କୁଶ: ନଗଦ ଉପରେ ରହିବ ନିୟନ୍ତ୍ରଣ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ରାଜନୀତିକ ଦଳଙ୍କ ପାଇଁ ନଗଦ ଚାନ୍ଦାର ସୀମା ୨୦ ହଜାର ଟଙ୍କାରୁ କମାଇ ୨ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ସହ ସମୁଦାୟ ନଗଦ ସୀମା ୨୦ ପ୍ରତିଶତ କିମ୍ବା ୨୦ କୋଟି ଟଙ୍କା…

WHO ର ଚେତାବନୀ: ପାକିସ୍ତାନରେ ବନ୍ୟା ପରେ ବ୍ୟାପିପାରେ ଏହି ମାରାତ୍ମକ ରୋଗ !

ନୂଆ ଦୀଲ୍ଲୀ: ଭାରତର ପଡୋଶି ଦେଶ ପାକିସ୍ତାନ ବର୍ତ୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି । ପାକିସ୍ତାନରେ ହୋଇଥିବା ଭୟଙ୍କ ବନ୍ୟା ପରିସ୍ଥିତି ପରେ ଆର୍ଥିକ ସଙ୍କଟ ସହିତ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଛି ।…

ଦାଦାବଟି ରୋକିବାକୁ କମିଶନରେଟ୍ ପୋଲିସର ତତ୍ପରତା: ଡିସିପି କହିଲେ ହ୍ୱାଟ୍ସଆପ୍ ରେ ଜଣାନ୍ତୁ ଅଭିଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା । ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି । ଏହିକ୍ରମରେ ଭୁବନେଶ୍ୱରରେ…

ବିବାହ କେବଳ ଶାରୀରିକ ସୁଖ ପାଇଁ ନୁହେଁ, ବରଂ ସନ୍ତାନ ଜନ୍ମ କରିବା ପାଇଁ: ଜାଣନ୍ତୁ କାହିଁକି ଏଭଳି ଟିପ୍ପଣୀ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ବିବାହ ଏବଂ ସନ୍ତାନର ଲାଳନପାଳନକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ବଡ଼ ଟିପ୍ପଣୀ କରିଛନ୍ତି । ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ବିବାହମାନେ କେବଳ ଶାରୀରିକ ସୁଖ ପାଇଁ ନୁହେଁ ବରଂ ଏହା ମୁଖ୍ୟ ଭାବରେ…

ସେହି ଘାତକ ବିଷ: ଯାହା ଯୁବକଙ୍କୁ ବି କିଛି ଘଣ୍ଟାରେ କରିଦିଏ ୧୦୦ ବର୍ଷର ବୁଢ଼ା, ହୋଇଥାଏ ଅକାଳ ମୃତ୍ୟୁ

ନୂଆଦିଲ୍ଲୀ: ପୋଲେନିୟମ ଏକ ଦୁର୍ଲଭ ରାସାୟନିକ ବିଷ ଅଟେ । ଏହି ଅତ୍ୟଧିକ ରେଡିଓଆକ୍ଟିଭ ରାସାୟନିକ ତତ୍ତ୍ୱ ଶ୍ରେଣୀରେ ଜଣାଯାଏ । ଯାହାକୁ ରସାୟନ ବିଜ୍ଞାନ ଭାଷାରେ ପୋ ଚିହ୍ନ ଦ୍ୱାରା ଦର୍ଶାଯାଇଥାଏ । ଏହାର ପରମାଣୁ…

ତୁଚ୍ଛ ପାଲଟିଲା ସଂପର୍କ: ବାପା-ମା’ଙ୍କୁ ପୋଡ଼ି ମାରିବାକୁ ପୁଅର ଉଦ୍ୟମ…

ଭୋଗରାଇ: ସଂପର୍କ ପାଲଟିଲା ହୀନ... ବାପା- ମା'ଙ୍କୁ  ପୋଡ଼ି ମାରିବାକୁ ପୁଅ କଲା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ୱର ଭୋଗରାଇ ବ୍ଲକ୍ ଗୋଛିଦା ତେଘରି ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ।…