Browsing Category
ଖବର
ସାବଧାନ୍! ୭୦ ବର୍ଷ ପରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ‘ଗ୍ରୀନ ସଇତାନ୍’: ପୃଥିବୀ ସହ ହେବ କି ଧକ୍କା?
ଓଡ଼ିଶା ଭାସ୍କର: ମହାକାଶରେ ଘୁରି ବୁଲୁଛନ୍ତି ଲକ୍ଷ ଲକ୍ଷ ଆଷ୍ଟ୍ରଏଡ ଏବଂ ତାରକାପୁଞ୍ଜ । ଏହା ସହିତ ଘୁରି ବୁଲୁଛି ନୀଳ ରଙ୍ଗର ଏକ 'ସଇତାନ୍' । ଯାହା ଖୁବଶୀଘ୍ର ପୃଥିବୀ ଆଡ଼କୁ ମାଡ଼ି ଆସିବ ବୋଲି ଅନୁମାନ କରାଯାଉଛି ।…
Breaking; ଶଙ୍ଖ ଧରିଲେ ଚିରଞ୍ଜୀବ ବିଶ୍ୱାଳ-ସୁକାନ୍ତ ନାୟକ: ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଥିଲେ ଉଭୟ ନେତା
ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚରଞ୍ଜୀବ ବିଶ୍ୱାଳ । କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବରେ ଶଙ୍ଖ ଭବନରେ ବିଜୁ ଜନତା ଦଳ ସହ ସାମିଲ ହୋଇଛନ୍ତି ଚିରଞ୍ଜୀବ । ୨…
ସହଜରେ ଲିଭିନଥାଏ ଭୋଟରଙ୍କ ହାତରେ ଲାଗୁଥିବା କାଳି, ଜାଣନ୍ତୁ ଏଥିରେ କେଉଁ କେମିକାଲ ରହିଛି ?
ଓଡ଼ିଶା ଭାସ୍କର: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତତି ଜାରି ରହିଥିବା ବେଳେ ସାଧାରଣ ଜନତା ମଧ୍ୟ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ।…
FashTag, SBI Credit Card, ଏବଂ LPG Gas… କାଲିଠାରୁ ବଦଳିଯିବ ଏହିସବୁ ନିୟମ: ଜାଣି ରଖନ୍ତୁ ଡିଟେଲ୍ସ
ଓଡ଼ିଶା ଭାସ୍କର: ଆସନ୍ତାକାଲି ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ମାସ ପରିବର୍ତ୍ତନ ସହ ବଦଳିଯିବ ଆହୁରି ଅନେକ କିଛି ନିୟମକାନୁନ । ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଆପଣଙ୍କ ଜୀବନରେ…
ସ୍ୱାମୀକୁ ମାରିବା ପାଇଁ ସୁପାରୀ ଦେଲା ସ୍ତ୍ରୀ, ହ୍ୱାଟ୍ସଆପରେ ଲେଖିଲେ ଏପରି ଷ୍ଟାଟସ୍
ନୂଆଦିଲ୍ଲୀ: ଆଜିକାଲିର ସୋସିଆଲ ମିଡିଆ ଯୁଗରେ ପ୍ରତିଦିନ ରୋଚକ ଏବଂ ଭାଇରାଲ ମାମଲା ସାମ୍ନାକୁ ଆସୁଛି । ଲୋକମାନେ ସୋସିଆଲ ମିଡ଼ିଆରେ ଫେମସ୍ ହେବା ପାଇଁ ଅଜବ ଗଜବ ରିଲ୍ସ କରିବାକୁ ପଛାଉନାହାଁନ୍ତି । ନିକଟରେ ଆଗ୍ରାରୁ…
(Video) ବଦଳିଗଲା ପାକିସ୍ତାନର Team Combination: ଆଫ୍ରିଦିଙ୍କୁ ବିଦାୟ, ଏହି ଖେଳାଳିଙ୍କୁ ମିଳିଲା ଦାୟିତ୍ୱ
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଏକ ବଡ଼ ଦ୍ୱନ୍ଦ୍ୱରେ ଫସି ରହିଛି ପାକିସ୍ତାନ କ୍ରିକେଟ ଟିମ୍ । ଦଳ ପାଇଁ କୋଚ୍ ପଦ ଏବେ ବି ଫାଙ୍କା ରହିଥିବା ବେଳେ ପୁଣିଥରେ ଅଧିନାୟକ ପଦକୁ ନେଇ ଏକ୍ସପେରିମେଣ୍ଟ କରୁଛି…
ଆଜି Super Sundayରେ ଡବଲ୍ ଫାଇଟ୍: ମୁହାଁମୁହିଁ ହେବେ ଦିଲ୍ଲୀ-ଚେନ୍ନାଇ, ଦିନରେ ଗୁଜୁରାଟ-ହାଇଦ୍ରାବାଦ ଟକ୍କର
ନୂଆଦିଲ୍ଲୀ: ଆଜି ଆଇପିଏଲ-୨୦୨୪ରେ ହେବ ସୁପର ସନ୍ ଡେ' । କ୍ରିକେଟପ୍ରେମୀଙ୍କ ପାଇଁ ଆଜି ଡବଲ ଫାଇଟ ଦେଖିବାକୁ ମିଳିବ । ଦିନ ୩ଟାରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ଼ା ମୁକାବିଲା ହେବାକୁ…
(Video) ଗ୍ରୀଷ୍ମ ଋତୁରେ ଜଳ ଗଚ୍ଛିତ କରୁଛି ଏହି ବୃକ୍ଷ, ଗଛରୁ ପାଣି ବାହାରୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ପୃଥିବୀରେ ଅନେକ ରହସ୍ୟ ବୃକ୍ଷ ଲତା ଠାରେ ଲୁଚି ରହିଛି । ମନୁଷ୍ୟ ଯେତେ ବି ଅନୁସନ୍ଧାନ କଲେ ସୁଦ୍ଧା ପ୍ରକୃତିର ବିଚିତ୍ର ବିଚିତ୍ର ଜିନିଷ ସାମ୍ନାକୁ ଆସିଥାଏ । ଏଭଳି ଏକ ଘଟଣା ଆନ୍ଧ୍ରପ୍ରଦେଶର ଏଏସଆର…
(Video) ଜନ୍ମଦିନ ହେଲା ଶେଷ ଦିନ… Birthday କେକ୍ ଖାଇ ଚାଲିଗଲା କୁନି ଝିଅର ଜୀବନ
ନୂଆଦିଲ୍ଲୀ: ଜନ୍ମଦିନର ସୁନ୍ଦର କେକ୍ କୁନି ଝିଅ ପାଇଁ ମୃତ୍ୟୁର କାରଣ ପାଲଟି ଯାଇଛି । ଜନ୍ମଦିନର ସବୁ ଖୁସି ମାତ୍ର କେଇଟା ମୁହୂର୍ତ୍ତରେ ଶୋକରେ ପରିଣତ ହୋଇଯାଇଛି । ହସ ଖୁସିରେ ଜନ୍ମଦିନ କେକ୍ କାଟି ଖୁସିରେ ଜନ୍ମଦିନ…
(Video)‘ଇଣ୍ଡିଆ ଜିନ୍ଦାବାଦ..’, ଭାରତୀୟ ନୌସେନାଙ୍କୁ ଧନ୍ୟବାଦ ଜଣାଇଲେ ପାକିସ୍ତାନୀ ମତ୍ସଜୀବୀ
ନୂଆଦିଲ୍ଲୀ: ଭାରତୀୟ ନୌସେନା ଆରବ ସାଗରରେ ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଠାରେ ଭାରତୀୟ ନୌସେନାମାନେ ସମୁଦ୍ର ଲୁଟେରାଙ୍କୁ ଏକ ଉଚିତ ଶିକ୍ଷା ଦେଇଛନ୍ତି । ଏହି ସମୁଦ୍ର ଲୁଟେରାମାନେ ମାଛ ଧରାଳି…