Browsing Category

ଖବର

ଭାରତରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ: ଏହ ସହରରେ ବ୍ୟାପୁଛି KP.1 ଏବଂ KP.2

ନୂଆଦିଲ୍ଲୀ: ଟୀକାକରଣ ପରେ କରୋନା ମହାମାରୀ ଭୟରୁ ମୁକ୍ତି ପାଇଛି ଭାରତ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ବିଭିନ୍ନ ଭାରିଆଣ୍ଟ ଦେଶରେ ଚିହ୍ନଟ ହେବା ସହ ସଂକ୍ରମଣ ମଧ୍ୟ କରୁଥିବା ରେକର୍ଡ କରାଯାଉଛି । ଏହାମଧ୍ୟରେ…

(Video) କୁକୁର କାମୁଡ଼ିବା ପରେ କୁକୁର ଭଳି ଆଚରଣ କରୁଛନ୍ତି ଜଣେ ଯୁବକ…

ରାୟଗଡ଼ା: (ଓଡ଼ିଶା ଭାସ୍କର) କୁକୁର କାମୁଡ଼ିବା ପରେ ଜଣେ କୁକୁର ଭଳି ହୋଇଯାଇଛନ୍ତି । ବ୍ୟବହାରରେ ହୋଇଛି ପରିର୍ତ୍ତନ । ଆଉ ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଗୋଷ୍ଠୀ…

ଗୌତମ ଗମ୍ଭୀର ନା ଷ୍ଟିଫେନ୍ ଫ୍ଲେମିଙ୍ଗ… M.S Dhoni ବାଛିବେ ଟିମ ଇଣ୍ଡିଆର ପରବର୍ତ୍ତୀ କୋଚ! BCCI ଦେବ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପ୍ ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ ଆଗକୁ ଟିମ ଇଣ୍ଡିଆର ନୂଆ କୋଚ୍ ପଦବୀ ପାଇଁ ଆବେଦନ ବିଜ୍ଞପ୍ତି ପକାଶ…

(Video) କି ଅଦ୍ଭୁତ ଘଟଣା! ପ୍ରବଳ ଖରାରେ ବି ଦିଶୁନି ଛାଇ… କାହିଁକି ଏବଂ କେଉଁଠି ହଜିଗଲା ‘ପ୍ରକୃତ ସାଥୀ’?

ଓଡ଼ିଶା ଭାସ୍କର: ଡହଡହ ଖରାରେ ସିଝୁଛି ସାରା ଭାରତ । ବିଭିନ୍ନ ରାଜ୍ୟରେ ତାପମାତ୍ରା ୩୫-୪୦ଡିଗ୍ରୀ ରହିଥିବା ବେଳେ ଗ୍ରୀଷ୍ମପ୍ରବାହ ଲୋକଙ୍କ ପାଇଁ କାଳ ସାଜିଛି । କିନ୍ତୁ ଏତେ ଖରାରେ ମଧ୍ୟ ଏକ ଅଦ୍ଭୁତ ତଥା…

BIG BREAKING…ଝଡ଼ତୋଫାନରେ ଫସିଲା ବିମାନ; ଜଣେ ଯାତ୍ରୀଙ୍କ ମୃତ୍ୟୁ, ୩୦ଆହତ

ନୂଆଦିଲ୍ଲୀ: ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ଏକ ବିମାନ ଝଡ଼ତୋଫାନରେ ପ୍ରଭାବିତ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଭଳି ଏୟାର ଷ୍ଟର୍ମକୁ ଏୟାର ଟର୍ବୁଲାନ୍ସ…

ଅନ୍ତରୀକ୍ଷକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ… ଏଥର ସ୍ପେସରେ ଲାଗିବ କି ଲଢେଇ? UNSCରେ ପ୍ରସ୍ତାବ ଦେଲା ଋଷ

ନୂଆଦିଲ୍ଲୀ: ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶ ପରସ୍ପର ମଧ୍ୟରେ ଯୁଦ୍ଧ ହୁଙ୍କାର ଦେଇଛନ୍ତି । ଋଷ-ୟୁକ୍ରେନ ମଧ୍ୟରେ ୨ ବର୍ଷରୁ ଅଧିକ ସମୟ ହେଲା ଯୁଦ୍ଧ ଲାଗି ରହିଥିବା ବେଳେ ଇସ୍ରାଏଲ-ହମାସ ମଧ୍ୟ ଯୁଦ୍ଧରେ ଲାଗି…

ବିଜେଡିରୁ ଇସ୍ତଫା ଦେଇଥିବା ୪ବିଧାୟକଙ୍କୁ ଜବାବ ତଲବ; ୨୭ସୁଦ୍ଧା ଦେବେ ଉତ୍ତର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେଡିରୁ ଇସ୍ତଫା ଦେଇଥିବା ୪ ଜଣ ବିଧାୟକଙ୍କୁ ଜବାବ ତଲବ ଜାରି ହୋଇଛି । ସମୀର ଦାଶ, ସୀମାରାଣୀ ନାୟକ, ରମେଶ ସାଏ, ପର୍ଶୁରାମ ଧଡ଼ାଙ୍କୁ ଜବାବ ତଲବ । ୨୭ ତାରିଖ ସୁଦ୍ଧା ଉତ୍ତର…

ଯୌନ ନିର୍ଯାତନା ମାମଲାରେ ମୁହଁ ଖୋଲିଲେ ବୃଜଭୂଷଣ; ‘ମୁଁ ଭୁଲ୍ କରିନି…’

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମୁହଁ ଖୋଲିଲେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବୃଜଭୂଷଣ ଶରଣ ସିଂହ। ବୃଜ ଭୂଷଣ ମଙ୍ଗଳବାର କହିଛନ୍ତି ଯେ ସେ କୌଣସି ଭୁଲ କରିନାହାଁନ୍ତି…

୨୨ରେ ଓଡ଼ିଶା ଆସିବେ ରାମାୟଣର ‘ରାମ’ ଅରୁଣ ଗୋଭିଲ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରଚାର । ଘନ ଘନ ଓଡ଼ିଶା ଆସୁଛନ୍ତି ବିଜେପିର ହେଭିୱେଟ୍ ନେତା । ଓଡ଼ିଶାରେ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା…

(Video) ସୁନା ଦର ଟପିଲା ୭୫ ହଜାର: ଗୋଟେ ପରେ ଗୋଟେ ଭାଙ୍ଗି ଚାଲିଛି ଝିଅ ବାହାଘର!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୁନା ଦର ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ସୁନା ଦର ବୃଦ୍ଧି କାରଣରୁ ଗତ ଏପ୍ରିଲ ମାସରେ କିଛି ଝିଅ ବାହାଘର ଭାଙ୍ଗିଯାଇଥିବା ନେଇ ମିଡ଼ିଆରେ ଖବର…