Browsing Category
ଖବର
(Video) ମୋଦୀଙ୍କ ସୁରକ୍ଷା ପାଇଁ କେତେ ଦରମା ନିଅନ୍ତି SPG କମାଣ୍ଡୋ? ଜାଣନ୍ତୁ କିପରି ହୋଇଥାଏ ଏମାନଙ୍କ ଚୟନ ପ୍ରକ୍ରିୟା
ଓଡ଼ିଶା ଭାସ୍କର: ବର୍ତ୍ତମାନ ନିର୍ବାଚନ ପାଇଁ ରାଜନେତାମାନଙ୍କ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟକୁ ନିର୍ବାଚନୀ ପ୍ରଚାର ପାଇଁ ଯାଉଥିବା…
ଟି-୨୦ ବିଶ୍ୱକପ ପରେ ଅବସର ନେବେ ରୋହିତ ଶର୍ମା: ନିଜେ କଲେ ଖୁଲାସା!
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆସନ୍ତା ମାସରେ ଆରମ୍ଭ ହେବାକୁ ଯାଉଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଶ୍ୱକପରେ ସାମିଲ ହେବ । ତେବେ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଏକ ଝଟକା ଦେଇଛନ୍ତି ଅଧିନାୟକ ରୋହିତ…
ସୁସ୍ଥ ହୋଇ CSKକୁ ଫେରିବେ ପଥିରାନା! ବେଙ୍ଗଲୁରୁ ବିପକ୍ଷରେ କମବ୍ୟାକ କରିବେ ବେବି ମାଲିଙ୍ଗା
ନୂଆଦିଲ୍ଲୀ: ଆଇପିଏଲରେ ଶେଷ ଲିଗ ମ୍ୟାଚ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସକୁ ମିଳିଛି ବଡ଼ ଖୁସି ଖବର । ପ୍ଲେଅଫ୍ ପାଇଁ ଟିକେଟ ମିଳିବା ପୂର୍ବରୁ ଦଳକୁ ଫେରିପାରନ୍ତି ଷ୍ଟାର କ୍ରିକେଟର । ଚେନ୍ନାଇର ୟର୍କର କିଙ୍ଗ ମଥୀଶା…
(Video) ବିଜେଡି ସରକାର ମାଗଣା ବିଜୁଳି ଦେବେ…. ପ୍ରଚାର ମଇଦାନରେ ନବୀନ ଗ୍ୟାରେଣ୍ଟି
ରାଉରକେଲା: ଆଜି ରାଉରକେଲାରେ କମ୍ପୁଛି ଶଙ୍ଖଧ୍ୱନୀ । ମୁଖ୍ୟମନ୍ତ୍ରୀ ଖୋଦ୍ ରାଉରକେଲାରେ ନିର୍ବାଚନୀ ପ୍ରଚାର କରିଛନ୍ତି । ଜୁଲାଇ ମାସରୁ ବିଜୁଳି ବିଲ ଚିନ୍ତାରୁ ଓଡ଼ିଶା ମୁକ୍ତ ହେବ । ଏଭଳି ଏକ ପ୍ରତିଶ୍ରୁତି ଦେଇଛନ୍ତି…
(Video)ହାଇ ମାରୁ ମାରୁ ଖୋଲା ରହିଗଲା ଯୁବତୀଙ୍କ ପାଟି, ଡାକ୍ତରଙ୍କ ବହୁ ଚେଷ୍ଟା ପରେ ପୂର୍ବ ଅବସ୍ଥାକୁ ଫେରିଲେ ଯୁବତୀ
ନୂଆଦିଲ୍ଲୀ: ଜଣେ ଯୁବତୀଙ୍କ ସହ ଏପରି କିଛି ଘଟଣା ଘଟିଛି ଯାହା ବିଷୟରେ କେହି କେବେ ଚିନ୍ତା ବି କରି ନ ଥିବେ । ଯୁବତୀ ହାଇ ମାରିବା ଲାଗି ନିଜ ପାଟି ଖୋଲିଥିଲେ ଯାହା ଆଉ ବନ୍ଦ ହିଁ ହେଲା ନାହିଁ । ଏଥିପାଇଁ ତାଙ୍କୁ…
ଜନତାଙ୍କୁ ଲାଗିବ ଜବରଦସ୍ତ ଝଟକା; ନିର୍ବାଚନ ସରିଲେ ସାରା ଦେଶରେ ୨୫% ବଢ଼ିବ ମୋବାଇଲ୍ ବିଲ୍
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପରେ ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କୁ ବଡ଼ ଝଟକା ଲାଗିପାରେ। ସେମାନଙ୍କ ବିଲ୍ ପ୍ରାୟ ୨୫% ବଢ଼ିପାରେ। ଗତ କିଛି ବର୍ଷ ମଧ୍ୟରେ ଟେଲିକମ୍ କଂପାନିଗୁଡ଼ିକ ଚତୁର୍ଥ ଥର ପାଇଁ ଶୁଳ୍କ…
ରିଲିଜ ହେଲା ‘ଚନ୍ଦୁ ଚାମ୍ପିୟନ’ର ପ୍ରଥମ ଲୁକ୍ ପୋଷ୍ଟର; ଲଙ୍ଗୋଟ ପିନ୍ଧି ନଜର ଆସିଲେ କାର୍ତ୍ତିକ
ମୁମ୍ୱାଇ: କାର୍ତ୍ତିକ ଆର୍ୟନ ହେଉଛନ୍ତି ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତା । ବର୍ତ୍ତମାନ କାର୍ତ୍ତିକ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିୟନ'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରଶଂସକମାନେ ଏହି ଅଭିନେତାଙ୍କ…
(Video) ନିଜ ଦଳର ପୂର୍ବତନ ଖେଳାଳିଙ୍କୁ କଡ଼ା ଜବାବ ଦେଲେ ବାବର; ଗୋଟିଏ ଓଭରରେ ମାରିଲେ ୪ଛକା
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପୂର୍ବରୁ ବାବର ଆଜମ ଭଲ ଫର୍ମରେ ନଜର ଆସୁଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ପାକିସ୍ତାନ ଅଧିନାୟକ ବାବର ଆଜମ୍ ସର୍ବାଧିକ ସ୍କୋର କରିଥିଲେ। ମହମ୍ମଦ ରିଜୱାନ…
(Video) ପୁରୀରେ ଘର ଭିତରୁ ହେଲା ଏସିଡ ମାଡ଼; ଆଖି ମୁହଁ ସବୁ ପୋଡ଼ିଗଲା…
ପୁରୀ: (ଓଡ଼ିଶା ଭାସ୍କର) ପୁରୀରେ ଗୋଡ଼େଇ ଗୋଡ଼େଇ ଏସିଡ଼ ମାଡ଼ । ହାତରେ ଏସିଡ଼ ବଲ ଧରିଲେ ମୁହଁକୁ ମୁହଁକୁ ଏସିଡ଼ ମାଡ଼ କଲେ । ଆଖିକୁ ପିଠିକୁ ଯୁଆଡ଼େ ପାରିଲେ ଏସିଡ ମାରି ଚାଲିଲେ । ଦୟା ମାୟା ରହିଲା ନାହିଁ ଦୁର୍ବୃତ୍ତ…
ଏ କ’ଣ! ତାୱାରେ ଡିଜେଲ ଢାଳି ପରଟା ପ୍ରସ୍ତୁତ କରୁଛନ୍ତି ଜଣେ ଯୁବକ, ଯିଏ ଦେଖିଲା ସିଏ ରାଗିଲା
ନୂଆଦିଲ୍ଲୀ: ଆଜିର ସୋସିଆଲ ମିଡ଼ିଆ ଯୁଗରେ ଅନେକ ସମୟରେ କିଛି ଅଜବ ପ୍ରକାରର ଘଟଣା ସାମ୍ନାକୁ ଆସିଥାଏ । କିଛି ଲୋକ ରାତାରାତି ପ୍ରସିଦ୍ଧି ଅର୍ଜନ କରିବା ଲକ୍ଷ୍ୟରେ ଏପରି କିଛି ଅଜବ ହରକତ କରିଥାନ୍ତି । ତେବେ ଏହା…