Browsing Category

ଖବର

କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଶିଶୁ ଜନ୍ମ ପରେ ମିଳିବ ଏତିକି ଟଙ୍କା

କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେଥିମଧ୍ୟରୁ ଶିଶୁ ଓ ମହିଳାଙ୍କ ପାଇଁ ମଧ୍ୟ ଉଭୟ ସରକାର ନୂଆ ନୂଆ ଯୋଜନାମାନ କରୁଛନ୍ତି । କେନ୍ଦ୍ର ସରକାର ନବଜାତ…

ବିଘ୍ନରାଜଙ୍କ ଆଗମନ ପାଇଁ ଚଳଚଞ୍ଚଳ ରାଜଧାନୀ, ଜୋରସୋରରେ ଚାଲିଛି ପ୍ରସ୍ତୁତି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଘ୍ନରାଜ ଗଣେଶଙ୍କ ଧରାପୃଷ୍ଠରେ ଆଗମନ ପାଇଁ ହାତରେ ଆଉ ଦିନ କେଇଟା । ଭାଦ୍ରବ ମାସ କଷ୍ଣପକ୍ଷ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହୋଇଥାଏ ଗଣେଶ ପୂଜା । ଗଣେଶ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠେ…

ଭାଲୁ ଆକ୍ରମଣର ଶିକାର ହେଲେ ଗୋଟିଏ ପରିବାରର ୩ ସଦସ୍ୟ:ଜଣେ ମୃତ ୨ ଗୁରୁତର

ବାଲିଗୁଡା:ବାଟାଗୁଡା ପଞ୍ଚାୟତ ଡଙ୍ଗମ ଗାଁରେ ଘଟିଛି ଅଘଟଣ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଭାଲୁ ଆକ୍ରମଣର କରିଛି । ଯେଉଁଥିରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ବାପ ଝିଅ ଗୁରୁତର ଆହାତ ହୋଇଛନ୍ତି ।  ତେବେ ଗୁରୁତର ୨…

ହେ ଭଗବାନ! ଗୋଟିଏ ଦୁର୍ଘଟଣା ପରେ ପୁଣି ଆଉ ଗୋଟିଏ ଦୁର୍ଘଟଣା: ଚାଲିଗଲା ୩୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ବଡ଼ଧରଣର ଭୟଙ୍କର ସଡ଼କ ଦୁର୍ଘଟଣା ଦେଖିବାକୁ ଘଟିଥାଏ । ଡ୍ରାଇଭରଙ୍କ ଭୁଲ ପାଇଁ ଅକାରଣରେ ଅନେକ ନିରୀହ ଜୀବନ ଚାଲିଯାଇଥାଏ । ତେବେ ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଆସିଲା Instagramର ନୂଆ ଫିଚର: ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ଆଜିକାଲିର ଯୁବପିଢିମାନେ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏଥିସହିତ ଏହି ସୋସିଆଲ ମିଡିଆ ବ୍ୟବହାର କରି ସେଥିରୁ ରୋଜଗାର ମଧ୍ୟ କରିଥାନ୍ତି । ତେବେ ଏହି ସୋସିଆଲ ମିଡିଆ ଭିତରେ ବର୍ତ୍ତମାନ Instagrameର…

ବନ୍ୟା ପରେ ପରିବା ଦର ଆକାଶ ଛୁଆଁ, ଖାଉଟି ହନ୍ତସନ୍ତ

କାକଟପୁର,(ଭାସ୍କର ନ୍ୟୁଜ): ସାରା ରାଜ୍ୟରେ ଲଘୁଚାପ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖା ଦେଇଛି, ସରକାର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ବନ୍ୟା ପୀଡିତାଙ୍କ ପାଇଁ ସହଯୋଗର ହାତ ବଢ଼ାଇ ଥିବାବେଳେ ପନିରିବା…

ଦୁନିଆର ସବୁଠୁ ଦାମୀ ପନିର, ଯାହାର ମୂଲ୍ୟ ଏତିକି ହଜାର ଟଙ୍କା

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଦାମୀ ପନିର ବିଷୟରେ ଆପଣ ଜାଣିଛନ୍ତି? ଏହି ପନିର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୮୦୦ ରୁ ୧୦୦୦ ୟୁରୋ (ପ୍ରାୟ ୮୨,୦୦୦ ରୁ ଅଧିକ) । ଏହାକୁ ଦୁନିଆର ସବୁଠାରୁ ଦାମୀ ପନିର ମଧ୍ୟରୁ ବିବେଚନା…

କୋରାପୁଟରେ ଝାଡାବାନ୍ତିରେ ଆତଙ୍କ: ୧୬ ଆକ୍ରାନ୍ତ, ୬ ଗୁରୁତର

କୋରାପୁଟ, (ଭାସ୍କର ନ୍ୟୁଜ୍‌): ଦଶମନ୍ତପୁର ଓ ଲକ୍ଷ୍ମୀପୁର ପରେ ବର୍ତ୍ତମାନ କୋରାପୁଟ ବ୍ଲକର ମସ୍ତିୁଟ ଗ୍ରାମରେ ବ୍ୟାପିଛି ଝାଡାବାନ୍ତି । ଗ୍ରାମର ୧୬ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଆକ୍ରାନ୍ତଙ୍କ…

କରୋନା ପରେ ଟମାଟୋ ଫ୍ଲୁ କୁ ନେଇ ଚେତାବନୀ, ପିଲାଙ୍କ ଶରୀର ଏଭଳି ଲକ୍ଷଣ ଦେଖା ଦେଲା ସତର୍କ ରୁହ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ମହାମାରୀ ଏହାର କାୟା ବିସ୍ତାର କରିବା ପରେ ଏବେ ନୂଆ ନୂଆ ସଂକ୍ରମଣ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି । କୋଭିଡ୍‌ ମହାମାରୀ ପରେ ଟମାଟୋ ଫ୍ଲୁ ନାମରେ ଏକ ନୂଆ ରୋଗ ଭାରତ ସମେତ…

ଖାଉଟିଙ୍କୁ ବଡ଼ ଆଶ୍ୱସ୍ତି, ଶସ୍ତା ହେବ ଖାଇବା ତେଲ !

ନୂଆଦିଲ୍ଲୀ : ଆଗାମୀ ଦିନରେ, ଖାଇବା ତେଲର ମୂଲ୍ୟ ଆହୁରି ହ୍ରାସ ପାଇପାରେ । ଖାଇବା ତେଳ ସଞ୍ଚାଳକ ଏବଂ ଉତ୍ପାଦକମାନେ ଖାଇବା ତେଲର ମୂଲ୍ୟ ୧୦-୧୨ ଟଙ୍କା ହ୍ରାସ କରିବାକୁ ରାଜି ହୋଇଛନ୍ତି । ଖାଇବା ତେଲର ଭାରତ ଏକ…