Browsing Category

ଖବର

UBS ଏବଂ କ୍ରେଡିଟ୍ ସୁଇସର ସଙ୍କଟ ଭାରତରେ ମଧ୍ୟ ଚାକିରୀକୁ ବଳିଦାନ ଦେବ, ହଜାର ହଜାର ଚାକିରୀ ବିପଦରେ

ନୂଆଦିଲ୍ଲୀ: ଜଗତୀକରଣ ଯୁଗରେ, ବିଶ୍ୱର ଯେକୌଣସି କୋଣରେ ସୃଷ୍ଟି ହେଉଥିବା ସଙ୍କଟ ସାତ ସମୁଦ୍ରର ପାର ଅନ୍ୟ ଦେଶ ଉପରେ ପ୍ରଭାବ ପକାଇପାରେ। ବର୍ତ୍ତମାନ ଭାରତ ବିଶ୍ୱର ଟେକ୍ନୋଲୋଜି ସେବାର ହବ୍ ଅଟେ। ସ୍ୱିଜରଲ୍ୟାଣ୍ଡର…

ଏହି ଦଳ ଜିତିବ ଦିନିକିଆ ବିଶ୍ୱକପ୍-୨୦୨୩ ଟ୍ରଫି: ବ୍ରେଟ ଲି’ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍-୨୦୨୩ । ଚଳିତବର୍ଷ ଆଇସିସିର ଏହି ମେଗା ଇଭେଣ୍ଟ ଭାରତରେ ଆୟୋଜିତ ହେବାକୁ ଥିବା ବେଳେ ଏହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇସାରିଛି ।…

ଉତ୍କଳ କନିକା ଗ୍ୟାଲେରିଆ ମଲରେ କିଡ୍ସ ଫନ୍ ଫିଏଷ୍ଟା: ଅଂଶଗ୍ରହଣ କଲେ ୨୦୦ରୁ ଅଧିକ ପିଲା

ଭୁବନେଶ୍ବର: କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ କିଡ୍ସ ଫନ ଫିଏଷ୍ଟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୦ରୁ ଅଧିକ ପିଲା ଏବଂ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ। ମାସ୍କ ଗାର୍ଲସ୍ ଏବଂ ଉତ୍କଳ ବିଲ୍ଡର୍ସର…

ଓଡିଶାରେ ଖାଲି ପଡିଛି ୨ ଲକ୍ଷ ସରକାରୀ ପଦବୀ: ଏପଟେ ବଢୁଛି ବେରୋଜଗାରୀ

ଭୁବନେଶ୍ୱର: ଓଡିଶାର ଅନେକ ଯୁବକ-ଯୁବତୀ ବର୍ତ୍ତମାନ ସୁଦ୍ଧା ଚାକିରି ଖଣ୍ଡେ ପାଇଁ ହନ୍ତସନ୍ତ ହେଉଛନ୍ତି । ଅନେକ ପ୍ରକାର ଡିଗ୍ରୀ ସହ ପ୍ରତିଭା ମାଟି ତଳେ କବର ଦେଲା ଭଳି ଲୁଚି ଯାଉଛି ପିଲାଙ୍କ ଭବିଷ୍ୟତ । କିନ୍ତୁ…

ଜଣଙ୍କ ବ୍ୟକ୍ତିଗତ ଜୀବନରେ ପ୍ରବେଶ କରିବାର କାହାରି ଅଧିକାର ନାହିଁ: ହାଇକୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ: ଏଣିକି ବୈଧ କାରଣ ନଥିଲେ କୌଣସି ନାଗରିକଙ୍କର ବ୍ୟକ୍ତିଗତ ମାମଲାରେ ପ୍ରବେଶ କରିବା ଉପରେ ରୋକ ଲଗାଇଛନ୍ତି ମାନ୍ୟବର ନ୍ୟାୟାଳୟ । ଆଇନ ଅନୁସାରେ ଏହି ଅଧିକାର କୌଣସି ବ୍ୟକ୍ତି, ଅନୁଷ୍ଠାନ ବା ସମାଜ ପାଖରେ…

(Video) ଯାଜପୁରରେ ମାଡ଼ ହେଲା ୧ କେଜିର ଏକ ବିରାଟ କୁଆପଥର: ଦେଖିବାକୁ ଲୋକଙ୍କର ଲମ୍ବା ଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ଭୀଷଣ ଗରମରେ ରାଜ୍ୟବାସୀ କଲବଲ ହେବା ପରେ ପଶ୍ଚିମା ଝଡ଼ ଦାଉ ସାଧିଥିଲା । ଗତ ୧୬ ଓ ୧୭ ତାରିଖ ଦୁଇ ଦିନ ରାଜ୍ୟର ଅନେକ ଅଞ୍ଚଳ ମେଘୁଆ ରହିବା ପରେ ୧୮ ତାରିଖ ସନ୍ଧ୍ୟାରେ…

ITBP ଯବାନଙ୍କୁ ନେଇ ଯିବା ବେଳେ ଓଲଟିଲା ଗାଡି: ୬ ଜଣ ଆହତ

ଖୋର୍ଦ୍ଧା: ITBP ଯବାନମାନଙ୍କୁ ନେଇ ଯାଉଥିବା ବେଳେ ଗାଡିଟି ଦୁର୍ଘଟଣାର ଶିକାର ହୋଇଛି । ଛତିଶଗଡ ଯିବା ବାଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଏକାଧିକ ଯବାନ ଏଥିରେ ଆହତ ହୋଇଛନ୍ତି । ଆଇଟିବିପି ଯବାନମାନଙ୍କୁ ନେଇ…

HDFC ପରେ ଏହି ବଡ ବ୍ୟାଙ୍କ ଉପରେ ଜରିମାନା ଲଗାଇଲେ ଆରବିଆଇ: ଆପଣଙ୍କର ଅଛି କି ଆକାଉଣ୍ଟ?

ନୂଆଦିଲ୍ଲୀ: ନିୟମ ପାଳନରେ ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏଚଡିଏଫସି ଲିମିଟେଡ ଉପରେ ଜରିମାନା ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଏହାପରେ ବର୍ତ୍ତମାନ କେନ୍ଦ୍ରର ଆଉ ଏକ ବଡ ବ୍ୟାଙ୍କ ଉପରେ ମଧ୍ୟ ଜରିମାନା…

ବିଶ୍ୱର ସବୁଠୁ ଖୁସି ଦେଶ ହେଉଛି ଫିନଲାଣ୍ଡ: କେତେ ନମ୍ବରରେ ରହିଛି ଭାରତ?

ନୂଆଦିଲ୍ଲୀ: ସାରା ବିଶ୍ୱରେ ସମସ୍ତ ଦେଶକୁ ନେଇ ହୋଇଥିବା ବାର୍ଷିକ ବିଶ୍ୱ ଖୁସି ସର୍ଭେ । ଏହି ତାଲିକାର ଶୀର୍ଷ ସ୍ତାନ ପୁଣି ଥରେ ଫିନଲାଣ୍ଡ ଅଧିକାର କରିଛି । ତେବେ ଲଗାତାର ଭାବେ ଷଷ୍ଠ ଥର ପାଇଁ ଏହି ସ୍ଥାନରେ କବଜା…

ମୟୁରଭଞ୍ଜରେ ବନ୍ଦ ଡାକରା: ପିକେଟିଂ ସହ ଜାତୀୟ ରାଜପଥରେ ଅବରୋଧ

ବାରିପଦା: ଆଜି ମୟୁରଭଞ୍ଜରେ କୁଡୁମୀ ସେନା ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୁଡୁମୀ ସେନା । କୁଡୁମୀ ସମ୍ପଦାୟ ଏବଂ ଏସଟି ତାଲିକାକୁ ନେଇ…