CHARIDHAM
Browsing Category

ଖବର

IND vs ENG; ଧର୍ମଶାଳା ଟେଷ୍ଟ ମ୍ୟାଚରେ ଜଲୱା ଦେଖାଇଲେ ଯଶସ୍ୱୀ ଜୟସ୍ୱାଲ, ହାସଲ କଲେ ବଡ଼ ସଫଳତା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲ ଏକ ନୂଆ ସ୍ଥାନ ହାସଲ କରିଛନ୍ତି। ଯଶସ୍ୱୀ ଟେଷ୍ଟ କ୍ରିକେଟରେ ନିଜର ୧୦୦୦ ରନ୍ ପୂରଣ କରିଛନ୍ତି। ଏବେ ଯଶସ୍ୱୀ ନିଜର…

(video)ଲାଇଭ୍ କ୍ୟାମେରାରେ ମହିଳା ରିପୋର୍ଟର ସହ ଅଶ୍ଳୀଳ ଆଚରଣ କଲା ରୋବଟ୍‌, ଭିଡିଓ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ସମୟ ବଦଳିବାରେ ଲାଗିଛି । ଆଧୁନିକ ପ୍ରଯୁକ୍ତି ବିଦ୍ୟା ବଳରେ ଆମେ ଅସମ୍ଭବକୁ ସମ୍ଭବ କରିପାରୁଛୁ । ଏହି କ୍ରମରେ ରୋବଟମାନେ ଏବେ ମାନବର ବିକଳ୍ପ ଭାବରେ କାମ କଲେଣି । କିନ୍ତୁ ବହୁ ସମୟରେ ରୋବଟ୍ ତିଆରି…

ଇସ୍ତଫା ଦେଲେ ତ୍ରିପୁରାର ମୁଖ୍ୟ ବିରୋଧୀ ଦଳ ନେତା ଅନିମେଶ ଦେବବର୍ମା, ଆଜି କରିବେ ଶପଥ ଗ୍ରହଣ

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ପୂର୍ବରୁ ତ୍ରିପୁରାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତ୍ରିପୁରାର ମୁଖ୍ୟ ବିରୋଧୀ ଦଳ ଟିପରା ମୋଥା(Tipra Motha) ର ବରିଷ୍ଠ ନେତା ଅନିମେଶ ଦେବବର୍ମା ଗୁରୁବାର ରାଜ୍ୟ ବିଧାନସଭାର…

(ଭିଡିଓ) ପୋଲ ଉପରେ ଝୁଲି ରହିଛି ଯାତ୍ରୀବାହୀ ବସ୍: ଭୁବନେଶ୍ୱରରୁ ଯାଉଥିଲେ ୩୦ ଯାତ୍ରୀ, ଘଟିଲା ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲି ଫୁଲବାଣୀର ରାଣୀପଥ ଘାଟିରେ ଏସଆରଟିସି ବସ୍ ଦୁର୍ଘଟଣା ଘଟି ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ୪୦ରୁ ଅଧିକ ଯାତ୍ରୀ ଫୁଲବାଣୀରୁ ଅନୁଗୁଳ ଅଭିମୂଖେ ଯାତ୍ରା କରୁଥିବା ବେଳେ…

(Video): ଟାଇମ୍ସ ସ୍କ୍ୱାୟାରରେ ଗୁଞ୍ଜରିତ ହେଲା ‘ହର ହର ମହାଦେବ’, Sadhguru ଶେୟାର କଲେ ଭିଡ଼ିଓ

ଓଡ଼ିଶା ଭାସ୍କର: ଆସୁଛି ମହାଶିବରାତ୍ରୀ । ଚଳଚଞ୍ଚଳ ପଲ୍ଲୀରୁ ସହର । କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଶିବରାତ୍ରି ପୂର୍ବରୁ ମହାଦେବଙ୍କ ଭକ୍ତିର ଯାଦୁ ଦେଖିବାକୁ ମିଳିଛି । ସୋମବାର(ମାର୍ଚ୍ଚ ୪) ନ୍ୟୁୟର୍କର…

ପ୍ରତିଦିନ ରିଲ୍ସ ଦେଖୁଛନ୍ତି କି ? ଦେଖାଇଦେଇପାରେ ମୁଣ୍ଡବିନ୍ଧା , ମାଇଗ୍ରେନ ଭଳି ସମସ୍ୟା: ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

ଆଜିକାଲି ଲୋକମାନେ ରିଲ୍ସ ଦେଖିବାକୁ ପାଗଳ । ଏହା ସମୟ ଅତିବାହିତ ହେବାର ଗୋଟିଏ ଭଲ ମାଧ୍ୟମ ହୋଇ ଯାଇଛି । କିନ୍ତୁ ଏଭଳି କରି ଆପଣ ନିଜ ସ୍ୱାସ୍ଥ୍ୟ କୁ କ୍ଷତି କରୁଛନ୍ତି । ଗୋଟିଏ ଅଧ୍ୟୟନ ଅନୁସାରେ ରିଲସ ନିୟମିତ…

IND vs ENG ଅନ୍ତିମ ମ୍ୟାଚରୁ ବାଦ୍ ପଡ଼ିବେ କୁଳଦୀପ ଯାଦବ! ଶେଷ ଟେଷ୍ଟରେ ରୋହିତ ନେବେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ବିଜୟୀ ହୋଇ ସାରିଛି । ତେବେ ଆସନ୍ତାକାଲିଠାରୁ ଶେଷ ଟେଷ୍ଟ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବେ ଭାରତ-ଇଂଲଣ୍ଡ । ତେବେ ଏହି ମ୍ୟାଚ ପୂର୍ବରୁ ଅଧିନାୟକ ରୋହିତ…

ଏଣିକି ମାନୁଆଲି ହେବନି ଡ୍ରାଇଭିଂ ଟେଷ୍ଟ୍; ଅଟୋମେଟେଡ୍‌ ପ୍ରକ୍ରିୟାରେ କମ୍ପ୍ୟୁଟର କରିବ ପରୀକ୍ଷା, ଜଗିବ AI

ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ଏଣିକି ମାନୁଆଲି ହେବନି ଡ୍ରାଇଭିଂ ଟେଷ୍ଟ୍ । ଅଟୋମେଟେଡ୍‌ ପ୍ରକ୍ରିୟାରେ କମ୍ପ୍ୟୁଟର କରିବ ପରୀକ୍ଷା । ଗଫଲତି ଧରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ( AI ) । ରାଜ୍ୟର ଡ୍ରାଇଭିଂ…

ରାଷ୍ଟ୍ରପତିଙ୍କ ଡ୍ୟୁଟି ବେଳେ ବଡ଼ ଅଘଟଣ: ଚୋରି ହୋଇଗଲା କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ରାଇଫଲ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ମହାମହିମଙ୍କ ଗସ୍ତ ସମୟରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କ ଇନସାସ ରାଇଫଲ ଗାଏବ ହୋଇ ଯାଇଥିବା ନେଇ ସୂଚନା ମିଳିଛି । ସପ୍ତମ…

ଅଶ୍ୱିନଙ୍କ ମା’ ଅସୁସ୍ଥ ହେବାର ପୂରା କଥା ବଖାଣିଲେ ଅଶ୍ୱିନଙ୍କ ପତ୍ନୀ ପ୍ରୀତି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ରାଜକୋଟ ଟେଷ୍ଟର ଦ୍ୱିତୀୟ ଦିନରେ ଦଳରୁ ବାଦ୍ ପଡ଼ିଥିଲେ ଭାରତୀୟ ବୋଲର ଆର ଅଶ୍ୱିନ। ଅଶ୍ୱିନ ସେହିଦିନ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ୍ ପୂରଣ କରିଥିଲେ। ପରେ ଜଣାପଡ଼ିଥିଲା ଯେ ଅଶ୍ୱିନ…