Browsing Category
ଖବର
ଆନ୍ଧ୍ର ଓଡିଶା ସୀମାରେ ରେଳ ଦୁର୍ଘଟଣା, ୨୬ ଟି ଟ୍ରେନ ବାତିଲ
ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର କାଣ୍ଟକାପାଲ୍ଲୀ ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ରେଳ ଦୁର୍ଘଟଣା ପରେ ୨୬ ଟ୍ରେନକୁ ବାତିଲ କରାଯାଇଛି । ଏହି ଟ୍ରେନ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।…
କୃଷି ବିଜ୍ଞାନୀଙ୍କ ଭୟଙ୍କର ରିପୋର୍ଟ: ଖାଦ୍ୟଶସ୍ୟ ଓ ପନିପରିବାରେ ରହିଥିବା ସୀସା ଓ କ୍ୟାଡମିୟମ ବଢ଼ାଉଛି କିଡନୀ ରୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷି ଉତ୍ପାଦନରେ ରହିଥିବା ସୀସା ଓ କ୍ୟାଡମିୟମ କାରଣରୁ ବଢ଼ୁଛି କିଡନୀ ରୋଗୀ । ଏନେଇ କୃଷି ବିଜ୍ଞାନୀମାନେ ଏକ ଭୟଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଦିନକୁ ଦିନ ବିଶ୍ୱରେ କିଡନୀ ରୋଗକୁ…
(Video)ସମୁଦ୍ର ବେଳାଭୂମି ସାଙ୍ଗକୁ ରହିଛି ଏଭଳି ଏକ ଆକର୍ଷଣୀୟ ରାସ୍ତା, ଦେଖିବା ମାତ୍ରେ ହିଁ ବୁଲି ଯିବାକୁ ଇଚ୍ଛା ହେବ
ଓଡିଶା ଭାସ୍କର; ଆମ ବିଶ୍ୱରେ ଏଭଳି କିଛି ସ୍ଥାନ ରହିଛି ଯାହାକୁ ଆମେ କେବେ ନିକଟରୁ ଦେଖି ନାହାନ୍ତି । କିନ୍ତୁ ସୋସିଆଲ ମିଡ଼ିଆରେ ତାହାକୁ ଦେଖି ଆମେ ପରିକଳ୍ପନା କରିପାରନ୍ତି ଯେ, ସେହି ସ୍ଥାନଟି ବାସ୍ତବରେ କେତେ…
(Video) ଟ୍ରୋଲର୍ସମାନଙ୍କୁ ଜବାବ ଦେଲେ ଦୀପିକା ପାଦୁକୋନ, ଭିଡିଓ ମାଧ୍ୟମରେ ଲୋକଙ୍କର ଏପରି କଲେ ମୁହଁ ବନ୍ଦ
ମୁମ୍ବାଇ: ଦୀପିକା ପାଦୁକୋନ-ରଣବୀର ସିଂହ ଏବେ କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କରଣ ଜୋହାର ଚାଟ ଶୋ "କଫି ୱିଥ କରଣ ୮' ରେ ସେହି ଦୁଇ ଜଣ ଖୁବ୍ ଟ୍ରୋଲ ହେବାରେ ଲାଗିଛନ୍ତି । ଏହି ଶୋରେ ଦୀପିକା…
Breaking News; ବାଂଲାଦେଶକୁ ହରାଇ ବିଜୟ ହାସଲ କଲା ନେଦରଲାଣ୍ଡ
ଓଡିଶା ଭାସ୍କର; ବାଂଲାଦେଶକୁ ହରାଇ ବିଜୟ ହାସଲ କଲା ନେଦରଲାଣ୍ଡ । କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ବାଜି ମାରିନେଇଛି ନେଦରଲାଣ୍ଡ। ଏହି ମ୍ୟାଚକୁ ନେଇ ବିଶ୍ୱକପ…
(Video) ବାହାନଗା ଟ୍ରେନ୍ ବଗିରେ ଏବେ ବି ଅଛନ୍ତି ଲୋକ… ପବନରେ ପଲିଥିନ୍ ଉଡ଼ିଲେ ଲାଗୁଛି ଭୟ…
ବାଲେଶ୍ୱର: (ଓଡ଼ିଶା ଭାସ୍କର) ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଭୀଷଣ ଦୁର୍ଘଟଣାଗ୍ରସ୍ତ ହେବା ପରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ୍ ଓ ବଗି ସହ ଯଶବନ୍ତପୁର-ହାୱଡା ଏକ୍ସପ୍ରେସର ଦୁଇଟି କୋଚ୍…
‘ତାଳଗଜା’ କୁ ଜାଣିଥିବା ଶେଷ ପିଢ଼ି ଏବେର ବାପା-ମାଆ; ପିଲା ଦେଖି ପଚାରୁଛନ୍ତି ଇଏ କ’ଣ ?
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଦୃତ ସହରି କରଣ ଭିତରେ ହଜିଗଲାଣି ଗାଉଁଲି ଖାଦ୍ୟର ଚାହିଦା । ବିଭିନ୍ନ ସୁବିଧା ପାଇବା ଆଶାରେ ସହର ମୁହାଁ ହେଉଛନ୍ତି ଗାଁ ଲୋକ । ସମାଜ ସହ ତାଳ ଦେଇ ବଞ୍ଚିବା ପାଇଁ ନିତି ସଂଘର୍ଷ କରୁଛି…
ହଁ, ମୁଁ ଦର୍ଶନ ହିରାନନ୍ଦାନୀଙ୍କୁ ଏକ ପାସୱାର୍ଡ ଦେଇଥିଲି ; TMC ସାଂସଦ ମହୁଆ ମୋଇତ୍ରା
ନୂଆଦିଲ୍ଲୀ: ବହୁ ବାଦ ବିବାଦ ପରେ ସତ ମାନିଲେ ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୋଇତ୍ରା। ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଖୋଦ ସାଂସଦ…
(Video)ଚାନ୍ଦ ପୂଜା ପୂର୍ବରୁ ଚାଲିଗଲେ ଚାନ୍ଦିନୀ; ଯେଉଁ ନୂଆ ଡ୍ରେସ୍ ପିନ୍ଧି ଘରୁ ବାହାରିଥିଲେ ସେହି ଡ୍ରେସ୍ ପିନ୍ଧି ଶ୍ମଶାନକୁ ଗଲେ
କେନ୍ଦୁଝର:(ଓଡ଼ିଶା ଭାସ୍କର) ସକାଳୁ ନୂଆ ଡ୍ରେସ୍ ପିନ୍ଧି ଆଞ୍ଜୁଳି ଟେକି ସାରିଥିଲେ । ଖାଲି ଗ୍ରହଣ ଲାଗିବା ପୂର୍ବରୁ ଚାନ୍ଦକୁ ପୁଜା କରିଥାନ୍ତେ । ସେଥିପାଇଁ ସରିଥିଲା ସବୁ ପ୍ରସ୍ତୁତି । ନିଜର ଚାନ୍ଦକୁ ଭୋଗ ଥାଳିରେ…
(video)ଭୟାନକ ଷ୍ଟଣ୍ଟ; ଶୂନ୍ୟରେ ୪ଥର ଚକ୍ରି ପରି ଘୁରାଇଦେଲେ ଟ୍ରକ୍
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଭୟାନକ ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ସେ ଏକ ଟ୍ରକକୁ ଶୂନ୍ୟରେ ଚକ୍ରୀ ପରି ଘୁରାଇ ଦେଉଛନ୍ତି । ସେ…