Browsing Category

ଖବର

(Video) ସତ ହେଉଛି ମାଳିକା ବଚନ: ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଚିଲ ବସିଛି, ଆସିଲାଣି ପ୍ରଳୟ!

ପୁରୀ: ପୃଥିବୀର ବୟସ ଏବଂ ଏହାର ଧ୍ୱଂସ ପାଇବା ସମୟକୁ ନେଇ ମାଳିକାରେ ବହୁ ପୂର୍ବରୁ ବର୍ଣ୍ଣନା କରାଯାଇଛି । ଅନେକ ପ୍ରକାରର ଅଘଟଣ ଘଟିବ ବୋଲି ମାଳିକାରେ କହି ଯାଇଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ । ବାଇଶି ପାହାଚରେ ମୀନ…

Indian Railwaysର ଜାଣିବା କଥା: ଟ୍ରେନରେ ଜିନିଷ ଚୋରିକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ ରାୟ

ନୂଆଦିଲ୍ଲୀ: ଟ୍ରେନରେ ଯିବାଆସିବା ସମୟରେ ଅେନେକ ପ୍ରକାର ଘଟଣା ଦୁର୍ଘଟଣା ବା ଅଘଟଣ ଘଟିଥାଏ । ଅନେକ ସମୟରେ ଟ୍ରେନ ଭିତରୁ ଯାତ୍ରୀଙ୍କ ଜିନିଷ ଚୋରି ହେଉଥିବା ଅଭିଯୋଗ ମଧ୍ୟ ହୋଇଥାଏ । ତେବେ ଟ୍ରେନରେ ହେଉଥିବା ଏହି…

ସକାଳୁ ଜଳିଲାଣି ଭୁବନେଶ୍ୱର: ଭୀଷଣ ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ରାଜଧାନୀରେ ବଢୁଥିବା ତାପମାତ୍ରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀ । ଭୋର ୫ଟା ସୁଦ୍ଧା…

ଗୋଟିଏ ଓଭରରେ ୬ଟି ୱିକେଟ ହାସଲ କଲେ ବୋଲର: ଡବଲ ହାଟ୍ରିକ ନେଇ ରଚିଲେ ଇତିହାସ

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ ଏମିତି ଅନେକ ଘଟଣା ଘଟିଥାଏ ଯାହା ଇତିହାସର ଫର୍ଦ୍ଦରେ ଲେଖା ହୋଇଥାଏ । ଖେଳାଳିମାନେ ମ୍ୟାଚ ମଝିରେ ଏମିତି ଅନେକ କାରନାମା କରି ରେକର୍ଡ ସୃଷ୍ଟି କରିଥାନ୍ତି । କେହି ଦ୍ରୁତତମ…

Indian Navyରେ ଅଗ୍ନିବୀର ପଦରେ ନିଯୁକ୍ତିର ସୁଯୋଗ: ଜାଣନ୍ତୁ କେବେ ଆରମ୍ଭ ହେବ ରେଜିଷ୍ଟ୍ରେସନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ତରଫରୁ ଅଗ୍ନିବୀର ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥିମାନେ ନୌସେନାର ଅଫିସିଆଲ ୱେବସାଇଟ joinindiannavy.gov.in ଜରିଆରେ ଅନଲାଇନ ଆବେଦନ…

ବଢିଲା ଗ୍ରୀଷ୍ମ ଛୁଟି: ରାଜ୍ୟରେ ପ୍ରଚଣ୍ଡ ଖରା ଯୋଗୁଁ ଜୁନ ୧୯ରେ ଖୋଲିବନି ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ କରା ଏବଂ ଅସହ୍ୟ ତାତି ରାଜ୍ୟବାସୀଙ୍କୁ କଲବଲ କରୁଛି । ତେଣୁ ଏଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ପିଲାମାନଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ନଜରରେ ରଖି…

(Video) ଅଚାନକ ସମୁଦ୍ରକୁ ଡେଇଁ ପଡିଲେ ରୋହିତ: କାହିଁକି ନେଲେ ଏମିତି ଏକ ବଡ ନିଷ୍ପତ୍ତି?

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତର ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି । ତେବେ ଏହାପରେ ଟିମ ଇଣ୍ଡିଆ ନୂଆ ଅଧିନାୟକ ଖୋଜୁଥିବା ଆଲୋଚନା ହେବାରେ ଲାଗିଛି । ଯାହାକୁ…

(Video) ଯୋଗ ଦିବସ ପୂର୍ବରୁ ଯୋଗ ଆସନ କରୁଛନ୍ତି ମୋଦୀ: ଭିଡିଓ ସେୟାର କରି ଲେଖିଲେ ଏମିତି

ନୂଆଦିଲ୍ଲୀ: ଯୋଗକୁ ବିଶ୍ୱସ୍ତରରେ ଆହୁରି ଲୋକପ୍ରିୟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେଣୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପୂର୍ବରୁ ମୋଦୀ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଆମେରିକା ଗସ୍ତ…

୫୦୦ ଘର, ୮୦୦ ଗଛକୁ ନଷ୍ଟ କରିଦେଇଛି ବାତ୍ୟା ‘ବିପର୍ଯ୍ୟୟ’: ଅନ୍ଧାରରେ ୧୦୦୦ରୁ ଅଧିକ ପରିବାର

ନୂଆଦିଲ୍ଲୀ: ଭୟଙ୍କର ବାତ୍ୟା 'ବିପର୍ଯ୍ୟୟ'ର ପ୍ରଭାବ ଧିରେ ଧିରେ କମ୍ ହେବାରେ ଲାଗିଛି । ଏହାପରେ ବର୍ତ୍ତମାନ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରାଯାଉଛି । ଏନଡିଆରଏଫ ତରଫରୁ ମିଳିଥିବା ସୂଚନା ଅନୁସାରେ,…

୪୪ ଟପିଲା ଭୁବନେଶ୍ୱରର ତାପମାତ୍ରା: ଆହୁରି ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ଭୁବନେଶ୍ୱର: କେରଳରେ ମୌସୂମୀ ପାଦ ଥାପି ସାରିଛି । ସେପଟେ ଆସନ୍ତା ୨/୪ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୋøସୂମୀ । ଏହାପରେ ବି ଓଡିଶାରେ ଜାରି ରହିଛି ପ୍ରଚଣ୍ଡ ଖରାର ତାଣ୍ଡବ । ଆଜି ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ…