
Browsing Category
ଖବର
(Video) Wrestler ସୁମୋ, ଏଲନ ମସ୍କ ମଧ୍ୟରେ କାହିଁକି ଏ ଯୁଦ୍ଧ? ଭାଇରାଲ ହେଉଛି ଫଟୋ…
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ୱିଟରର ସିଇଓ ଏଲନ ମସ୍କଙ୍କୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚା ଲାଗି ରହିଛି । ତେବେ ଏହାମଧ୍ୟରେ ତାଙ୍କର ଏକ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ରେସଲିଙ୍ଗ ଦୁନିଆର…
ରାଜଧାନୀକୁ ଫେରିଲା ମୌସୂମୀ: ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବୁଧବାର ହୋଲିରେ ମୌସୂମୀର ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳିଛି । ହାଲକା ଖରା ପରେ ସନ୍ଧ୍ୟା ସମୟରେ ପବନର ବେଗରେ ବୃଦ୍ଧି ଅନୁଭୂତ ହୋଇଥିଲା । ଏଥିସହିତ ଦିଲ୍ଲୀରେ ବର୍ଷା ହେବାରୁ…
Ind-Aus ଶେଷ ଟେଷ୍ଟରେ ମୋଦି ପକାଇବେ ଟସ୍! ଅହମ୍ମଦାବାଦ ଟେଷ୍ଟ ରଚିବ କି ଇତିହାସ?
ଅହମ୍ମଦାବାଦ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅହମ୍ମଦାବାଦର ଏହି ଟେଷ୍ଟ ଇତିହାସ ରଚିବାକୁ ଯାଉଛି । କାରଣ ଭାରତ ଏବଂ ଅଷ୍ଟ୍ରେଲିଆର ଦୁଇ ପ୍ରଧାନମନ୍ତ୍ରୀ ଏହି ମ୍ୟାଚରେ…
ନାଚରେ ମସଗୁଲ ହୋଇ ଟଙ୍କା ଉଡାଇଲେ: କଂଗ୍ରେସ ନେତାଙ୍କ କାରନାମାରେ ତେଜିଲା ରାଜନୀତି
ବେଙ୍ଗଲୁରୁ: କର୍ଣ୍ଣାଟକର ଏକ ବିବାହ କାର୍ଯ୍ୟକ୍ରମରେ ଜଣେ କଂଗ୍ରେସ ନେତାଙ୍କ ଦମଦାର ଭିଡିଓ ଦେଖିବାକୁ ମିଳିଛି । ମସ୍ତି ମୁଡରେ ଜଣେ ଡାନ୍ସରଙ୍କ ଉପରେ ନୋଟ ବର୍ଷା କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲଗିଛି । ଏହି…
Coaching Classରୁ ଆରମ୍ଭ ହେଲା ପ୍ରେମ: କିନ୍ତୁ ଝିଅର ବିବାହ ପରେ ପ୍ରେମିକକୁ ପିଟି ପିଟି ହତ୍ୟା, ଜାଣନ୍ତୁ ପୂରା କାହାଣୀ
ମଧ୍ୟପ୍ରଦେଶ: ମୁରେନା ଜିଲ୍ଲାରେ ଦେଖିବାକୁ ମିଳିଛି ପ୍ରେମର ଅଜବ ପରିଣାମ । ପ୍ରେମିକାକୁ ଦେଖା କରିବାକୁ ଯାଇ ହତ୍ୟାର ଶିକାର ପାଲଟିଯାଇଛି ପାଗଳ ପ୍ରେମୀ । ନିକଟସ୍ଥ ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଠାବ କରାଯାଇଛି ।…
ନିଆରା ଢଙ୍ଗରେ ପାଳିଲେ ହୋଲି…. ୧୦ ଲକ୍ଷରୁ ଅଧିକ ଗଛରେ ଲଗାଇଲେ ରଙ୍ଗ
ନୂଆଦିଲ୍ଲୀ : ରଙ୍ଗର ପର୍ବ ହୋଲି ଆଜି ସାରା ଦେଶରେ ପାଳନ କରାଯାଉଛି । ଲୋକମାନେ ହୋଲି ଉତ୍ସବରେ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ କିଛି ଲୋକ ଥାଆନ୍ତି ସବୁବେଳେ କିଛି ନିଆରା କରିବାକୁ ଚେଷ୍ଟା…
(Video) କଂଗ୍ରେସରେ ଯୋଗଦେବେ କି ନିଶା ମହାରଣା: ଅଚାନକ ସୁରଙ୍କ ସହିତ ହୋଲି ଖେଳିବାକୁ ନେଇ ବଢ଼ିଲା ଚର୍ଚ୍ଚା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଡିଜିଟାଲ ଯୁଗରେ ଅନେକ ବ୍ୟକ୍ତି ରାତାରାତି ଜିରୋରୁ ହିରୋ ପାଲଟି ଯାଉଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡ଼ିଶାର ବିଶିଷ୍ଟ ଅଭିନେତ୍ରୀ ନିଶା ମହାରଣା । ଖୁବ୍ କମ୍…
PM Kisaan Yojnaରେ ମିଳି ନ ପାରେ ଟଙ୍କା: ଭୁଲରେ ବି କରନ୍ତୁ ନାହିଁ ଏହି କାମ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ଖୁବ ସହାୟତା ମିଳିପାରିଛି । ଗରିବ ଏବଂ ଲିଜଧାରୀ କୃଷକମାନଙ୍କ ଏହି ଯୋଜନା ଅଧୀନରେ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ମିଳିପାରୁଛି ।…
ଚାଇନା ମୋବାଇଲ ବ୍ରାଣ୍ଡକୁ ନେଇ ମିଲେଟ୍ରି ଏଜେନ୍ସିର ଆଡଭାଇଜରୀ: ଫୋନ ପରିବର୍ତ୍ତନ ପାଇଁ ସେନାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଏଲଏସିକୁ ନେଇ ଭାରତ-ଚୀନ ଭିତରେ ଲାଗି ରହିଛି ତିକ୍ତତା । ଏହା ମଧ୍ୟରେ ଡ୍ରାଗନକୁ ଚକମା ଦେବା ପାଇଁ ଜାଲ ବିଛାଇଛି ଭାରତର ସେନା ଏଜେନ୍ସି । ଭାରତୀୟ ସେନା ବ୍ୟବହାର କରୁଥିବା ଚାଇନା ମୋବାଇଲର ବ୍ୟବହାର…
ବିର୍ଲା ଟାୟାର୍ସ କିଣିବା ପାଇଁ ଏକାଧିକ କମ୍ପାନିର ଲାଗିଛି ଧାଡି, ଜାଣନ୍ତୁ କିଏ କିଏ ଅଛନ୍ତି ପ୍ରତିଯୋଗିତାରେ
ଭୁବନେଶ୍ୱର: ବିର୍ଲା ଟାୟାର୍ସ ଋଣ ପରିଶୋଧ କରି ପାରୁନଥିବାରୁ ବର୍ତ୍ତମାନ ତାହା ବିକ୍ରି ହେଉଛି । ଏହାକୁ କିଣିବା ପାଇଁ ଏକାଧିକ କଂପାନିର ଆଗ୍ରହ ଦେଖାଦେଇଛି । ସିଏଟ୍, ଇଣ୍ଡିଆ ରିସର୍ଜେଣ୍ଟ ଫଣ୍ଡ, ଜିନ୍ଦଲ ପାୱାର,…