
Browsing Category
ଖବର
ଗୁଗୁଲୁ ଆଣୁଛି ନୂଆ ଫିଚର; ୧୫ମିନିଟ ପୂର୍ବରୁ ସର୍ଚ୍ଚ କରିଥିବା ଜିନିଷ କରିପାରିବେ ଡିଲିଟ୍ !
ନୂଆଦିଲ୍ଲୀ: ଆଜିକାଲି ସମୟରେ ସୋସିଆଲ ମିଡିଆର ଚାହିଦା ଦୃତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଖାସ କରି ଗୁଗୁଲ କ୍ରୋମର ବ୍ୟବହାର ଦିନକୁ ଦିନ ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗୁଗୁଲ୍ ଏହାର ଲୋକପ୍ରିୟ…
ସୁପ୍ରିମକୋର୍ଟ: ୫ନୂଆ ବିଚାରପତିଙ୍କୁ ଶପଥପାଠ କରାଇଲେ ସିଜେଆଇ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ: ଆଜି ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି । ଶପଥପାଠ କରାଇଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ିୱାଇ ଚନ୍ଦ୍ରଚୂଡ଼ । ୫ ନୂଆ ବିବାରପତି ଶପଥପାଠ ନେଲା ପରେ ବର୍ତ୍ତମାନ ସୁପ୍ରିମକୋର୍ଟରେ…
ହେପାଜତ ମୃତ୍ୟୁ ମାମଲା: ବନଖଣ୍ଡର ୨ଏସିଏଫ ଅଟକ
କଟକ: ମୃତକ ଧନେଶ୍ୱର ବେହେରାଙ୍କ ପରିବାର ଓ ସଂପର୍କୀୟ ବଡ଼ମ୍ବା ରେଞ୍ଜର ଓ ଦୁଇ ଏସିଏଫଙ୍କ ନାଆଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଧନେଶ୍ୱର ବେହେରା ଜଣେ ଦିନ ମଜୁରିଆ। ଗତକାଲି ସେ…
ତୁର୍କୀ ଏବଂ ସିରିଆରେ ଭୂକମ୍ପର ତାଣ୍ଡବ; ୧୯୫ଜଣଙ୍କ ମୃତ୍ୟୁ ଶତାଧିକ ଅଟ୍ଟାଳିକା ନଷ୍ଟ
ନୂଆଦିଲ୍ଲୀ: ଆଜି ସକାଳୁ ତୁର୍କୀରେ ହୋଇଥିବା ବଡ ଧରଣର ଭୂକମ୍ପରେ ୯୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିସହିତ ଶତାଧିକ ଘର ମାଟିରେ ମିଶିଯାଇଛି । ତେବେ ରିକର୍ଟ୍ଟର ସ୍କେଲରେ ବର୍ତ୍ତମାନ ଏହାର ତିବ୍ରତା ୮ ମ୍ୟାଗନିଚ୍ୟୁଡ…
ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ସ୍ୱାସ୍ଥବ୍ୟସ୍ଥା ଖରାପ; ହସ୍ପିଟାଲରେ କରାଗଲା ଭର୍ତ୍ତି
ମୁମ୍ବାଇ: ସାଉଥ ତଥା ବଲିଉଡ ଅଭିନେତ୍ରୀ ଇଲିଆନା ଡି’ କ୍ରୁଜ ନିଜର ଷ୍ଟାଇଲ ଏବଂ ଲୁକ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନେକ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର…
ତୁର୍କୀରେ ବଡ ଧରଣ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୭.୮ମ୍ୟାଗନିଚ୍ୟୁଡ୍
ନୂଆଦିଲ୍ଲୀ: ଆଜି ସକାଳୁ ତୁର୍କୀ ସହରରେ ଏକ ବଡ ଧରଣର ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଫଳରେ ସେଠାକାର ଲୋକ ଭୟଭୀତ ଅଛନ୍ତି । ତେବେ ଏହି ଭୁକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୭.୮ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି ।…
ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ; ମୋଟ ୫୩୩୭୧୨ଛାତ୍ରଛାତ୍ରୀ ଦେବେ ବୋଡ ପରୀକ୍ଷା
କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧୦ତାରିଖରୁ ଆରମ୍ଭ ହେବ । ଏଥିନେଇ ପରିଷଦ ପକ୍ଷରୁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ମାଟ୍ରିକ୍ ପରୀକ୍ଷା…
ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ; ୩ ଆହତ
ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ ହୋଇଛି । ଫଳରେ ୩ ଜଣ ହୋଟେଲ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ…
ବାବା ରାମ ଦେବଙ୍କ ବିରୋଧରେ ମାମଲା ରୁଜୁ, ଅଭିଯୋଗ ଦାଖଲ କଲେ ଏହି ବ୍ୟକ୍ତି
ନୂଆଦିଲ୍ଲୀ: ରାଜସ୍ଥାନ ବାଡମେର ଜିଲ୍ଲା ଅନ୍ତର୍ଗତ ଚୌହଟନ ଥାନାରେ ଆଜି ଜଣେ ସ୍ଥାନୀୟ ବ୍ୟକ୍ତି ଯୋଗଗୁରୁ ରାମଦେବ ବାବାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ପୋଲିସ ଏହି ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ…
(VIDEO) ଏହି ଗାଁରେ ରହିଛି ଅଜବ ନିୟମ; ବିବାହ ପରେ ଝିଅ ନୁହେଁ ପୁଅ ଯାଏ ଶାଶୁଘର
ନୂଆଦିଲ୍ଲୀ: ଆମ ଭାରତ ବର୍ଷରେ ଝିଅମାନେ ପ୍ରାୟତଃ ବିବାହ କଲାପରେ ଶାଶୁ ଘରକୁ ଯାଆନ୍ତି । ବାକି ଜୀବନ ସେମାନେ ତାଙ୍କ ଶାଶୁ ଘରେ କାଟିଥାନ୍ତି । ହେଲେ ଆମ ଦେଶରେ ଏଭଳି ଗାଁ ଅଛି ଯେଉଁଠାରେ ବିବାହ ପରେ ଝିଅମାନେ…