CHARIDHAM
Browsing Category

ଖବର

ଛଟେଇ ପାଇଁ ପ୍ରସ୍ତୁତ ହେଉଛି ମ୍ୟୁଜିକ୍ ଷ୍ଟ୍ରିମିଂ କମ୍ପାନୀ ସ୍ପୋଟିଫାଇ, ଯାଇପାରେ ୬% କର୍ମଚାରୀଙ୍କ ଚାକିରି

ନୂଆଦିଲ୍ଲୀ: ମ୍ୟୁଜିକ୍ ଷ୍ଟ୍ରିମିଂ କମ୍ପାନୀ ସ୍ପୋଟିଫାଇ ଏହାର ୬% କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ସାମ୍ଭାବ୍ୟ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନେଇଥିବା ସୋମବାର କମ୍ପାନୀ ପକ୍ଷରୁ…

(VIDEO)ଭାଲେଣ୍ଟାଇନ୍ସ ପୂର୍ବରୁ ଭାଇରାଲ ହେଉଛି ଚିଠି; ବୟଫ୍ରେଣ୍ଡ ନଥିଲେ କଲେଜ ଆସିବା ମନା

ଜଗତସିହଂପୁର: ଆଉ କିଛି ଦିନ ପରେ ଆରମ୍ଭ ହେବ ଭାଲେଣ୍ଟାଇନ୍ସ ସପ୍ତାହ । ଯାହାକୁ ଆଜିର ଯୁବପିଢି ଖବୁ ଧୁମଧାମରେ ସେଲିବ୍ରେଟ କରିଥାନ୍ତି । ନିଜର ଗାର୍ଲଫ୍ରେଣ୍ଡ କିମ୍ବା ବୟଫ୍ରେଣ୍ଡ ସହ ବୁଲିବା ସହ ଗିଫ୍ଟ ମଧ୍ୟ…

ଦିଶାଙ୍କ ପାଇଁ ହଁ, ଯାତ୍ରା ପାଇଁ ନାଁ; କାହିଁକି ଏତେ ପାତରଅନ୍ତର ?

ଭୁବନେଶ୍ୱର: ଚଳିତ ମାସ ୨୮ ତାରିଖରୁ ଭୁବନେଶ୍ୱରର ଖଣ୍ଡଗିରି ଏବଂ ଉଦୟଗିରି ପାଦଦେଶରେ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି ମେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଚଳିତ ବର୍ଷ…

ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ଭାଗବତ ସିଂ କୋଶ୍ୟାରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଅନୁରୋଧ କରିଛନ୍ତି, କି 'ସେ…

ଶସ୍ତା ହେଲା ସୁନା, ଏହି ସମୟରେ କିଣିବା ଠିକ କି ନୁହେଁ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ବାହାଘର ସିଜନ ଚାଲୁରହିଛି । ଏହା ମଧ୍ୟରେ ସୁନା ରୂପାର ଡ଼ିମାଣ୍ଡ ବଢିବା ସହ ରେଟ ମଧ୍ୟ ଆକାଶ ଚୁଇଁବାକୁ ବସିଲାଣି । କିଛିଦିନ ହେଲାଣି ମଲ୍ଟି ଏକ୍ସଚେଞ୍ଜ କମୋଡିଟି ଏକ୍ସଚେଞ୍ଜରେ…

(VIDEO)ମା’ ଙ୍କ ନିଧନ ପରେ କାହିଁକି ଲଣ୍ଡା ହୋଇ ନାହାନ୍ତି ମୋଦି ?

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୌଣସି ନା କୌଣସି କଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର କାମ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ତେବେ ମୋଦିଙ୍କୁ ନେଇ ଅନେକ ସମୟରେ…

ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ବସ୍; କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡ ଛିଡା ହୋଇଥିବା ଏକ ବସରେ ନିଆଁ ଲାଗି ଯାଇଛି । ଫଳରେ ବସଟି ହୁହୁ ହୋଇ ଜଳୁଥିବା ଜଣାପଡିଛି । ତେବେ ଏହି ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ…

କରୋନା ପରେ ମାନ୍ଦାବସ୍ତାର ଭୟ; ଟେକ୍ ସେକ୍ଟରରେ ହେଉଛି ଛଟେଇ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶ ତଥା ବିଶ୍ୱରେ ବିଭିନ୍ନ ବଡ ବଡ ଏବଂ ଟେକ୍ କମ୍ପାନୀମାନେ ଛଟେଇ ଆରମ୍ଭ କରିଛନ୍ତି । ଫଳରେ ସେଠାରେ କାମ କରିଥିବା କର୍ମଚାରୀମାନଙ୍କର ଚାକିରୀ ଯିବାର ଭୟ ଦେଖିବାକୁ ମିଳିଛି । ତେବେ…

ପେଟିଏମ ଏବଂ ଫୋନପେକୁ ଟକ୍କର ଦେବ ଗୁଗୁଲପେ, ଜାଣନ୍ତୁ କଣ ରହିଛି କମ୍ପାନୀର ପ୍ଲାନ

ନୂଆଦିଲ୍ଲୀ: ୟୁପିଆଇର ବ୍ୟବହାର ବର୍ତ୍ତମାନ ଖୁବ ଜୋରସୋରରେ ଚାଲିଛି । ଲୋକମାନେ ୟୁପିଆଇ-ଲିଙ୍କଡ୍ ମୋବାଇଲରେ ହିଁ ପେମେଣ୍ଟ କରୁଛନ୍ତି । ଏଥିରେ ପେମେଣ୍ଟ କରୁଥିବା ଲୋକଙ୍କୁ ଟ୍ରାଞ୍ଜାକ୍ସନର ହିସାବ ରଖିବାକୁ ପଡିନଥାଏ…

ଫାଙ୍କା ଗୁଳି ଫୁଟାଇ ଡକାୟତି, ୩ଲକ୍ଷ ଲୁଟିନେଲେ ଲୁଟେରା!

ସୋର: ରାଜ୍ୟ ତଥା ଦେଶରେ ଅନେକ ଡ଼କାୟତି ହେଉଥିବା ବେଳେ ଆଜି ବାଲେଶ୍ୱର ଜିଲ୍ଲା ସୋର ଠାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଲୁଟେରାମାନେ ଫାଙ୍କା ଗୁଳି ଫୁଟାଇ ୩ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।…