Browsing Category

ଖବର

ବଡ଼ ଅଘଟଣ: ଗଣେଶ ପୂଜା ବେଳେ ଟଳିପଡ଼ିଲେ ସ୍କୁଲ ଶିକ୍ଷକ, ହସ୍ପିଟାଲରେ ମୃତ ଘୋଷଣା

ତେଲକୋଇ: ଗଣେଶ ପୂଜା ବେଳେ ଟଳିପଡ଼ିଲେ ସହକାରୀ ଶିକ୍ଷକ । ପୁଷ୍ପାଞ୍ଜଳି ଦେବା ବେଳେ ତଳେ ପଡ଼ିଗଲେ ଶିକ୍ଷକ । ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।…

ଭାଗବତ ଜନ୍ମରେ ଚନ୍ଦ୍ରଗ୍ରହଣ, ପୃଥିବୀକୁ ଅଶୁଭ! ସାବଧାନ ରୁହନ୍ତୁ ଏହି ରାଶି

ଭୁବନେଶ୍ବର: ଆସନ୍ତା 6 ମାସ ଭିତରେ ଦୁଇଟି ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ପ୍ରଥମ ଚନ୍ଦ୍ରଗ୍ରହଣ ଭାଦ୍ରବ ପୂର୍ଣ୍ଣିମାରେ ପଡିବାକୁ ଥିବା ବେଳେ ଅନ୍ୟଟି ଆସନ୍ତା ବର୍ଷ ମାର୍ଚ୍ଚ ଅର୍ଥାତ୍ ଦୋଳ ପୂର୍ଣ୍ଣିମାରେ ପଡିବାକୁ…

କ୍ରିକେଟ ଜଗତ ପାଇଁ ଦୁଃଖଦ ଖବର; ଏହି ଦିଗ୍ଗଜ ଖେଳାଳି ବିରଳ କ୍ୟାନ୍ସରରେ ପୀଡ଼ିତ, ଦେଶକୁ ଜିତାଇଛନ୍ତି ୱାର୍ଲ୍ଡ କପ୍

ନୂଆଦିଲ୍ଲୀ: କ୍ରିକେଟ ଜଗତ ପାଇଁ ଦୁଃଖଦ ଖବର । ବିରଳ କ୍ୟାନ୍ସର ରୋଗରେ ପୀଡ଼ିତ ଏହି ଦିଗ୍ଗଜ ଖେଳାଳି । ସେ ତାଙ୍କ ତାଙ୍କ ଅଧିନାୟକତ୍ୱରେ ବିଶ୍ୱକପ୍ ଟାଇଟଲ ମଧ୍ୟ ଜିତିଛନ୍ତି । ସେ ହେଉଛନ୍ତି ଅଷ୍ଟ୍ରେଲିଆର ପୂର୍ବତ୍ତନ…

ଟ୍ରମ୍ପ ଖେଳିଲେ ବଡ଼ ଚାଲ୍, ନିଜ ସ୍ୱାର୍ଥ ପାଇଁ ଏହିସବୁ ଭାରତୀୟ ଜିନିଷ ଉପରେ ଲଗାଇନାହାନ୍ତି ଟାରିଫ୍

ନୂଆଦିଲ୍ଲୀ: ଆମେରିକା ଭାରତ ଉପରେ ଅଗଷ୍ଟ ୨୭ ତାରିଖରୁ ଅର୍ଥାତ୍ ଆଜିଠାରୁ ୫୦ ପ୍ରତିଶତ (୨୫ ପ୍ରତିଶତ ଶୁଳ୍କ + ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ) ଶୁଳ୍କ ଲାଗୁ କରିଛି। କିନ୍ତୁ ଆମେରିକା ନିଜର ସ୍ୱାର୍ଥକୁ ଦୃଷ୍ଟିରେ…

ବିଧବା ଭାଉଜକୁ ଏକୁଟିଆ ଦେଖି ଦୁଷ୍କର୍ମ କରିବାକୁ ଚେଷ୍ଟା କଲା ଦିଅର, ଶାଶୁ-ଶ୍ବଶୁର ବି କଲେ ସମର୍ଥନ

ନୂଆଦିଲ୍ଲୀ: ଭାଉଜ ଏବଂ ଦିଅରଙ୍କ ମଧ୍ୟରେ ସମ୍ପର୍କ ମାଆ ପୁଅ କିମ୍ବା ବନ୍ଧୁ ପରି । କିନ୍ତୁ କିଛି ଲୋକ ଏହି ସମ୍ପର୍କକୁ ଲଜ୍ଜିତ କରିବାକୁ କୌଣସି କସରତ ଛାଡ଼ନ୍ତି ନାହିଁ । ଉତ୍ତର ପ୍ରଦେଶର ବସ୍ତିରୁ ସମାନ ଏକ ମାମଲା…

ଶସ୍ତା ଶସ୍ତା ଶସ୍ତା…ଖାଦ୍ୟଠୁ ପୋଷାକ ପର୍ଯ୍ୟନ୍ତ ସବୁ ହେବ ଶସ୍ତା; ଦିୱାଲି ଉପହାର ଦେବେ ସରକାର, ଜାଣନ୍ତୁ ତାଲିକାରେ କଣ ସବୁ…

ଓଡ଼ିଶା ଭାସ୍କର: ଖାଦ୍ୟଠୁ ନେଇ ପୋଷାକ ପର୍ଯ୍ୟନ୍ତ, ଏବେ ସବୁ ହେବ ଶସ୍ତା । ସମସ୍ତଙ୍କୁ ଦିୱାଲି ଉପହାର ଦେବେ ସରକାର । ଚତେବେ ଖୁବ ଶିଘ୍ର GST ହାର ପରିବର୍ତ୍ତନ ହେବାକୁ ଯାଉଛି। GST ହାର ମାତ୍ର ଦୁଇଟି ସ୍ଲାବକୁ…

ଗଣେଶ ପୂଜାରେ ଚାଷୀଙ୍କୁ ବଡ଼ ଉପହାର; ଖାତାକୁ ଗଲା ସିଏମ କିଷାନ ଟଙ୍କା, ଚେକ କରନ୍ତୁ ଆକାଉଣ୍ଟ୍

ଓଡ଼ିଶା ଭାସ୍କର: ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି । ଚାଷୀଙ୍କୁ ମିଳିଲା ସିଏମ କିଷାନ କିସ୍ତି ଟଙ୍କା । ତୃତୀୟ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ…

ମଞ୍ଚ ଉପରେ ଚେତାଶୂନ୍ୟ ହୋଇଗଲେ ଅଭିନେତା, ଆସିଲା ହାର୍ଟ ଆଟାକ୍…ନେଇ ପାରୁନାହାନ୍ତି ନିଶ୍ବାସ

ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତା ଏବଂ ଆଙ୍କର ରାଜେଶ କେଶବଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜେଶ କେଶବ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ସମୟରେ ହଠାତ୍ ମଞ୍ଚ ଉପରେ ପଡ଼ିଯାଇଥିଲେ, ଯାହା ପରେ ତାଙ୍କୁ ତୁରନ୍ତ…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ! ଏହି ଦେଶରେ ଗର୍ଭବତୀ ହେବାକୁ ଭୟ କରନ୍ତି ମହିଳା

ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ମହିଳାଙ୍କ ପାଇଁ ଗର୍ଭଧାରଣ ଏକ ସୁନ୍ଦର ସ୍ୱପ୍ନ ସାକାର ହେବା ପରି ହୋଇଥିଲେ ମଧ୍ୟ ନାଇଜେରିଆରେ ପରିସ୍ଥିତି ଭିନ୍ନ । ଏଠାରେ, ସଂଘର୍ଷ ପ୍ରଭାବିତ ଉତ୍ତର ଅଞ୍ଚଳରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ…

ଗିରଫ ହେଲେ ସହକାରୀ ଟ୍ୟାକ୍ସ କମିଶନର ସରିତା ବାରିକ, ୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ଆସିଷ୍ଟାଣ୍ଟ ଟ୍ୟାକ୍ସ କମିସନର ଗିରଫ । ସରିତା ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ । ଲାଞ୍ଚ ନେଇ ଧରାପଡ଼ିବା ପରେ ଗିରଫ କଲା ଭିଜିଲାନ୍ସ । ରେଡ଼ ବେଳେ ଘରୁ ମିଳିଲା 1 ଲକ୍ଷ 45 ହଜାର ଟଙ୍କା, 60 ଲକ୍ଷର…