Browsing Category

ଖବର

ପଢ଼ିବା ସମୟରେ କାହିଁକି ନିଦ ଆସେ ? କେବଳ ଅଳସୁଆମି ନୁହେଁ ଏହା ପଛରେ ରହିଛି ଅନେକ କାରଣ

ଓଡ଼ିଶା ଭାସ୍କର: ଅଧିକାଂଶ ସମୟରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆମେ ଚାପଗ୍ରସ୍ତ ଅନୁଭବ କରିଥାଉ । ଫଳରେ ମସ୍ତିଷ୍କ ଥକିଯିବା କାରଣରୁ ଆମକୁ ନିଦ ମାଡ଼ିଥାଏ । ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସନ୍ତୁଳିତ ଆହାର ସେବନ ଏହାର…

(Video): ‘ପଲ୍ଲୋ ଲଟକେ’ ଗୀତରେ ଝୁମିଲେ ସାଣ୍ଟା ! ଦେଖି ୟୁଜର କହିଲେ- ସାଣ୍ଟାକୁ ବିହାର ପଠାଅ

ଓଡ଼ିଶା ଭାସ୍କର: ଆଜି ପବିତ୍ର ଖ୍ରୀଷ୍ଟମାସ ପର୍ବ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହି ଦିନ ବହୁତ ମହତ୍ୱପୂର୍ଣ୍ଣ ଅଟେ । ଏହି ଦିନ ଯୀଶୁଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ । ଖ୍ରୀଷ୍ଟମାସ ପର୍ବର ମୁଖ୍ୟ ଆକର୍ଷଣ…

ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ଉପହାର, କେନ୍ ବେତୱା ନଦୀ ସଂଯୋଗ ପ୍ରକଳ୍ପର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତ କରିବେ । ସେଠାରେ ସେ କେନ୍ ବେତୱା ନଦୀ ସଂଯୋଗ ପ୍ରକଳ୍ପର…

ବ୍ୟକ୍ତିଙ୍କ ଉପରେ ମାଡ଼ିଗଲା ଟ୍ରେନ୍, କିନ୍ତୁ ଦେହରେ ଗୋଟିଏ ବି ଖଣ୍ଡିଆ ହେଲାନାହିଁ… ଦେଖନ୍ତୁ ଏ ଲୋମଟାଙ୍କୁରା Video

ଥିରୁଭାନନ୍ତପୁରମ: କେରଳର କନ୍ନୁର ଜିଲ୍ଲାରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣମାନେ ବିଶ୍ୱାସ କରିପାରିବେ ନାହିଁ । ଭିଡିଓରେ ଜଣେ ବ୍ୟକ୍ତି ଟ୍ରେନ୍ ତଳେ ଶୋଇଥିଲେ । ଟ୍ରେନ୍ ତାଙ୍କ ଉପର ଦେଇ…

ICC Champions Trophy ତାରିଖ ଘୋଷଣା, ଫେବୃଆରୀ ୧୯ରୁ ଆରମ୍ଭ ମାର୍ଚ୍ଚ ୯ରେ ଶେଷ

ନୂଆଦିଲ୍ଲୀ- ଆଇସିସି ଚାମ୍ପିୟନ୍ସ ଟ୍ରଫି ପାଇଁ ତାରିଖ ଘୋଷଣା । ଆଇସିସି ୨୪ ଡିସେମ୍ବରକୁ ଚାମ୍ପିୟନ୍ସ ଟ୍ରଫିର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଭାରତ ବନାମ ପାକିସ୍ତାନ ଏହି ଟ୍ରଫିରେ ଫେବୃଆରୀ ୨୩ରେ…

ୟୁପିରେ ନାବାଳିକା ପ୍ରେମିକାକୁ ବିକିଲା ପ୍ରେମିକ, ରାଜସ୍ଥାନରେ ହେଲା ବିବାହ

ସୋନଭଦ୍ର- ୟୁପିର ସୋନଭଦ୍ର ଜିଲ୍ଲା ପନ୍ନୁଗଞ୍ଜରେ ଚାଞ୍ଚଳ୍ୟ ସୃଷ୍ଟିକାରୀ ଘଟଣା । ନିଜ ନାବାଳିକା ପ୍ରେମିକାକୁ ସାଙ୍ଗଙ୍କ ସହ ମିଶି ବିକିଦେଲା । ନାବାଳିକାକୁ କିଣିଥିବା ଲୋକ ରାଜସ୍ଥାନରେ ସେହି ନାବାଳିକାକୁ ଜଣେ…

ମଙ୍ଗଳବାର ସକାଳୁ ସକାଳୁ ଭୋପାଲରେ ବୁଲିଲା ଖଣ୍ଡା

ଭୋପାଲ- ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ମଙ୍ଗଳବାର ହଠାତ୍ ହିଂସା ଦେଖାଦେଇଛି । ଖଣ୍ଡା ବୁଲିବା ସହ ପଥର ମାଡର ଘଟଣା ଦେଖିବାକୁ ମିଳିଛି । ଏଥିରେ ୬ ଜଣ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ…

ବେଦାନ୍ତ ’ସ୍ୱର୍ଣ୍ଣ ପ୍ରାଶନ’ କାର୍ଯ୍ୟକ୍ରମର ୪ର୍ଥ ପର୍ଯ୍ୟାୟ ସଫଳତାର ସହ ଶେଷ

ଭୁବନେଶ୍ୱର: ଭାରତର ସର୍ବବୃହତ୍‍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଆୟୁଷ ମନ୍ତ୍ରଣାଳୟ ସହ ଭାଗିଦାରୀରେ ଏହାର ‘ସ୍ୱର୍ଣ୍ଣ ପ୍ରାଶନ' ଅଭିଯାନର ଚତୁର୍ଥ ପର୍ୟ୍ୟାୟ ସଫଳତାର ସହ ଶେଷ କରିଛି, ଯାହା ୧୭ହଜାରରୁ…

ବର୍ଷର ପ୍ରଥମ ଦିନରେ ଏକ ସାଧାରଣ ଜିନିଷ ବାନ୍ଧିଲେ, ଦୂର ହେବ ଆର୍ଥିକ ଅନଟନ

ଓଡିଶା ଭାସ୍କର- ଆଉ ହାତରେ ଗୋଟିଏ ଦିନ । ଆସିବ ନୂଆ ବର୍ଷ । ନୂଆ ବର୍ଷରେ ଘରକୁ ଲକ୍ଷ୍ମୀଙ୍କ ଆଗମନ ଜୀବନରେ ଭରିଦେବ ସୁଖ ଓ ସମୃଦ୍ଧି । ଏଥିପାଇଁ ଏକ ସାଧାରଣ କଥାକୁ ଆପଣାନ୍ତୁ । ଦେଖିବେ ସବୁ ଅଭାବ ଦୂର ହୋଇଯିବ ଓ ନୂଆ…

ପଚରାଉଚରା ଶେଷ, ଅଲ୍ଲୁ ଅର୍ଜୁନଙ୍କ ବଡିଗାର୍ଡକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ : ଅଲ୍ଲୁ ଅର୍ଜୁନଙ୍କଠାରୁ ପଚରାଉଚରା ଶେଷ ହୋଇଛି । ହାଇଦ୍ରାବାଦ ପୋଲିସ 'ପୁଷ୍ପା ୨' ଅଭିନେତାଙ୍କୁ ଅନେକ ଘଣ୍ଟା ଧରି ପଚରାଉଚରା କରିଥିଲା । ଯେହେତୁ ଅଭିନେତାଙ୍କୁ ସନ୍ଧ୍ୟା ଥିଏଟରକୁ ନିଆଯିବ ବୋଲି…