CHARIDHAM
Browsing Category

ଖବର

ଥାର୍ ଗାଡ଼ିରେ ଆସିଲା ଡେଲିଭରୀ ବୟ, ଦେଖି ଉଡ଼ିଗଲା କଷ୍ଟମର୍ ହୋସ୍

ନୂଆଦିଲ୍ଲୀ: ଆପଣମାନେ ସାଧାରଣତଃ ଡେଲିଭରୀ ବୟକୁ ବାଇକ୍ କିମ୍ୱା ସାଇକେଲରେ ଡେଲିଭରୀ କରୁଥିବାର ଦେଖିଥିବେ। କିନ୍ତୁ କେବେ କୌଣସି ଡେଲିଭରୀ ବୟକୁ ବିଳାସପୂର୍ଣ୍ଣ ଗାଡ଼ିରେ ଡେଲିଭରୀ କରୁଥିବାର ଦେଖିଛନ୍ତି କିମ୍ୱା…

ଏସିଆ କପରୁ ଓହରିଲା ପାକିସ୍ତାନ, ମ୍ୟାଚ୍ ନଖେଳି ସୁପର-୪ରେ ପହଞ୍ଚିଲା UAE !

ଦୁବାଇ: ଏସିଆ କପକୁ ନେଇ ଆସିଲା ବଡ଼ ଖବର। ଏସିଆ କପ୍ ୨୦୨୫ରୁ ଏହରିଲା ପାକିସ୍ତାନ। ସେପଟେ ମ୍ୟାଚ୍ ନଖେଳି ସୁପର-୪ରେ ପହଞ୍ଚିଲା UAE ଦଳ! ହଁ ଆଜ୍ଞା ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଲଢେଇ ପରେ ଅନେକ କିଛି…

Asia Cup 2025: ଆଜି UAE ସହିତ ମ୍ୟାଚ ଖେଳିବନି ପାକିସ୍ତାନ, PCB ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଏସିଆ କପ୍‌ରେ ଆଜିର ପାକିସ୍ତାନ ବନାମ UAE ମ୍ୟାଚ୍ (PAK vs UAE ମ୍ୟାଚ୍ ବାତିଲ) ବାତିଲ ହୋଇପାରେ। ରିପୋର୍ଟରୁ ଜଣାପଡିଛି ଯେ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ତାଙ୍କ ଦଳକୁ ସେମାନଙ୍କ ହୋଟେଲକୁ…

ମ୍ୟାଚ୍ ଖେଳୁଥିବା ସମୟରେ ପଡ଼ିଆରେ ବୋଲରଙ୍କ ମୃତ୍ୟୁ, କ୍ରିକେଟ୍ ଜଗତରେ ଶୋକର ଛାୟା!

ହରିୟାଣା: କ୍ରିକେଟ୍ ଜଗତ ପାଇଁ ଦୁଃଖଦ ଖବର। ମ୍ୟାଚ୍ ଖେଳୁ ଖେଳୁ ପଡିଆରେ ଚାଲିଗଲା କ୍ରିକେଟରଙ୍କ ଜୀବନ। ହଠାତ୍ ବୋଲିଂ କରିବା ସମୟରେ ଅଚେତ୍ ହୋଇଗଲେ ବୋଲର ଆଉ ପରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର। ହଁ ଆଜ୍ଞା…

Indian Railway Ticket Rules: ଟ୍ରେନ ଯାତ୍ରା ପୂର୍ବରୁ ଟିକେଟ ହଜିଗଲେ, କେମିତି କରିବେ ଯାତ୍ରା? ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଆଜି ଲକ୍ଷ ଲକ୍ଷ ଲୋକଙ୍କ ଜୀବନର ଏକ ଅତ୍ୟାବଶ୍ୟକୀୟ ଅଂଶ ପାଲଟିଛି। ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। କେତେକ କାମ ପାଇଁ, କେତେକ ପାଠପଢ଼ା ପାଇଁ, କେତେକ ଯାତ୍ରା ପାଇଁ,…

ବଡ଼ ପରଦାରେ ଆସିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାହାଣୀ, ମୋଦିଙ୍କ ଚରିତ୍ରରେ ଅଭିନୟ କରିବେ ଏହି ଅଭିନେତା

ନୂଆଦିଲ୍ଲୀ: ଆଜି ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିବସ ପାଳନ କରାଯାଉଛି।  ଏହି ବିଶେଷ ଦିନରେ ପ୍ରଧାନମନ୍ତ୍ରୀଙ୍କୁ ଦେଶବ୍ୟାପୀ ଶୁଭେଚ୍ଛା ଏବଂ ଉପହାର ମିଳୁଛି।  ଚଳଚ୍ଚିତ୍ର ଜଗତର…

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା; ଏଥର EVMରେ କଳା କି ଧଳା ନୁହେଁ, ରହିବ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ, ସିରିଏଲ୍ ନମ୍ବର ବି ରହିବ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଏକ ବଡ଼ ଘୋଷଣା । ଇଭିଏମ୍‌ରେ ଏବେ କଳା କି ଧଳା ନୁହେଁ, ରହିବ ରଙ୍ଗୀନ ଫଟୋ ଏବଂ ସିରିଏଲ୍ ନମ୍ବର ବି ରହିବ। ଏହା ବିହାର ବିଧାନସଭା ନିର୍ବାଚନଠାରୁ ଆରମ୍ଭ ହେବ। ଭାରତୀୟ ନିର୍ବାଚନ…

କଲେକ୍ଟରଙ୍କ ଆଦେଶ: ଆସନ୍ତାକାଲିଠାରୁ 3 ଦିନ ବନ୍ଦ ରହିବ ସବୁ ମଦ ଦୋକାନ, ଜାଣନ୍ତୁ କେଉଁଠି ଏବଂ କାହିଁକି?

ଆଗ୍ରା: ଆସନ୍ତାକାଲିଠାରୁ 3 ଦିନ ବନ୍ଦ ରହିବ ସବୁ ମଦ ଦୋକାନ । ନିର୍ଦ୍ଦେଶ ଦେଲେ DM । ଆଗ୍ରାର ତାଜ ନଗରୀରେ ତିନି ଦିନ ପାଇଁ ମଦ୍ୟପାନ ନିଷେଧ କରାଯିବ। ଆଗ୍ରା ଡିଏମ୍ ଅରବିନ୍ଦ ମଲ୍ଲପ୍ପା ବାଙ୍ଗାରୀ ଐତିହାସିକ ରାମ…

୫ ଷ୍ଟାର ହୋଟେଲ୍ ଜେଲ୍ ଭଳି, ଏତେ ବଡ଼ କଥା କାହିଁକି କହିଲେ ବିରାଟ କୋହଲି

ନୂଆଦିଲ୍ଲୀ: ୫ ଷ୍ଟାର ହୋଟେଲର ସର୍ଭିସ୍ ଯେମିତି ଖାଇବା ବି ସେମିତି। ଏକଥା ଆମେ କହୁନାହୁଁ ଏହି ଧାରଣା ପ୍ରାୟ ସବୁ ଲୋକଙ୍କର ରହିଛି। ଆଉ ସାଧାରଣ ଲୋକଙ୍କର ୫ ଷ୍ଟାର ହୋଟେଲକୁ ଯିବା ସ୍ୱପ୍ନ ପରି। ହେଲେ ଆପଣ ଜାଣିଛନ୍ତି…

Kidney damage signs: କିଡନୀ ଖରାପ ହେବା ପୂର୍ବରୁ ଆଖି ଦିଏ ଏହି ସଙ୍କେତ, ଅଣଦେଖା କଲେ ଚାଲିଯିବ ଜୀବନ…

ଓଡ଼ିଶା ଭାସ୍କର: କିଡନୀ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ତେଣୁ ସେମାନଙ୍କର ସଠିକ୍ କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନେକ ଶାରୀରିକ କାର୍ଯ୍ୟ କିଡନୀ ମାଧ୍ୟମରେ ସମ୍ପାଦିତ ହୁଏ। ଯଦି କିଡନୀ ସମସ୍ୟା ଥାଏ, ତେବେ ଶରୀର…