fbpx
Browsing Category

ଖବର

4G ନା 5G ? କେଉଁ ଫୋନରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ

ଓଡ଼ିଶା ଭାସ୍କର: ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ସ୍ମାର୍ଟଫୋନ୍ ଯେମିତି ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟି ଗଲାଣି । କେତେ ଜଣ 4G ବ୍ୟବହାର କରୁଛନ୍ତି ତ ଆଉ କେତେ ଜଣ 5G । ଗତ ୨ ବର୍ଷ ହେବ ଭାରତରେ 5G…

FD Laddering ଅର୍ଥ ସଞ୍ଚୟ କରିବାର ନୂଆ ଉପାୟ, ଜାଣନ୍ତୁ ଏହାର ଫାଇଦା

ଓଡ଼ିଶା ଭାସ୍କର: ସାଧାରଣତଃ ମହିଳାମାନେ ଅର୍ଥ ସଞ୍ଚୟ କରିବାରେ ଏକ୍ସପର୍ଟ । ସେମାନେ ବ୍ୟାଙ୍କରେ ପାରମ୍ପରିକ ଉପାୟ ଫିକ୍ସଡ୍ ଡିପୋଜିଟ୍‌(FD) ମାଧ୍ୟମରେ ଟଙ୍କା ଜମା କରିଥାନ୍ତି । ବର୍ତ୍ତମାନ ନୂଆ ଟେକ୍ନୋଲୋଜି…

NCHM JEE 2024: ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ, ଜାଣନ୍ତୁ ପରୀକ୍ଷା ପାଟର୍ନ ଏବଂ ମାର୍କିଂ ସ୍କିମ୍‌

ଓଡ଼ିଶା ଭାସ୍କର: ପାଖେଇ ଆସୁଛି ବୋର୍ଡ଼ ପରୀକ୍ଷା । ଚିନ୍ତାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ । ସାଧାରଣତଃ ୧୦ମ ଓ ଦ୍ୱାଦଶ ପରେ ପିଲାମାଙ୍କ କ୍ୟାରିୟରକୁ ନେଇ ଅଭିଭାବକମାନେ ବେଶି ଟେନସନ୍ ହୋଇଯାନ୍ତି । ନିକଟରେ…

ମହାକାଶରେ ରହିଛି ପୃଥିବୀ ପରି ଆବର୍ଜନା ! ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଭାସ୍କର: ରହସ୍ୟମୟୀ ଏ ଦୁନିଆ । ଗଭୀର ସମୁଦ୍ର ପରି ମହାକାଶରେ ମଧ୍ୟ ଏମିତି ଅନେକ କିଛି ରହସ୍ୟ ରହିଛି ଯାହା ବିଷୟରେ ଆମେ ଅଜଣା । ଏହି ରହସ୍ୟ ବିଷୟରେ ଅଧିକରୁ ଅଧିକ ଜାଣିବା କୌଣସି ଆଶ୍ଚର୍ଯ୍ୟରୁ କମ୍ ନୁହେଁ ।…

(Video)ଏକ ବୋର୍ଡରେ କ’ଣ ଏପରି ଲେଖିଦେଲେ ଯେ ବ୍ୟକ୍ତି ଗାର୍ଲଫ୍ରେଣ୍ଡ ସହ ଯାଉଥିବା ପ୍ରତି ପୁରୁଷ ପଇସା ଦେବାକୁ ବାଧ୍ୟ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଏ ଦୁନିଆରେ ଏପରି କୌଣସି ବ୍ୟକ୍ତି ନାହିଁ ଯିଏ ଅଧିକ ଟଙ୍କା ରୋଜଗାର କରିବାକୁ ଚାହେଁ ନାହିଁ । ପଇସା ହିଁ ମଣିଷର ବିଭିନ୍ନ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଥାଏ । ଏଣୁ ସମସ୍ତେ ଚାହାନ୍ତି କି…

Under 19 WorldCupରେ ସ୍ନେହିତ ରେଡ୍ଡୀଙ୍କ ଶତକ, ଶୁଭମନ ଗିଲଙ୍କ ଅନ୍ଦାଜରେ କରିଲେ ପାଳନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ICC Under 19 WorldCup 2024 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଓ ନେପାଳ ମଧ୍ୟରେ ଜୋରଦର ମୁକାବିଲା ଦେଖିବାକୁ ମିଳିଥିଲା । ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ପ୍ରଥମ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ସହ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା…

ଫୋନରେ ନେଟୱାର୍କ Problem ! ଫୋନର ସ୍ପୀଡ୍ ବଢ଼ାଇବା ପାଇଁ କରନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ଆଜିକାଲି ଫୋନ୍ ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟି ଯାଇଛି ବୋଲି କହିଲେ ଭୁଲ ହେବନି । ସମସ୍ତ ଜରୁରୀ ତଥ୍ୟ ଯେପରି ଫୋନରେ ହିଁ ଫିଡ଼୍ ହୋଇ ରହିଛି । ପାଖରେ ଫୋନ୍ ନଥିଲେ କେମିତି ଗୋଟେ ଖାଲି ଖାଲି…

‘ରାମ ନାମ’ ଗୀତ ଶୁଣି ଆମେରିକାରେ ଝୁମିଲେ ଏହି ମହିଳା, ୧୪ ଡ୍ରିଗ୍ରୀ ଶୀତକୁ ନମାନି ଲେହେଙ୍ଗା ପିନ୍ଧି କଲେ ଡ୍ୟାନ୍ସ

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଦେଶ ବିଦେଶରେ ରାମ ନାମର ଧ୍ୱନୀ ଗୁଞ୍ଜରିତ ହେଉଛି । ଏହା ସହ ସୋସିଆଲ ମିଡ଼ିଆରେ ଭଗବାନ ଶ୍ରୀ ରାମଙ୍କ ସହ ଜଡ଼ିତ ଅନେକ ଗୀତ ମଧ୍ୟ…

ଷ୍ଟାଲିନଙ୍କୁ ସାହାରା ଦେଲେ ମୋଦୀ, ଭାଇରାଲ ହେଉଛି ଭିଡ଼ିଓ…

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନ୍ନାଇରେ ‘ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ୍‌’ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ୍ ମଧ୍ୟ ଉପସ୍ଥିତ ଥିଲେ । ଏହି…