Browsing Category

ଭିଡିଓ ଖବର

Video: କଲେଜ ଛାତ୍ରୀଙ୍କୁ ଅସଦାଚରଣ, ଅଟୋ ରିକ୍ସାରେ ଘୋଷାଡ଼ି ନିର୍ଯାତନା ଦେଲେ ଡ୍ରାଇଭର

ମହାରାଷ୍ଟ୍ର: ମରିଗଲା ମାନବିକତା, କଲେଜ ଛାତ୍ରୀଙ୍କୁ ରାସ୍ତା ମଝିରେ ଘୋଷାଡ଼ି ଘୋଷାଡ଼ି ନିର୍ଯାତନା ଦେଲା ଅଟୋ ଡ୍ରାଇଭର। ମାଟିରେ ମିଶିଗଲା ନାରୀର ଇଜ୍ଜତ ଆଉ ମା'ର ସମ୍ମାନ। ଏଭଳି ଏକ ହୃଦୟ ବିଦାରକ ଜଘନ୍ୟ କାଣ୍ଡ ଘଟିଛି…

(Video) ଚାନ୍ଦା ଆଦାୟ ବେଳେ ଧକ୍କା ଦେଲା କଣ୍ଟେନର, ଅକାଳରେ ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଏକ ସାଧାରଣ କଥା ହୋଇଗଲାଣି । ଗାଡ଼ି ଚାଳନାରେ ସାମାନ୍ୟ ବ୍ୟତିକ୍ରମ ବା ଅନ୍ୟମନସ୍କ କାରଣରୁ ବେଳେ ବଡ଼ ବଡ଼ ଦୁର୍ଘଟଣା ଘଟି ଅନେକ ମୃତାହତ ହୋଇଥାନ୍ତି ।…

(Video) ଭୋକ ହେଲା ଅସହ୍ୟ, ପଲିଥିନ୍ ନେଇଗଲା ଗାଈର ଜୀବନ, ମା’କୁ ଝୁରୁଛି ଛୁଆ ବାଛୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ ତୁ ଉଠ । ଉଠ ମା’ ଉଠ । ତୋର ଯଦି କ’ଣ ହେଇଯାଏ ମୁଁ କେମିତି ବଞ୍ଚିବି । ତୁ ତ ମୋର ସାହା ଆଉ ଭରସା । ତୋ ସାଙ୍ଗରେ ମୁଁ ସାରା ଦୁନିଆ ଦେଖିବି । ଏ ମଣିଷ ମାନଙ୍କୁ ଚିହ୍ନିବି । ତୁ…

Video: ଯଶସ୍ୱୀ ଜୈସୱାଲଙ୍କ ପାୱାରଫୁଲ ଛକା, ଷ୍ଟାଡିୟମ ବାହାରେ ପଡିଲା ବଲ୍

ରାଜକୋଟ: ମୁମ୍ବାଇର ଯୁବ ବ୍ୟାଟର ଯଶସ୍ୱୀ ଜୈସୱାଲ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି। ଜୟସ୍ୱାଲଙ୍କ ଜବରଦସ୍ତ ଇନିଂସ ବଳରେ ମୁମ୍ବାଇ ସୟଦ ମୁସ୍ତାକ ଅଲି ଟ୍ରଫିର ଗ୍ରୁପ୍ ଏ ଲିଗ୍ ମ୍ୟାଚ୍ ରେ ଡିଫେଣ୍ଡିଂ ରଣଜୀ…

Video: ଯେତେବେଳେ ମା’ ସହ ଭେଟ ହେଲା ହଜିଯାଇଥିବା ଚିତା ଶାବକ, କିପରି ଥିଲା ଦୃଶ୍ୟ

ମହାରଷ୍ଟ୍ର: ମୁମ୍ବାଇର ସଞ୍ଜୟ ଗାନ୍ଧୀ ରାଷ୍ଟ୍ରୀୟ ଉଦ୍ୟାନ(ଏସଜିଏଏନପି)ରେ ବୁଧବାର ଏକ ଚିତା ଶାବକ ପୁଣି ଥରେ ତାର ମା' ସହିତ ମିଶିଛି। ନିକଟରେ ଶାବକଟି ତା ମା' ଠାରୁ ଅଲଗା ହୋଇଯାଇଥିଲା। ଗତ ୧୦ ତାରିଖରେ…

(Video) ରାତାରାତି ଧନୀ ହେବାପାଇଁ ଆପଣାଇଲେ କଳାଯାଦୁ: ନର ବଳି ପରେ ରାନ୍ଧି ଖାଇଲେ ଶବକୁ…

ନର ପିଶାଚଙ୍କୁ ଘାରିଥିଲା ଧନୀ ହେବାର ଲୋଭ । ଆହୁରି ରହିଥିଲା ଚିରଯୌବନ ପାଇବାର ମୋହ  । ଏଥିପାଇଁ  ଆପଣାଇଥିଲେ କଳାଯାଦୁ । କଳାଯାଦୁ ପାଇଁ ନରବଳି ମଧ୍ୟ ଦେଇଥିଲେ । ଏତିକିରେ ସରିନଥିଲା କଥା ବଳି ପରେ ଶବକୁ ରାନ୍ଧି…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍: ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ । ଡ୍ରାଇଭରର ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି । ବସରେ ପାଖାପାଖି ୫୦ ଜଣ ଯାତ୍ରୀ ଥିବା ବେଳେ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।  …

Video: ଘର ବଞ୍ଚାଇବାକୁ ବୁଲଡୋଜର ଆଗରେ ଦମ୍ପତି, ନାଟକୀୟ ଢଙ୍ଗରେ ଉଦ୍ଧାର କଲା ପୋଲିସ

ବାଙ୍ଗଲୋର: ଘର ଭାଙ୍ଗିବାକୁ ଅଟକାଇବା ପାଇଁ ବୁଲଡୋଜର ଆଗରେ ଛିଡ଼ା ହେଲେ ଦମ୍ପତ୍ତି। ଘର ଭାଙ୍ଗିଲେ ଆତ୍ମହୁତି ଦେବାକୁ ଦେଲେ ଧମକ। ଡ୍ରେନେଜକୁ ଅବୈଧ ଭାବରେ କବଜା କରି କରାଯାଇଥିବା ନିର୍ମାଣକୁ ହଟାଇବା ପାଇଁ ଯେତେବେଳେ…

(Video) ନର୍ସ ଦିଦିଙ୍କର ଗୋଟିଏ ଭୁଲ୍ ଇଞ୍ଜେକସନ କରିଦେଲା ମାଆର କୋଳ ଶୂନ୍ୟ, ଆଖି ବୁଜିଦେଲା ୬ ବର୍ଷର ପୁତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ଭୁଲ୍ ପାଇଁ ଚାଲିଗଲା ଗୋଟିଏ ୬ ବର୍ଷର ନିରୀହ ଶିଶୁର ଜୀବନ । ଡାକ୍ତରଙ୍କ ଅନୁପସ୍ଥିତିରେ ନର୍ସଙ୍କର ଏହି ଭୁଲ୍ ପାଇଁ ଆଜି ଗୋଟିଏ ମାଆ ତା’ର ସନ୍ତାନକୁ ହରାଇଛି । ଚିକିତ୍ସା…

Video: ଜିମ୍ ଉପକରଣ ପାଇଁ ଲଢେଇ ଲାଗିଗଲେ ମହିଳା, ସିସିଟିଭିରେ କଏଦ ହେଲା ଭିଡିଓ

ଜିମରେ ବ୍ୟାୟାମ କରିବା ସମୟରେ ସାଧାରଣତଃ ଅସାବଧାନତା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ଏଭଳି ଜାଗାରେ ଝଗଡା ଲାଗିବ ଆହୁରି ଭୟାନକ ହୋଇପାରେ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେଉଛି। ଯେଉଁଥିରେ…